ଭାଲେଣ୍ଟାଇନ ଦିବସ
ଉଇକିପିଡ଼ିଆ ରୁ
| Saint Valentine's Day | |
|---|---|
Antique Valentine's card |
|
| ଅନ୍ୟ ନାଆଁ | Valentine's Day Feast of Saint Valentine |
| ପାଳନକାରୀ | People in many countries; Anglican Communion (see calendar), Eastern Orthodox Church (see calendar), Lutheran Church (see calendar) |
| ପ୍ରକାର | Cultural, Christian, commercial |
| ବିଶେଷତା | Feast day of Saint Valentine; the celebration of Love and affection |
| ତାରିଖ | February 14 (fixed by the Western Christian Churches); July 6 (fixed by the Eastern Christian Churches) |
| ପାଳନ ସବୁ | Sending greeting cards and gifts, dating, church services |
ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଏ । ବ୍ୟାପକ ଅର୍ଥରେ ପ୍ରେମର ପ୍ରତିକ ରୂପେ ବିଚାର କରାଯାଉଥିବା ଜନୈକ ମହାପୁରୁଷଙ୍କ ନାମାନୁସାରେ ଏହା ନାମିତ । କିନ୍ତୁ ଯୁବକ-ଯୁବତୀଙ୍କ ଉଦ୍ଦାମତା ସଂକୀର୍ଣ୍ଣ ଅର୍ଥରେ ପ୍ରେମ ରୂପେ ଗଣନା କରି ଏହାକୁ ପ୍ରେମ ଦିବସ ବୋଲି ମଧ୍ୟ କୁହାଯାଉଛି । ଆମ ଦେଶରେ ଏ ସଂସ୍କୃତି ବ୍ୟାପକ ହୋଇଛି ଭୋଗବାଦର ବାହାକ ମୁକ୍ତ ଅର୍ଥନୀତିର ଆଗମନ ସହିତ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ବିବାଦ [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |