ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଓଡ଼ିଆ ବର୍ଣ୍ଣମାଳାର ୨ୟ ଅକ୍ଷର । ଏହା ଏକ ସ୍ୱର ବର୍ଣ୍ଣ

ଉଚ୍ଚାରଣ[ସମ୍ପାଦନା]

ଏହାର ଉଚ୍ଚାରଣ ସ୍ଥାନ କଣ୍ଠ ଓ ଏହା ଏକ ଦୀର୍ଘସ୍ୱର ।[୧]

ବ୍ୟବହାର[ସମ୍ପାଦନା]

[୧]

ମାତ୍ରା[ସମ୍ପାଦନା]

ଏହାର ମାତ୍ରା " ା " ।

କମ୍ପ୍ୟୁଟର କୋଡ଼[ସମ୍ପାଦନା]

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B06 ଓ "ଈକାର" (" ୀ ")ର କୋଡ଼ ହେଲା : 0B3E[୨]

ଅର୍ଥ[ସମ୍ପାଦନା]

  1. ମନ୍ଦ ବା ଅକାଳ
  2. (ଧ୍ୱନ୍ୟାତ୍ମକ) ବାଜା ବୋଲିବା ଗୀତ ବୋଲିବା ବା ଗାୟକ ଗୀତ ବୋଲିବା ଆଗରୁ ଉଚ୍ଚାରଣ କରିବା ଦୀର୍ଘ ଧ୍ୱନି ।
  3. (ବିସ୍ମୟସୂଚକ) ଏଁ !, ଓହୋ!, ହା!,
  4. (ଅଳସ ବ୍ୟଞ୍ଜକ) ହୋଇ -
  5. (ଅନାଦର ସୂଚକ) ଯା ମଁ
  6. (ନିଶ୍ଚୟ ଅର୍ଥରେ) ନିଶ୍ଚେ

ଆଧାର[ସମ୍ପାଦନା]