୧୯୯୬ର ଓଡ଼ିଆ ସିନେମା

ଉଇକିପିଡ଼ିଆ ରୁ
ଓଡ଼ିଆ ସିନେମା
Indiafilm.svg
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

ଓଡ଼ିଆ ସିନେମା ଜଗତରେ ୧୯୯୬ରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର |

'୧୯୯୬'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]

ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା
୧୯୯୬
ପୁଅ ମୋର ଭୋଳାଶଙ୍କର [୧] ହର ପଟ୍ଟନାୟକ ଉତ୍ତମ ମହାନ୍ତି, ପ୍ରିୟଙ୍କା, ଅପରାଜିତା ମହାନ୍ତି, ଜୟୀରାମ ସାମଲ
ଯଶୋଦା [୨] ହର ପଟ୍ଟନାୟକ ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର [୩] ଅରୁଣ ମହାନ୍ତି ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ମିହିର ଦାସ, ରଚନା ବାନାର୍ଜୀ
ସୁହାଗ ସିନ୍ଦୂର [୪] ହର ପଟ୍ଟନାୟକ ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି
ଲକ୍ଷ୍ମଣ ରେଖା [୫] ମହମ୍ମଦ ମହସିନ ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି

ଆଧାର[ସମ୍ପାଦନା]