ମୈଥିଳୀ ଭାଷା
ମୈଥିଳୀ | |
---|---|
मैथिली, মৈথিলী, Maithilī | |
କେଉଁ ଅଞ୍ଚଳ | ଭାରତ, ନେପାଳ |
ସ୍ଥାନ | ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ |
Native ଭାଷାଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଭାରତୀୟ-ଇଉରୋପୀୟ
| |
କାଇଥି, ମିଥିଳାକ୍ଷର | |
Official status | |
କେଉଁଠି ସରକାରୀ ଭାଷା | ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାର ଓ ନେପାଳ |
ଭାଷା କୋଡ଼ | |
ISO 639-1 | bh (ବିହାରୀ) |
ISO 639-2 | mai |
ISO 639-3 | mai |
ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[୨]
ଭାଷାବିଦମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[୩]
ଇତିହାସ[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
- Ethnologue: Maithili
- Maithili at the Rosetta Project
- National Translation Mission's (NTM) Maithili Pages
- The Linguist List: The Maithili Language
- Videha Ist Maithili ejournal -ISSN 2229-547X
- Maithili Books
ଆଧାର[ସମ୍ପାଦନା]
- ↑ ମୈଥିଳୀ ଭାଷା at Ethnologue (16th ed., 2009)
- ↑ Lewis, M. P. (ed.) (2009) Maithili In: Ethnologue: Languages of the World, Sixteenth edition. Dallas, Texas: SIL International.
- ↑ (Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) classification of the Indo-Aryan languages].