ମୈଥିଳୀ ଭାଷା

ଉଇକିପିଡ଼ିଆ ରୁ
Jump to navigation Jump to search
ମୈଥିଳୀ
मैथिली, মৈথিলী, Maithilī
କେଉଁ ଅଞ୍ଚଳର:ଭାରତ, ନେପାଳ
ଅଞ୍ଚଳବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ
କହୁଥିବା ଲୋକସଂଖ୍ୟା୩୪.୭ ମିଲିଅନ
ଭାଷା ପରିବାର
ଭାରତୀୟ-ଇଉରୋପୀୟ
ଲେଖିବା ପ୍ରଣାଳୀକାଇଥି, ମିଥିଳାକ୍ଷର
ସରକାରୀ ସ୍ଥିତି
କେଉଁଠାରେ ଏହା ସରକାରୀ ଭାଷା:ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାରନେପାଳ
ଭାଷା କୋଡ଼
ISO 639-1bh (ବିହାରୀ)
ISO 639-2mai
ISO 639-3mai

ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[୧]

ଭାଷାବିଦମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[୨]

ଇତିହାସ[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lewis, M. P. (ed.) (2009) Maithili In: Ethnologue: Languages of the World, Sixteenth edition. Dallas, Texas: SIL International.
  2. (Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) classification of the Indo-Aryan languages].