୧୯୯୮ର ଓଡ଼ିଆ ସିନେମା
ଉଇକିପିଡ଼ିଆ ରୁ
ଓଡ଼ିଆ ସିନେମା ଜଗତରେ ୧୯୯୮ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୯୮'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]
| ନାମ | ନିର୍ଦ୍ଦେଶକ | ଅଭିନେତା | ପ୍ରକାର | ଟୀକା | ||
|---|---|---|---|---|---|---|
| ୧୯୯୮ | ||||||
| ରୂପା ଗାଁ ର ସୁନାକନିଆଁ [୧] | ରାଜୁ ମିଶ୍ର | ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ବିଜୟ ମହାନ୍ତି | ||||
| ସନ୍ତାନ [୨] | ମହମ୍ମଦ ମହସିନ | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି | ||||
| ସିଂହବାହିନୀ [୩] | ବସନ୍ତ ସାହୁ | ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ମିହିର ଦାସ, ଦେବୁ ବୋଷ | ||||
ଆଧାର[ସମ୍ପାଦନା]
- ↑ ରୂପା ଗାଁ ର ସୁନାକନିଆଁ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)
- ↑ ସନ୍ତାନ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)
- ↑ ସିଂହବାହିନୀ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)
|
|||||||||||