କୋଲେଷ୍ଟାସିସ
Cholestasis | |
---|---|
Cholestatic liver disease, cholestatic jaundice | |
ବିଭାଗ | Gastroenterology |
ଲକ୍ଷଣ | Itchiness, fatty stool, tiredness, fatty deposits in the skin, yellowish skin and eyes[୧] |
କାରଣ | Extrahepatic: Common bile duct stones, bile duct strictures, sclerosing cholangitis, bile duct cancer, pancreatic cancer[୧] Intrahepatic: Viral hepatitis, alcoholic hepatitis, certain medications, pregnancy, sepsis, cystic fibrosis, primary biliary cholangitis[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | High direct bilirubin and high serum alkaline phosphatase[୧] |
ଔଷଧ | Cholestyramine, ursodeoxycholic acid, antihistamines, naloxone[୨] |
ଚିକିତ୍ସା | Surgery, medication[୧] |
ପୁନଃପୌନିକ | Commons[୩] |
କୋଲେଷ୍ଟାସିସ ରୋଗରେ ପିତ୍ତ ଉତ୍ପାଦନ ହ୍ରାସ ହୋଇଥାଏ ବା ଯକୃତରୁ ଅନ୍ତନଳୀକୁ କମ୍ ପିତ୍ତ ପ୍ରବାହ ହୋଇଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଗଲୁ, ଚର୍ବିଳ ମଳ, ଥକ୍କାଣ, ଚର୍ମରେ ଚର୍ବିଳ ପଦାର୍ଥ ଜମିବା ଏବଂ ଚର୍ମ ଓ ଆଖି ହଳଦିଆ ରଙ୍ଗ ଧାରଣ କରେ (ଜଣ୍ଡିସ୍) ହୋଇପାରେ | [୧] ରୋଗ ଜଟିଳ ହେଲେ ଚର୍ବଦ୍ରବଣୀୟ ଜୀବସାରମାନଙ୍କର ଅଭାବ ହୋଇପାରେ | [୧]
ଏହାର କାରଣ ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଯକୃତ ବାହାରେ ଏବଂ ଯକୃତ ଭିତରେ | [୧] ଯକୃତ ବାହାରେ ଥିବା କାରଣଗୁଡ଼ିକରେ ସାମୁହିକ ପିତ୍ତନଳୀ ପଥର ରୋଗ, ସଙ୍କୁଚିତ ପିତ୍ତନଳୀ, ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ୍, ପିତ୍ତ ନଳୀ କର୍କଟ ଏବଂ ଅଗ୍ନାଶୟ କର୍କଟ ଅନ୍ତର୍ଭୁକ୍ତ ହୋଇଥାଏ ।[୧] ଯକୃତ ଜନିତ କାରଣ: ଭୂତାଣୁ ଜନିତ ଯକୃତ ପ୍ରଦାହ, ମଦ୍ୟପାନ ଜନିତ ଯକୃତ ପ୍ରଦାହ, କିଛି ଔଷଧ, ଗର୍ଭ, ସେପ୍ସିସ, ସିସ୍ଟକ ଫାଇବ୍ରୋସିସ, ଏବଂ ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ ।[୧] ରକ୍ତ ପରୀକ୍ଷଣରେ ଏକ ଉଚ୍ଚ ଆଲକାଲାଇନ ଫସଫାଟେଜ ଓ ଅନୁକ୍ରମ ବିଲିରୁବିନ ଦେଖାଯାଇପାରେ | [୧]
ଏହାର ମୂଳ କାରଣ ଏବଂ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [୧] ଅସ୍ତ୍ରୋପଚାର କରି ପିତ୍ତନଳୀ ଅବରୋଧ ଦୂର କରାଯାଇପାରେ ।[୧] ଗଲୁ ଉପଶମ ନିମନ୍ତେ କୋଲେଷ୍ଟିରାମିନ, ଅର୍ସୋଡିଅକ୍ସିକୋଲିକ ଏସିଡ, ଆଣ୍ଟିହିଷ୍ଟାମିନ ଓ ନାଲୋକ୍ସୋନ ଦିଆଯାଏ ।[୧]ଗଲୁ ଚିକିତ୍ସାର ଅନ୍ୟ ବିକଳ୍ପଗୁଡ଼ିକରେ ଲାଇଟ ଥେରାପି ଓ ପ୍ଲାଜମାଫେରେସିସ ଦିଆଯାଇପାର ।[୧] ପିତ୍ତନଳୀରେ ଅବରୋଧ ଫଳରେ ସାଧାରଣତଃ କୋଲେଷ୍ଟାସିସ ହୋଇଥାଏ | [୪] [୩]"କୋଲେଷ୍ଟାସିସ୍" ଶବ୍ଦଟି ଗ୍ରୀକ୍ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ପିତ୍ତର ସ୍ଥିରତା" ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Stat2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Shah, R; John, S (January 2020). "Cholestatic Jaundice". PMID 29489239.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ Samant, H; Manatsathit, W; Dies, D; Shokouh-Amiri, H; Zibari, G; Boktor, M; Alexander, JS (6 July 2019). "Cholestatic liver diseases: An era of emerging therapies". World journal of clinical cases. 7 (13): 1571–1581. doi:10.12998/wjcc.v7.i13.1571. PMID 31367616.
{{cite journal}}
: CS1 maint: unflagged free DOI (link) - ↑ Burtis, Carl A.; Ashwood, Edward R.; Bruns, David E. (2012). Tietz Textbook of Clinical Chemistry and Molecular Diagnostics - E-Book (in ଇଂରାଜୀ). Elsevier Health Sciences. p. 1676. ISBN 978-1-4557-5942-2.
- ↑ Clinic, Cleveland (2010). Current Clinical Medicine E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 552. ISBN 978-1-4377-3571-0.