ଅରବିନ୍ଦ ମୁଦୁଲି
ଅରବିନ୍ଦ ମୁଦୁଲି | |
---|---|
ଜନ୍ମ | ଖଣନ୍ତି, ବେଗୁନିଆ, ଖୋର୍ଦ୍ଧା | ୧ ସେପ୍ଟେମ୍ବର ୧୯୬୧
ମୃତ୍ୟୁ | ୧ ମାର୍ଚ୍ଚ ୨୦୧୮ | (ବୟସ ୫୬)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ସଂଯୋଜନା |
ସକ୍ରିୟ ବର୍ଷ | ୧୯୮୫-୨୦୧୮ ପର୍ଯ୍ୟନ୍ତ |
(s) | ବିଶ୍ୱଶାନ୍ତି ଭଜନସନ୍ଧ୍ୟା, ଭୁବନେଶ୍ୱର |
ପ୍ରସିଦ୍ଧି | ଭଜନ |
ଉଲ୍ଲେଖନୀୟ କୃତି | ନନ୍ଦସୂତ କଳାକହ୍ନାଇ, କଳା ସାଆନ୍ତେ, କାଳିଆ ଅମୃତବାଣୀ, ରଥ ଦଉଡ଼ି, ରହିଯାରେ ଜଗାକାଳିଆ, ନାଗାର୍ଜୁନ, ଦେବଦାଶି, ପ୍ରଳୟ, ରଥ ଦର୍ଶନ, ମହିମା ଅଲେଖ |
ବୈବାହିକ-ସାଥୀ | ସଞ୍ଜୁକ୍ତା ମୁଦୁଲି |
ସନ୍ତାନ | ସଙ୍ଗୀତା ମୁଦୁଲି, ଜଗବନ୍ଧୁ ମୁଦୁଲି, କୃପାସିନ୍ଧୁ ମୁଦୁଲି |
ୱେବସାଇଟ | ଅଫିସିଆଲ୍ ୱେବ୍ସାଇଟ୍ |
ଦସ୍ତଖତ | |
ଅରବିନ୍ଦ ମୁଦୁଲି (୧ ସେପ୍ଟେମ୍ବର ୧୯୬୧-୧ ମାର୍ଚ୍ଚ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତଜ୍ଞ, ଗୀତିକାର, ଗାୟକ ଓ ସ୍ୱର ସଂଯୋଜକ ଥିଲେ । ସେ ଭଜନ ସମ୍ରାଟ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ ଥିଲେ ।
୨୦୧୮ ମସିହା ମାର୍ଚ୍ଚ ୧ ତାରିଖରେ ହୃଦଘାତ ଯୋଗୁଁ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]
ଜୀବନକାଳ
[ସମ୍ପାଦନା]ଅରବିନ୍ଦ ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ) ଦିନ ଜନ୍ମଗ୍ରହଣ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ୫,୦୦୦ରୁ ଅଧିକ ଭଜନ ଗାଇସାରିଲେଣି । ଭାରତର ୩୦୦ରୁ ଅଧିକ ସହରରେ ୫,୦୦୦ରୁ ଅଧିକ ସିଧା ଗୀତ ପରିବେଷଣ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । କେବଳ ଭଜନ ଗାଉଥିବା ଏହି ଗାୟକ ଓଡ଼ିଶାର ଭଜନ ସମ୍ରାଟ ରୂପେ ପରିଚିତ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ । ସେ ୩୦୦ରୁ ଅଧିକ ଭଜନ ଆଲବମରେ କଣ୍ଠଦାନ କରିଛନ୍ତି ।
ଖୋର୍ଦ୍ଧା ନିବାସୀ ଅରବିନ୍ଦ ୧୮ ବର୍ଷ ବୟସରେ ଭୁବନେଶ୍ୱରରୁ କଟକ ଯାଏଁ ଟ୍ରକରେ ବସି ଭିକାରି ବଳଙ୍କ ନିକଟରୁ ଭଜନ ଶୁଣିବା ପାଇଁ ଯାଉଥିଲେ । କଟକର ବାଖରାବାଦରେ ଥିବା ତାଙ୍କ ଜଣେ ଚିହ୍ନା ମାମୁଁ ବିପ୍ରଚରଣ ପଟ୍ଟନାୟକ ତାଙ୍କୁ ଭିକାରି ବଳଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇଥିଲେ । ତେବେ ଦିନେ ସଞ୍ଜବେଳରେ ଭିକାରି ବଳଙ୍କ ଦର୍ଶନ ନପାଇ ସେ ସେଠାରୁ ଫେରିଆସିଥିଲେ ଓ ତାହା ପର ଦିନ ସକାଳେ ଆଉଥରେ ଯାଇଥିଲେ । ସେଠାରେ ସେ ତାହା ପରଠାରୁ ଭିକାରି ବଳଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।[୨]
ସଙ୍ଗୀତ
[ସମ୍ପାଦନା]ସୁପରିଚିତ
[ସମ୍ପାଦନା]- ନନ୍ଦସୂତ କଳାକହ୍ନାଇ
- କାଳିଆ ଅମୃତବାଣୀ
- ଅନ୍ଧ କହୁଛି ଆରେ ଛୋଟା ଭାଇ
- ରହିଯାତୁ ରହିଯାରେ ଜଗାକାଳିଆ
- ଚାଳରେ ମୋ ବସୁ ପଛେ ଶାଗୁଣା ପକ୍ଷୀ
- କଳା ସାଆନ୍ତେ ଅଛ କେମନ୍ତେ
- ଆସିଥିଲି ଶ୍ରୀମନ୍ଦିର ଜାଉଛି ମୁଁ ସ୍ୱର୍ଗଦ୍ୱାର
- ନନ୍ଦିଘୋଷ ରଥ ଦିସେ ନନ୍ଦରଜା କାନ୍ଧ ପରି
- ଆସିଲା ମହାପ୍ରଳୟ
- ଛାଡ୍ ଛାଡ୍ ରଥଦଉଡ଼ି
- ପିଞ୍ଜିରି ପିଞ୍ଜା
- ବଳ ଥିଲା ବେଳେ ବନ୍ଧୁପଣ କରି
- ମାଠିଆରେ ଗୋଟେ କଣା
- ନାରାୟଣି ସେନା ଲୋଡାନାହି ମୋର
ନିର୍ଦ୍ଦେଶନା
[ସମ୍ପାଦନା]- ମହାବାହୁ (ବସନ୍ତ ପାତ୍ର)
- ଚକାଆଖି (ବସନ୍ତ ପାତ୍ର)
- ନୀଳମାଧବ ଅମୃତବାଣୀ
- ତତ୍ତ୍ୱ ସାର ଭଜନମାଳା (ସଙ୍ଗୀତା ମୁଦୁଲି, ବସନ୍ତ ପାତ୍ର, ହରପ୍ରିୟା ପତି)
- ଅବଢା (ସଙ୍ଗୀତା ମୁଦୁଲି)
- ଜଗା ଆସୁଛିରେ (ସଙ୍ଗୀତା ମୁଦୁଲି)
- ଝୁଲଣ ବେଦି (ସଙ୍ଗୀତା ମୁଦୁଲି)
- ଚିକ୍କଣ କାଳିଆ ମୋହନ (ସଙ୍ଗୀତା ମୁଦୁଲି)
- ତୁ ନାଥ ପରମ ଦୟାଳୁ (ବସନ୍ତ ପାତ୍ର, ମିଲନ ପାଣିଗ୍ରାହୀ, ଗଙ୍ଗାଧର ସାହୁ)
- ଜୟ ମା ବୁଢ଼ୀ ଠାକୁରାଣି (ନମିତା ଅଗ୍ରୱାଲ)
- କାଳିଆ ମୋ କଳାଗୋବିନ୍ଦ (ବସନ୍ତ ପାତ୍ର, ମିଲନ ପାଣିଗ୍ରାହୀ, ସସ୍ମିତା ଦାଶ)
- ଦହି ମାଠିଆ (ଜଗନ୍ନାଥ ବେହେରା, ସ୍ୱାଗତିକା)
- ନଡିଆ ରଙ୍କୁଣି (ସଙ୍ଗୀତା ମୁଦୁଲି)
- ହେ କୃଷ୍ଣ
- ଜୟ ବାଳକୁମାରି (ସୁବାଷ ଦାସ, ଗୀତା ଦାଶ, ଇରା ମହାନ୍ତି, ବାଦଲ ଆଚାର୍ଯ୍ୟ)
- ରଙ୍ଗ ରସିଆ କାଳିଆ (ଦୁଖିଶ୍ୟାମ ତ୍ରିପାଠି)
କ୍ୟାସେଟ ଓ ସିଡି
[ସମ୍ପାଦନା]ମସିହା | ନାମ | ଯୋଗଦାନ | ମସିହା | ନାମ | ଯୋଗଦାନ |
---|---|---|---|---|---|
୨୦୧୧ | ଭକ୍ତି ସମୁଦ୍ର | କଣ୍ଠଦାନ | ୨୦୧୦ | ରଥ ରଥୀ ସାରଥୀ | କଣ୍ଠଦାନ |
୨୦୧୦ | ଜାଉଛି ମୁଁ ସ୍ୱର୍ଗଦ୍ୱାର | କଣ୍ଠଦାନ | ୨୦୦୯ | ଅନ୍ଧ ଲଉଡ଼ି | କଣ୍ଠଦାନ |
୨୦୦୯ | ତାରିଣି ତୀର୍ଥ | କଣ୍ଠଦାନ | ୨୦୦୯ | ତ୍ରିନାଥ ମେଳା | କଣ୍ଠଦାନ |
୨୦୦୯ | ସ୍ତୁତି ଚିନ୍ତାମଣି | କଣ୍ଠଦାନ | ୨୦୦୮ | ଭାବ ସମୁଦ୍ର | କଣ୍ଠଦାନ |
୨୦୦୮ | ସୁଣରେ କୁମରମଣି | କଣ୍ଠଦାନ | ୨୦୦୮ | ତୁମେ ରାମ ତୁମେ ଶ୍ୟାମ ତୁମେ ରାମାୟଣ | କଣ୍ଠଦାନ |
୨୦୦୮ | ଆସୁଛି ମହାବିପତ୍ତି | କଣ୍ଠଦାନ | ୨୦୦୭ | ବଳିଆର ଭାଇ | କଣ୍ଠଦାନ |
୨୦୦୭ | ନନ୍ଦିଘୋଷ ଦଉଡି଼ | କଣ୍ଠଦାନ | ୨୦୦୭ | ପଙ୍କଜ ମୁଖ | କଣ୍ଠଦାନ |
୨୦୦୭ | ଓଡ଼ିଆର ଗେହ୍ଲାପୁଅ | କଣ୍ଠଦାନ | ୨୦୦୭ | କଳା ରସିକ | କଣ୍ଠଦାନ |
୨୦୦୭ | ମହିମା ଭଜନ | କଣ୍ଠଦାନ | ୨୦୦୬ | ସାଆନ୍ତେ ମୋ ଭାରି ବଢ଼ିଆ | କଣ୍ଠଦାନ |
୨୦୦୬ | ନନ୍ଦିଘୋଷ ରଥ ଦିସେ ନନ୍ଦରାଜା କାନ୍ଧପରି | କଣ୍ଠଦାନ | ୨୦୦୫ | ରଥ ଦଉଡି | କଣ୍ଠଦାନ |
୨୦୦୫ | ଗୁରୁଣ୍ଡି ଗୋପାଳ | କଣ୍ଠଦାନ | ୨୦୦୫ | ରଙ୍ଗ ପସରା | କଣ୍ଠଦାନ |
୨୦୦୫ | କାଳିଆ ଅମୃତବାଣି (ଭାଗ-୧,୨) | କଣ୍ଠଦାନ | ୨୦୦୪ | କାହ୍ନା ଆସେ ନନ୍ଦିଘୋଷରେ | କଣ୍ଠଦାନ |
୨୦୦୪ | ଦୁର୍ଗତି ନାସିନୀ | କଣ୍ଠଦାନ | ୨୦୦୪ | ଜନେ ହସିବେ | କଣ୍ଠଦାନ |
୨୦୦୪ | ନନ୍ଦ କୋଳେ ଖେଳେ ଗୋବିନ୍ଦ | କଣ୍ଠଦାନ | ୨୦୦୪ | ଆଉ ନଆସୁ ସୁନାମି | କଣ୍ଠଦାନ |
୨୦୦୩ | ଜୟ ମା ଦୁର୍ଗା | କଣ୍ଠଦାନ | ୨୦୦୩ | ମହା କାର୍ତ୍ତିକ | କଣ୍ଠଦାନ |
୨୦୦୩ | ରଥ କହେ ମୁ ଦେବତା | କଣ୍ଠଦାନ | ୨୦୦୩ | ରତନ ବେଦିରେ କଳାକାଇଞ୍ଚ | କଣ୍ଠଦାନ |
୨୦୦୩ | ସୁଣ ସୁଧିଜନେ | କଣ୍ଠଦାନ | ୨୦୦୩ | ଭାବ ରସିଆ | କଣ୍ଠଦାନ |
୨୦୦୩ | କାଳିଆ ରସିକ ରଜା | କଣ୍ଠଦାନ | ୨୦୦୩ | ମୁକ୍ତି ମଣ୍ଡପ | କଣ୍ଠଦାନ |
୨୦୦୩ | କୃପାମଇ ତାରିଣି | କଣ୍ଠଦାନ | ୨୦୦୩ | ଜଟା ଗୋସେଇଁ | କଣ୍ଠଦାନ |
୨୦୦୨ | ଶ୍ରିକ୍ଷେତ୍ର ବନ୍ଧୁ | କଣ୍ଠଦାନ | ୨୦୦୨ | ଘଟ ବାସିନୀ | କଣ୍ଠଦାନ |
୨୦୦୨ | ଜୟ ଭୋଳାବାବା | କଣ୍ଠଦାନ | ୨୦୦୨ | ରଙ୍ଗ ରସିଆ କାଳିଆ | କଣ୍ଠଦାନ |
୨୦୦୨ | ଜୟ ମା ସୁକିଆବାଉତି | କଣ୍ଠଦାନ | ୨୦୦୨ | ଜୟ ବାବା ହଟକେସ୍ୱର | କଣ୍ଠଦାନ |
୨୦୦୧ | ଭାବ ମନ୍ଥନ | କଣ୍ଠଦାନ | ୨୦୦୧ | କଳାସାଆନ୍ତ | କଣ୍ଠଦାନ |
୨୦୦୧ | ମଙ୍ଗଳା କୃପା | କଣ୍ଠଦାନ | ୨୦୦୧ | ଆଉ ନଆସୁ ଭୂମିକମ୍ପ | କଣ୍ଠଦାନ |
୨୦୦୧ | ପୁରାଣ ଗନ୍ଥି | କଣ୍ଠଦାନ | ୨୦୦୦ | ନିଗମାନନ୍ଦ ଚରିତାମୃତ | କଣ୍ଠଦାନ |
୧୯୯୯ | ପ୍ରଳୟ | କଣ୍ଠଦାନ | ୧୯୯୮ | ଧର୍ମ ନାବ | କଣ୍ଠଦାନ |
୧୯୯୮ | ଶ୍ରିକ୍ଷେତ୍ର ପତି | ସଙ୍ଗୀତ ନିର୍ଦ୍ଦେଶନା | ୧୯୯୮ | ଜୟ ମା ବୁଢ଼ି ଠାକୁରାଣି | କଣ୍ଠଦାନ |
୧୯୯୮ | ମା ବାୟାଣି | କଣ୍ଠଦାନ | ୧୯୯୭ | ସଙ୍କଟ ତାରିଣି ମା ହିଙ୍ଗୁଳା | କଣ୍ଠଦାନ |
୧୯୯୭ | ବୈକୁଣ୍ଠ ଭଜନମାଳା | କଣ୍ଠଦାନ | ୧୯୯୭ | ବେଷ୍ଟ ଟେନ ଅଫ ଅରବିନ୍ଦ ମୁଦୁଲି | କଣ୍ଠଦାନ |
୧୯୯୭ | ନିର୍ବାଣ | କଣ୍ଠଦାନ | ୧୯୯୬ | କାଳିଆ ଦର୍ଶନ | ସଙ୍ଗୀତ ନିର୍ଦ୍ଦେଶନା |
୧୯୯୫ | ଦାରୁଦିଅଁ | କଣ୍ଠଦାନ | ୧୯୯୫ | ରଥ ଦର୍ଶନ | କଣ୍ଠଦାନ |
୧୯୯୫ | ଦେବଦାସୀ | କଣ୍ଠଦାନ | ୧୯୯୫ | କ୍ଷୀରପ୍ରିୟ ଗଣେଷ | କଣ୍ଠଦାନ |
୧୯୯୪ | କୈବଲ୍ୟ ତିର୍ଥ | କଣ୍ଠଦାନ | ୧୯୯୪ | ଜୟ ମା କାଳିକାଇ | କଣ୍ଠଦାନ |
୧୯୯୩ | ନାଗାର୍ଜୁନ | କଣ୍ଠଦାନ | ୧୯୯୩ | କରୁଣା ସାଗର | କଣ୍ଠଦାନ |
୧୯୯୨ | ଅବଢା ଅମୃତ | କଣ୍ଠଦାନ | ୧୯୯୨ | ଛନ୍ଦାଚରଣ | କଣ୍ଠଦାନ |
୧୯୯୨ | ସୁନା ଟାହିଆ | କଣ୍ଠଦାନ | ୧୯୯୨ | କଳାମଣିମା | କଣ୍ଠଦାନ |
୧୯୯୨ | ଜୟ ଶିବଶମ୍ଭୁ | କଣ୍ଠଦାନ | ୧୯୯୨ | ଜୟ ଶିବଶଙ୍କର | କଣ୍ଠଦାନ |
୧୯୯୧ | ରହିଯାରେ ଜଗାକାଳିଆ | କଣ୍ଠଦାନ | ୧୯୯୧ | କଳା ଶ୍ରିଅଙ୍ଗ | କଣ୍ଠଦାନ |
୧୯୯୧ | ସୁନା ଦେଉଳ | କଣ୍ଠଦାନ | ୧୯୯୧ | ତାରିଣି ଦର୍ଶନ | କଣ୍ଠଦାନ |
୧୯୯୦ | ଭାବ ବିନୋଦିଆ | କଣ୍ଠଦାନ | ୧୯୯୦ | ଭକତ ଭୋଳିଆ | କଣ୍ଠଦାନ |
୧୯୯୦ | ମହିମା ଅଲେଖ | କଣ୍ଠଦାନ | ୧୯୯୦ | ବଡ଼ ଓଷା | କଣ୍ଠଦାନ |
୧୯୯୦ | ଶରଧାବାଲି ହିଟ୍ସ | କଣ୍ଠଦାନ | ୧୯୯୦ | ସ୍ୱର୍ଗଦ୍ୱାର | କଣ୍ଠଦାନ |
୧୯୯୦ | ପ୍ରଭୁ ସେବା | କଣ୍ଠଦାନ | ୧୯୮୯ | ଜୟ ଜଗନ୍ନାଥ | କଣ୍ଠଦାନ |
୧୯୮୯ | ସ୍ନାନପୁର୍ଣିମା | କଣ୍ଠଦାନ | ୧୯୮୯ | ସ୍ୱାମି ଜଗନ୍ନାଥ | କଣ୍ଠଦାନ |
୧୯୮୮ | ମର୍ତ୍ତ୍ୟବୈକୁନ୍ଥ | କଣ୍ଠଦାନ | ୧୯୮୮ | ମନବୋଧ ଚଉତିଷା | କଣ୍ଠଦାନ |
୧୯୮୮ | ବାଜେ ବନ୍ସି ନାଚେ ରାଧା | କଣ୍ଠଦାନ | ୧୯୮୮ | କାଳିଆ ରଜା | କଣ୍ଠଦାନ |
୧୯୮୭ | ନନ୍ଦିଘୋଷ | କଣ୍ଠଦାନ | ୧୯୮୭ | ତୋର ସେଇ ବଂଶୀ ସେଇ ସ୍ୱନ | କଣ୍ଠଦାନ |
୧୯୮୭ | ବଡ଼ଦେଉଳ | କଣ୍ଠଦାନ | ୧୯୮୭ | ବଡ଼ଦେଉଳ | କଣ୍ଠଦାନ |
୧୯୮୬ | ଚଉବାହା | କଣ୍ଠଦାନ | ୧୯୮୬ | ଜଗନ୍ନାଥ ଜେ ଷୋଳକଳା | କଣ୍ଠଦାନ |
୧୯୮୬ | ପୁଣ୍ୟତିର୍ଥ | କଣ୍ଠଦାନ | ୧୯୮୬ | ନିଳାଦ୍ରିଶ | କଣ୍ଠଦାନ |
୧୯୮୬ | ତାରିଣି ମା | କଣ୍ଠଦାନ | ୧୯୮୫ | କାଳିଆସୁନା | କଣ୍ଠଦାନ |
୧୯୮୫ | ନନ୍ଦସୁତ କଳାକହ୍ନେଇ | କଣ୍ଠଦାନ |
ମାନସମ୍ମାନ
[ସମ୍ପାଦନା]- ସ୍ୱର୍ଣ୍ଣକ୍ଷେତ୍ର ଫାଉଣ୍ଡେସନ ପୁରସ୍କାର
- ରାଜିବ ଗାନ୍ଧି ସଦଭାବନା ସମ୍ମାନ
- ଚଳଚ୍ଚିତ୍ର ସମ୍ମାନ
- ବାଣିଚିତ୍ର ସମ୍ମାନ
- ରଙ୍ଗମ୍ ସମ୍ମାନ
- ରାଜ୍ୟ ଚଲାପଥ ସମ୍ମାନ
- ବୋଲଗଡ଼ ରତ୍ନ
ଆଧାର
[ସମ୍ପାଦନା]- ↑ "Bhajan Maestro Arabinda Muduli passes away | Odisha Television Limited". Odisha TV. 1 March 2018. Retrieved 1 March 2018.
- ↑ Naxatra TV Interview With Arabinda Muduli ( Vol-2 ) Telecast. 01 May 2011
- ↑ ଅରବିନ୍ଦ ମୁଦୁଲିଙ୍କ ସଙ୍ଗୀତ Archived 2011-10-25 at the Wayback Machine..