ଅଭିଶପ୍ତ ଗନ୍ଧର୍ବ

ଉଇକିପିଡ଼ିଆ‌ରୁ
ଅଭିଶପ୍ତ ଗନ୍ଧର୍ବ  
ଲେଖକମହାପାତ୍ର ନୀଳମଣି ସାହୁ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶ ତାରିଖ୧୯୮୧
ପୃଷ୍ଠା୨୯୨

ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ ଗପ ସଙ୍କଳନ ।[୧] ଏହା ୧୯୮୧ମସିହାରେ ପ୍ରକାଶ ପାଇଥିଲା ଓ କଥାକାର ମହାପାତ୍ର ନୀଳମଣି ସାହୁଙ୍କୁ ଏଥି ପାଇଁ ୧୯୮୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି ଅନ୍ୟ ଭାରତୀୟ ଭାଷା[୩] ଓ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।[୪]

ପୁସ୍ତକଟିରେ ୯ଟି ଗଳ୍ପ ସହିତ, ଲେଖକଙ୍କର ଆତ୍ମକଥାତ୍ମକ ଲେଖାଟିଏ ସ୍ଥାନ ପାଇଥିଲା । ସମସ୍ତଗପରେ ଲେଖକଙ୍କ ହିଁ ମୁଖ୍ୟ ଚରିତ୍ର ଭାବରେ ରହିଥିଲେ ।[୫]

ଆଧାର[ସମ୍ପାଦନା]

  1. http://sarbasadharana.com/?p=22862[permanent dead link]
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. Mohapatra Nilamoni Sahoo; Siddhārtha Mānasiṃha Māhāpātra; Sahitya Akademi (1 January 1992). Abhiśapta gandharva. Sāhitya Akādemī.
  4. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 232–. ISBN 978-1-77199-167-4.
  5. Indian Literature. Sahitya Akademi. 1985.

ଆହୁରି ଦେଖନ୍ତୁ[ସମ୍ପାଦନା]