ରୁକ୍ମଣୀ ଦେବୀ
ଦେଖଣା
ରୁକ୍ମଣୀ ଦେବୀ | |
---|---|
ଜନ୍ମ | ରୁକ୍ମଣୀ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୮-୨୦୦୭ |
ରୁକ୍ମଣୀ ଦେବୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ପରିବାରରୁ ଅଭିନୟ ଆରମ୍ଭ କରିଥିଲେ । ସେ ମଥୁରା ବିଜୟ, ଚିହ୍ନା ଅଚିହ୍ନା, ରାମ ବଳରାମ, ଝିଅଟି ସୀତା ପରି, ଛ ମାଣ ଆଠ ଗୁଣ୍ଠ, ତୁଣ୍ଡ ବାଇଦ, କନ୍ୟାଦାନ, ଯାହାକୁ ରଖିବେ ଅନନ୍ତ, ସୁଭଦ୍ରା ଏବଂ ତୁମକୁ ପାରୁନି ତ ଭୁଲି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୧୯୭୮ | ପରିବାର | |
୧୯୭୯ | ମଥୁରା ବିଜୟ | |
୧୯୭୯ | ଚିହ୍ନା ଅଚିହ୍ନା | |
୧୯୮୦ | ରାମ ବଳରାମ | |
୧୯୮୩ | ଝିଅଟି ସୀତା ପରି | |
୧୯୮୬ | ଛ ମାଣ ଆଠ ଗୁଣ୍ଠ | |
୧୯୮୭ | ତୁଣ୍ଡ ବାଇଦ | ମାଉସୀ |
୧୯୮୮ | କନ୍ୟାଦାନ | |
୧୯୮୮ | ଯାହାକୁ ରଖିବେ ଅନନ୍ତ | |
୧୯୯୫ | ସୁଭଦ୍ରା | ତୁଳସୀର ମାଆ |
୨୦୦୭ | ତୁମକୁ ପାରୁନି ତ ଭୁଲି | ମୁନ୍ନାର ମାଆ |
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୁକ୍ମଣୀ ଦେବୀ