ରୁକ୍ମଣୀ ଦେବୀ

ଉଇକିପିଡ଼ିଆ‌ରୁ
ରୁକ୍ମଣୀ ଦେବୀ
Born
ରୁକ୍ମଣୀ
Occupation(ଓଡ଼ିଆ) ଅଭିନେତ୍ରୀ
Years active୧୯୭୮-୨୦୦୭

ରୁକ୍ମଣୀ ଦେବୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ପରିବାରରୁ ଅଭିନୟ ଆରମ୍ଭ କରିଥିଲେ । ସେ ମଥୁରା ବିଜୟ, ଚିହ୍ନା ଅଚିହ୍ନା, ରାମ ବଳରାମ, ଝିଅଟି ସୀତା ପରି, ଛ ମାଣ ଆଠ ଗୁଣ୍ଠ, ତୁଣ୍ଡ ବାଇଦ, କନ୍ୟାଦାନ, ଯାହାକୁ ରଖିବେ ଅନନ୍ତ, ସୁଭଦ୍ରା ଏବଂ ତୁମକୁ ପାରୁନି ତ ଭୁଲି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୧୯୭୮ ପରିବାର
୧୯୭୯ ମଥୁରା ବିଜୟ
୧୯୭୯ ଚିହ୍ନା ଅଚିହ୍ନା
୧୯୮୦ ରାମ ବଳରାମ
୧୯୮୩ ଝିଅଟି ସୀତା ପରି
୧୯୮୬ ଛ ମାଣ ଆଠ ଗୁଣ୍ଠ
୧୯୮୭ ତୁଣ୍ଡ ବାଇଦ ମାଉସୀ
୧୯୮୮ କନ୍ୟାଦାନ
୧୯୮୮ ଯାହାକୁ ରଖିବେ ଅନନ୍ତ
୧୯୯୫ ସୁଭଦ୍ରା ତୁଳସୀର ମାଆ
୨୦୦୭ ତୁମକୁ ପାରୁନି ତ ଭୁଲି ମୁନ୍ନାର ମାଆ

ଆଧାର[ସମ୍ପାଦନା]

ଅଧିକ ତ‌ଥ୍ୟ[ସମ୍ପାଦନା]