ଗଲୁ

ଉଇକିପିଡ଼ିଆ‌ରୁ

 

Itch
Pruritus, automatic tickle
A man scratching his back
ବିଭାଗDermatology
ଲକ୍ଷଣSensation that results in the desire to scratch[୧]
କାରଣDry skin, eczema, cirrhosis, blood disorders, infections, reactions to medications, hyperthyroidism, kidney disease, cancer, psychosis, obsessive-compulsive disorder, substance use[୨]
ଔଷଧCorticosteroids, antihistamines, capsaicin[୨]
ଚିକିତ୍ସାMoisturizers, lower temperature environment, not scratching, avoiding irritants[୨]
ପୁନଃପୌନିକRelatively common[୨]

ଗଲୁ ବା କୁଣ୍ଡେଇେବା ଇଚ୍ଛା (ଇଂରାଜୀ ଭାଷାରେ pruritus) ଏକ ପ୍ରକାର ଚେତନା ଯାହା ହେଲେ ଗଲୁ ସ୍ଥାନରେ କୁଣ୍ଡେଇବାକୁ ବାଧ୍ୟତାମୂଳକ ଇଚ୍ଛା ହୁଏ ।[୧]ଏହି ଗଲୁ ଯୋଗୁ ଜୀବନ ଏକ ନକାରାତ୍ମକ ଭାବରେ ପ୍ରଭାବିତ ହୋଇପାରେ | [୨] ଦୀର୍ଘକାଳୀନ ଗଲୁ ହେଲେ ଚର୍ମ ମୋଟା ହୋଇଯାଏ, ନିଦ ଭଲ ଭାବରେ ହୁଏ ନାହିଁ ଓ ଥକ୍କାପଣ ହୋଇପାରେ | [୨]

ଶରୀରର ଅଧିକାଂଶ ଅଂଶ ଜଡ଼ିତ ହେଉଥିଲେ ଶୁଖିଲା ଚର୍ମ ଓ ଏକଜିମା ବା ଚର୍ମ ପ୍ରଦାହ ଏହାର ସାଧାରଣ କାରଣ ହୋଇଥାଏ | [୨] ସିରୋସିସ୍, ରକ୍ତ ବେମାରୀ, ସଂକ୍ରମଣ, ଔଷଧର ପ୍ରତିକ୍ରିୟା, ହାଇପରଥାଇରଏଡିଜମ, ବୃକ୍‌କ ରୋଗ, ଏବଂ କର୍କଟ ରୋଗ ଭଳି ଅନ୍ୟାନ୍ୟ ଅବସ୍ଥାରେ ମଧ୍ୟ ଗଲୁ ହୋଇପାରେ। [୨] ମାନସିକ ରୋଗ ଯେପରିକି ସାଇକୋସିସ୍, ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ଏବଂ ଔଷଧର ଅସୁବିଧା ଥିବା ଜାଣି ମଧ୍ୟ ବ୍ୟବ‌ହାର କରୁଥିଲେ ଏହି ରୋଗ ହୋଇପାରେ | [୨]

ଏହାର ମୂଳ କାରଣ ଉପରେ ଚିକିତ୍ସା କରାଯିବା ଉଚିତ | [୨] ମୌଳିକ ପଦକ୍ଷେପରେ ମଏସ୍ଚରାଇଜର ବା ନରମକାରୀ ମଲମ, ଏକ ନିମ୍ନ ତାପମାତ୍ରା ପରିବେଶ, କୁଣ୍ଡେଇ ନହେବା ଏବଂ ଉତ୍ତେଜକକୁ ଏଡ଼େଇଲେ ସାହାଯ୍ୟ ହୋଇଥାଏ | [୨] ବ୍ୟବହୃତ ଔଷଧ ମଧ୍ୟରେ କର୍ଟିକୋଷ୍ଟିରଏଡ, ଆଣ୍ଟିହିଷ୍ଟାମିନ ଓ କାପସାଇସିନ ଅନ୍ତର୍ଭୁକ୍ତ ହୋଇପାରେ। [୨] I ଗଲୁ ଏକ ସାଧାରଣ ଚର୍ମ ସମ୍ପର୍କୀୟ ଲକ୍ଷଣ ଅଟେ। [୨]

ଅଧାର[ସମ୍ପାଦନା]

  1. ୧.୦ ୧.୧ Andersen HH, Elberling J, Arendt-Nielsen L (September 2015). "Human surrogate models of histaminergic and non-histaminergic itch" (PDF). Acta Dermato-Venereologica. 95 (7): 771–7. doi:10.2340/00015555-2146. PMID 26015312.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Nowak, DA; Yeung, J (December 2017). "Diagnosis and treatment of pruritus". Canadian family physician Medecin de famille canadien. 63 (12): 918–924. PMID 29237630.