ମାଗୁଣିର ଶଗଡ଼

ଉଇକିପିଡ଼ିଆ‌ରୁ
ଏହି ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ କାହାଣୀ ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ମାଗୁଣିର ଶଗଡ଼ (କଥାଚିତ୍ର) ଦେଖନ୍ତୁ ।
ମାଗୁଣିର ଶଗଡ଼  
ଲେଖକଗୋଦାବରୀଶ ମହାପାତ୍ର
ଭାଷାଓଡ଼ିଆ
ବିଭାଗଗଳ୍ପ

ମାଗୁଣିର ଶଗଡ଼ ଗୋଦାବରୀଶ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଉପନ୍ୟାସ[୧] ଗାଁକୁ ମଟର ଚାଳିତ ବସ ଆସିବା ଯୋଗୁ ଶଗଡ଼ ଚାଳକ ମାଗୁଣିର ଅବସ୍ଥା କିପରି ହୁଏ, ଏହି ବିଷୟବସ୍ତୁକୁ ନେଇ ଉପନ୍ୟାସଟି ଲିଖିତ ।[୨] ଏହି କାହାଣୀକୁ ନେଇ ୨୦୦୧ ମସିହାରେ ପ୍ରଫୁଲ୍ଲ ମହାନ୍ତି ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. Br̥ndābana Candra Ācāryya (1 January 1997). Godabarish Mohapatra. Sahitya Akademi. ISBN 978-81-260-0217-7.
  2. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4062–. ISBN 978-81-260-1221-3.
  3. BIBEKANANDA RAY. Conscience of The Race. Publications Division Ministry of Information & Broadcasting. pp. 213–. ISBN 978-81-230-2661-9.