ନଇ ଆରପାରି

ଉଇକିପିଡ଼ିଆ‌ରୁ
ନଇ ଆରପାରି  
ଲେଖକଭାନୁଜୀ ରାଓ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ

ନଇ ଆରପାରି ଭାନୁଜୀ ରାଓଙ୍କ[୧] ରଚିତ ଏକ କବିତା ସଙ୍କଳନ ।[୨] କବି ଭାନୁଜୀ ରାଓଙ୍କୁ ଏଥି ପାଇଁ ୧୯୮୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ[୩] ସମ୍ମାନିତ କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. Syed Amanur Rahman; Balraj Verma (6 December 2005). The Beautiful India - Orissa. Reference Press. ISBN 978-81-8405-005-9.
  2. Indian Literature. Sahitya Akademi. 1996.
  3. The Indian P.E.N. P.E.N. All-India Centre. 1990.
  4. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

ଆହୁରି ଦେଖନ୍ତୁ[ସମ୍ପାଦନା]