ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ବର୍ଗ୍ୟ ଓଡ଼ିଆ ବର୍ଣ୍ଣମାଳାର ଏକ ବ୍ୟଞ୍ଜନ ବର୍ଣ୍ଣ । ଏହା ବ୍ୟଞ୍ଜନ ବର୍ଣ୍ଣର ୮ମ ଓ "ଚ ବର୍ଗ"ର ୩ୟ ବର୍ଣ୍ଣ । କଥିତ ଭାଷାରେ ବର୍ଗ୍ୟ ଜ ଓ ଅନ୍ତସ୍ଥ ଯ ଭିତରେ ତଅଅତ ନଥଅଏ ‌[୧]

ଉଚ୍ଚାରଣ[ସମ୍ପାଦନା]

ଏହା ସ୍ୱଳ୍ପପ୍ରାଣ ଓ ଘୋଷବର୍ଣ୍ନ ।ଏହାର ଉଚ୍ଚାରଣ ତାଳୁ, ଏଥି ପାଇଁ ଏହା ତାଲବ୍ୟ ‌ବର୍ଣ୍ଣ ।[୧]

ଇତିହାସ ଓ ପୁରାଣ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

ଅବ୍ୟୟ ପଦ[ସମ୍ପାଦନା]

ଏହା ଦୁଇ ଶବ୍ଦ ମଝିରେ ବା ଶବ୍ଦର ଶେଷରେ ବ୍ୟବହୃତ ହୋଇଥାଏ, କିନ୍ତୁ, ଶବ୍ଦର ଆଗରେ ବା ବାକ୍ୟ ଶେଷରେ କଦାପି ବ୍ୟବହୃତ ହୁଏ ନାହିଁ । ଓଡ଼ିଆ ଭାଷାରେ 'ଚ'ର ବ୍ୟବହାର ନାହିଁ । କେବଳ ଏବଂଚ, ପୁ୍ନଶ୍ଚ, ଅପିଚ ବରଂଚ, ତଥାଚ, କଦାଚ, ଆଦିରେ ଏହା ଅନ୍ୟ ଅବ୍ୟୟରେ ଯୁକ୍ତ ହୋଇ ନିଷ୍ପନ୍ନ ହେବା ପଦ ସ୍ୱରୂପ ଓଡ଼ିଆରେ ଏହାର ବ୍ୟବହାର ଅଛି ।[୧]

କମ୍ପ୍ୟୁଟର କୋଡ଼[ସମ୍ପାଦନା]

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B1C[୨]

ଆଧାର[ସମ୍ପାଦନା]