ଆକାଶ ଦାସନାୟକ
ଦେଖଣା
ଆକାଶ ଦାସନାୟକ | |
---|---|
ସଦସ୍ୟ: ଓଡ଼ିଶା ବିଧାନ ସଭା | |
Assumed office ୨୦୧୪-୨୦୧୯ (ବିଜୁ ଜନତା ଦଳ), ୨୦୨୪ - ବର୍ତମାନ (ଭାରତୀୟ ଜନତା ପାର୍ଟି) | |
ପୂର୍ବ ଅଧିକାରୀ | ପ୍ରିତିରଞ୍ଜନ ଘଡାଇ |
ନିର୍ବାଚନ ମଣ୍ଡଳୀ | କୋରେଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆକାଶ ଦାସନାୟକ ୧୭ ସେପ୍ଟେମ୍ବର ୧୯୮୦ ଯାଜପୁର, ଓଡ଼ିଶା |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଶୁଭ୍ରଜ୍ୟୋତି (ମାମୁନି)[୧] |
ବୃତ୍ତି | ଅଭିନେତା |
ୱେବସାଇଟ | akashdasnayak.com |
ଆକାଶ ଦାସନାୟକ(ଜନ୍ମ ୧୭ ସେପ୍ଟେମ୍ବର ୧୯୮୦) ଜଣେ ଅଭିନେତା ଓ ଓଡ଼ିଶା ବିଧାନ ସଭା ସଭ୍ୟ ।
ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଆକାଶ ହେଉଛନ୍ତି ମାୟାଧର ଦାଶ ଓ ଇନ୍ଦିରା ଦାଶଙ୍କ ସୁପୁତ୍ର ଓ ପାହଙ୍ଗା(ଯାଜପୁର)ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ(ଏଲଏଲବି) ହାସଲ କରିଥିଲେ । ତାଙ୍କ ଆଣ୍ଟି ଅନିତା ଦାଶ ଜଣେ ଉଞ୍ଚକୋଟିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ (ବିଜେଡ଼ି) ବିଜୟୀ ହୋଇଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ଅପରେସନ ଅପହରଣ, ୨୦୨୩[୨]
- ଶପଥ, ୨୦୧୨
- ରାଜୁ ଆୱାରା, ୨୦୧୨
- ଆସିବୁ କେବେ ସାଜି ମୋ ରାଣି, ୨୦୧୦
- ଆଲୋ ମୋର କଣ୍ଢେଇ, ୨୦୧୦
- ଶୁଭ ବିବାହ, ୨୦୧୦
- ଶତୃ ଶଂହାର, ୨୦୦୯
- ସତ୍ୟମେବ ଜୟତେ, ୨୦୦୮
- କଳିଙ୍ଗ ପୁତ୍ର, ୨୦୦୮
ମାନ ସମ୍ମାନ
[ସମ୍ପାଦନା]- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଅଭିନେତା (୨୦୦୮)[୩]
ଆଧାର
[ସମ୍ପାଦନା]- ↑ "ସ୍ମରଣୀୟ ଜନ୍ମଦିନ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link) - ↑ "'ଅପହରଣ'ରେ ଆକାଶ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
- ↑ Prasad, Ananta. "The character KALINGA has own the award in my disguise: Akash". orissadiary.com. Archived from the original on 2 May 2013. Retrieved 27 September 2015.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଆକାଶ ଦାସନାୟକ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଆକାଶ ଦାସନାୟକ