ହାଇଦ୍ରାବାଦ

ଉଇକିପିଡ଼ିଆ ରୁ
ହାଇଦରାବାଦ

ହାଇଦରାବାଦ ଆନ୍ଧ୍ର ପ୍ରଦେଶର ରାଜଧାନି ଓ ଭାରତର ବଡ଼ ସହର ମାନଙ୍କ ଭିତରୁ ଗୋଟିଏ । ଏହି ସହର ସୂଚନା ପ୍ରଯୁକ୍ତି/ ଆଇଟିରେ ବିଶେଷ ବିକାଶ କରିଛି । ଅନେକ ବହୁଦେଶୀୟ କମ୍ପାନି ଏଠାରେ ନିଜର ଶାଖା ଖୋଲିଛନ୍ତି । ଏହି ସହରରେ ସୁନ୍ଦର ଗୋଲକଣ୍ଡା ଦୁର୍ଗ, ଚାରମିନାର, ରାମୋଜି ଫିଲମ ସିଟି ଓ ଆହୁରି ଅନେକ ଦେଖିଲା ଭଳିଆ ଜାଗା ସବୁ ଅଛି ।

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ