ସଚିତ୍ର ବିଜୟା

ଉଇକିପିଡ଼ିଆ‌ରୁ
ସଚିତ୍ର ବିଜୟା
ମାଲିକମିଡିଆ ଅନୁପମ ଲିମିଟେଡ
ପ୍ରକାଶକରବିନ୍ଦ୍ର କୁମାର ପଣ୍ଡା
ସହକାରୀ ସମ୍ପାଦକସୌମ୍ୟରଞ୍ଜନ
ଭାଷାଓଡ଼ିଆ
ମୁଖ୍ୟାଳୟବ୍ରହ୍ମପୁର, ଓଡ଼ିଶା
Sister newspapersଅନୁପମ ଭାରତ[୧], ସ୍ୱାସ୍ଥ୍ୟଶ୍ରୀ
ୱେବସାଇଟhttp://odisha.360.batoi.com/sachitra-vijaya/

ସଚିତ୍ର ବିଜୟା ବ୍ରହ୍ମପୁରରୁ[୨] ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା[୩]

ଇତିହାସ[ସମ୍ପାଦନା]

ଏହି ପତ୍ରିକାର ପ୍ରକାଶନ ଚନ୍ଦାମାମା ଗୋଷ୍ଠୀ ତରଫରୁ ୧୯୯୪ ମସିହା ଅକ୍ଟୋବର ମାସରେ ଆରମ୍ଭ କରାଯାଇଥିଲା । ଅଭୟ ସିଂହ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ସେ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ନିରବିଚ୍ଚିନ୍ନ ଭାବରେ ୨୪ଟି ସଂଖ୍ୟା ନିୟମିତ ଭାବରେ ପ୍ରକାଶ କରାଇଥିଲେ । ୧୯୯୬ ଅକ୍ଟୋବର ମାସରେ ସେ ସଚିତ୍ର ବିଜୟାର ସମ୍ପାଦକ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।[୪]

ଆଧାର[ସମ୍ପାଦନା]

  1. http://www.hindu.com/2009/08/02/stories/2009080251800300.htm
  2. India. Ministry of Information and Broadcasting; India. Office of the Registrar of Newspapers (2003). Press in India. Ministry of Information and Broadcasting, Govt. of India. Retrieved 17 September 2012.
  3. Dinanath Pathy; Soubhagya Pathy; Working Artists' Association of Orissa (1 January 2001). Let a thousand flowers bloom: contemporary art of Orissa. Working Artists Association of Orissa ;aNew Delhi. ISBN 978-81-7305-209-5. Retrieved 17 September 2012.
  4. "ଅଫେରା ପଥରେ ଅଭୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 August 2021. Retrieved 18 August 2021. {{cite web}}: |archive-date= / |archive-url= timestamp mismatch; 14 ଫେବୃଆରୀ 2021 suggested (help)

ବାହାର ଆଧାର[ସମ୍ପାଦନା]