ମାର୍ଗଶିର
Appearance
(ମାର୍ଗଶୀରରୁ ଲେଉଟି ଆସିଛି)
ମୃଗଶିରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ମାର୍ଗଶିର ବା ମଗୁଶିର କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ହେମନ୍ତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଅଷ୍ଟମ ଚାନ୍ଦ୍ରମାନ ମାସ ଅଟେ।
ପର୍ବପର୍ବାଣି
[ସମ୍ପାଦନା]- ପ୍ରତ୍ୟେକ ଗୁରୁବାର: ମାଣବସା ଗୁରୁବାର ଓଷା
- କୃଷ୍ଣ ଅଷ୍ଟମୀ: ପ୍ରଥମାଷ୍ଟମୀ
- କୃଷ୍ଣ ନବମୀ: କାଞ୍ଜିଅଅଁଳା ଓଷା
- ଶୁକ୍ଳ ଦ୍ୱାଦଶୀ: ବ୍ୟଞ୍ଜନ ଦ୍ୱାଦଶୀ
- ପୂର୍ଣ୍ଣିମା: ପଣ୍ଡୁ ଓଷା
- ସଂକ୍ରାନ୍ତି: ଧନୁ ସଂକ୍ରାନ୍ତି
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |