ରୁକ୍ମଣୀ ଦେବୀ
ଦେଖଣା
(Rukmani Debiରୁ ଲେଉଟି ଆସିଛି)
ରୁକ୍ମଣୀ ଦେବୀ | |
|---|---|
| ଜନ୍ମ | ରୁକ୍ମଣୀ |
| ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୭୮-୨୦୦୭ |
ରୁକ୍ମଣୀ ଦେବୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ପରିବାରରୁ ଅଭିନୟ ଆରମ୍ଭ କରିଥିଲେ । ସେ ମଥୁରା ବିଜୟ, ଚିହ୍ନା ଅଚିହ୍ନା, ରାମ ବଳରାମ, ଝିଅଟି ସୀତା ପରି, ଛ ମାଣ ଆଠ ଗୁଣ୍ଠ, ତୁଣ୍ଡ ବାଇଦ, କନ୍ୟାଦାନ, ଯାହାକୁ ରଖିବେ ଅନନ୍ତ, ସୁଭଦ୍ରା ଏବଂ ତୁମକୁ ପାରୁନି ତ ଭୁଲି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା |
|---|---|---|
| ୧୯୭୮ | ପରିବାର | |
| ୧୯୭୯ | ମଥୁରା ବିଜୟ | |
| ୧୯୭୯ | ଚିହ୍ନା ଅଚିହ୍ନା | |
| ୧୯୮୦ | ରାମ ବଳରାମ | |
| ୧୯୮୩ | ଝିଅଟି ସୀତା ପରି | |
| ୧୯୮୬ | ଛ ମାଣ ଆଠ ଗୁଣ୍ଠ | |
| ୧୯୮୭ | ତୁଣ୍ଡ ବାଇଦ | ମାଉସୀ |
| ୧୯୮୮ | କନ୍ୟାଦାନ | |
| ୧୯୮୮ | ଯାହାକୁ ରଖିବେ ଅନନ୍ତ | |
| ୧୯୯୫ | ସୁଭଦ୍ରା | ତୁଳସୀର ମାଆ |
| ୨୦୦୭ | ତୁମକୁ ପାରୁନି ତ ଭୁଲି | ମୁନ୍ନାର ମାଆ |
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୁକ୍ମଣୀ ଦେବୀ