ଓଡ଼ିଆ ସିନେମା ଜଗତରେ ୧୯୮୫ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।
'୧୯୮୫'ମସିହାର ଓଡ଼ିଆ କଥାଚିତ୍ର ତାଲିକା [ସମ୍ପାଦନା]
| ନାମ |
ନିର୍ଦ୍ଦେଶକ |
ଅଭିନେତା |
ପ୍ରକାର |
ଟୀକା |
| ୧୯୮୫ |
| କ୍ଳାନ୍ତ ଅପରାହ୍ଣ |
ମନମୋହନ ମହାପାତ୍ର |
କିଶୋରୀ ଦେବୀ, ମଧୁକର ଗୋଷ୍ଠୀ, କନକ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରଥ |
|
|
| ଜଗା ହାତରେ ପଘା |
ମହମ୍ମଦ ମହସିନ |
ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ |
|
|
| ପରଝିଅ ଘର ଭାଙ୍ଗେନା |
ରମେଶ ମହାନ୍ତି |
ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
|
|
| ପୂଜାଫୁଲ |
ଜେ. ଏଚ୍. ସତ୍ତାର |
ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଝରଣା ଦାସ |
|
|
| ବାବୁଲା |
ସାଧୁ ମେହେର |
ଶରତ ପୂଜାରୀ, ଅନିତା ଦାସ, ଦାଦା ନାଥୁରାମ, ସ୍ୱସ୍ତିକ |
|
|
| ସତ କେବେ ଲୁଚି ରହେନା |
ରମେଶ ମହାନ୍ତି |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
|
|
| ସମୟ ବଡ଼ ବଳବାନ |
ଶିଶିର ମିଶ୍ର |
ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ |
|
|
| ସ୍କୁଲ ମାଷ୍ଟର |
ଗୋବିନ୍ଦ ତେଜ |
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବୈଶାଳୀ ପରିଡା |
|
|
| ସହରୀ ବାଘ |
ମହମ୍ମଦ ମହସିନ |
ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ |
|
|
| ହାକିମ ବାବୁ |
ପ୍ରଣବ ଦାସ |
ସୁଜାତା ଆନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି |
|
|