ମୁକ୍ତେଶ୍ଵର ଦେଉଳ
ଉଇକିପିଡ଼ିଆ ରୁ
(ମୁକ୍ତେଶ୍ଵର ମନ୍ଦିର ରୁ ଲେଉଟି ଆସିଛି)
| ମୁକ୍ତେଶ୍ଵର ଦେଉଳ | |
|---|---|
|
|
|
| ଦିଗବାରେଣି: | 20°14′29.7″N 85°51′6.49″E / 20.241583°N 85.8518028°E |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | ଖୋର୍ଦ୍ଧା |
ମୁକ୍ତେଶ୍ଵର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଏହାର ନିର୍ମାଣ ୧୦ମ ଶତାବ୍ଦୀରେ କରାଯାଇଥିଲା । ଓଡ଼ିଶାର ବାକି ଦେଉଳ ମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଅଛି । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ ।
ନିର୍ମାଣ ଶୈଳୀ [ସମ୍ପାଦନା]
୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ 'ବିଶ୍ଵକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତ ମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।
ଗ୍ୟାଲେରି [ସମ୍ପାଦନା]
-
Sculpture of Lord Vishnu in the precincts of the temple