ଆଡ୍ରେନାଲ ସଙ୍କଟ

ଉଇକିପିଡ଼ିଆ‌ରୁ
(Adrenal crisisରୁ ଲେଉଟି ଆସିଛି)
Adrenal crisis
Addisonian crisis, acute adrenal insufficiency[୧]
Forty-nine year-old with an adrenal crisis. Appearance shows lack of facial hair, dehydration, loss of the outer eyebrow (panel A), pale skin, muscular and weight loss, and loss of body hair (panel B).[୨]
ବିଭାଗEmergency medicine, endocrinology
ଲକ୍ଷଣConfusion, abdominal pain, nausea, vomiting, fever, low blood pressure[୩]
ଆକ୍ରାନ୍ତ ସମୟSudden[୩]
କାରଣTriggering event in adrenal insufficiency[୩]
ରୋଗ ନିର୍ଣ୍ଣୟ ପଦ୍ଧତିSupported by: High blood potassium, low blood sodium, low cortisol level[୩]
Confirmed by: ACTH stimulation test[୩]
ସଠିକ ରୋଗ ନିର୍ଣ୍ଣୟShock, heart attack, myxedema coma, gastroenteritis[୪]
ପ୍ରତିକାରDoubling usual dose of steroids when unwell[୩]
ଚିକିତ୍ସାHydrocortisone, intravenous fluids, vasopressors, dextrose, antibiotics[୩]
PrognosisRisk of death up to 25%[୩]
ପୁନଃପୌନିକ3 in 100,000 per year[୫][୪][୬]

ଆଡ୍ରେନାଲ ସଙ୍କଟ ହେଉଛି ଆଡ୍ରେନାଲ୍ ଅଭାବର ଏକ ଜଟିଳତା ଯାହା ଏକ ଟ୍ରିଗର ଘଟଣା ପରେ ହୋଇପାରେ ।[୭] ଲକ୍ଷଣ ହଠାତ୍ ଆରମ୍ଭ ହୁଏ ଏବଂ ଏଥିରେ ଦ୍ୱନ୍ଦ୍ୱ,ଅଇ, ପେଟ ଯନ୍ତ୍ରଣା, ବାନ୍ତି, ଜ୍ୱର ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [୩] ଜଟିଳତା ମଧ୍ୟରେ ବାତ, ଅନିୟମିତ ହୃଦସ୍ପନ୍ଦନ ଏବଂ ଅଙ୍ଗ ବିଫଳତା ଅନ୍ତର୍ଭୁକ୍ତ ହୋଇପାରେ । [୩]

ଆଡିସନ୍ ରୋଗ, ୱାଟରହାଉସ-ଫ୍ରିଡେରିକସନ ସିଣ୍ଡ୍ରୋମ, କ୍ରନିକ୍ ଗ୍ଲୁକୋକୋର୍ଟିକଏଡ୍ ବ୍ୟବହାର କିମ୍ବା ପିଟୁଇଟାରି ଆପୋଲେକ୍ସି କାରଣରୁ ଆଡ୍ରେନାଲ୍ ଅଭାବ ହୋଇପାରେ ।[୭] ତଥାପି, ଅଧାରୁ ଅଧିକ ସଙ୍କଟରେ ଲୋକମାନେ ଅନୁଭବ କରନ୍ତି ନାହିଁ ଯେ ସେମାନଙ୍କର ଆଡ୍ରେନାଲ୍ ଅଭାବ ରହିଛି । [୩] ଦୀର୍ଘ ସମୟର କର୍ଟିକୋଷ୍ଟିରଏଡ ବ୍ୟବହାର, ସଂକ୍ରମଣ, ଆଘାତ, ଥାଇରୋଟକ୍ସିକୋସିସ୍, କଠିନ ବ୍ୟାୟାମ, ମଦ୍ୟପାନ ଏବଂ ଭାବପ୍ରବଣ ଚାପ ପରେ ଏହି ରୋଗର ଟ୍ରିଗର ହୋଇପାରେ । [୩] ଅନ୍ତର୍ନିହିତ ପ୍ରଣାଳୀରେ ସ୍ୱଳ୍ପ କର୍ଟିସୋଲ ହରମୋନ ଯୋଗୁ ଏହି ରୋଗ ହୁଏ ।[୮] ଉଚ୍ଚ ରକ୍ତ ପୋଟାସିୟମ, ନିମ୍ନ ରକ୍ତ ସୋଡିୟମ ଏବଂ ନିମ୍ନ କର୍ଟିସୋଲ ସ୍ତର ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ। [୧] [୩] ଏକ ଏସିଟିଏଲ ଉତ୍ତେଜନା ପରୀକ୍ଷାଦ୍ୱାରା ଏହି ନିଶ୍ଚିତ କରାଯାଏ | [୩]

ଅସୁସ୍ଥତା ସମୟରେ ବ୍ୟକ୍ତିର ସାଧାରଣ ସ୍ଟିରଏଡ ମାତ୍ରାକୁ ଦ୍ୱିଗୁଣିତ କରି ପ୍ରତିରୋଧ କରାଯାଏ | [୭] ହାଇଡ୍ରୋକୋର୍ଟିସୋନ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା ସାଧାରଣତଃ କରାଯାଏ ଯଦିଓ ମିଥାଇଲପ୍ରେଡନିସୋଲୋନ୍ କିମ୍ବା ଡେକ୍ସାମେଥାସୋନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[୩] ଶିରାଭ୍ୟନ୍ତର ତରଳ ପଦାର୍ଥ, ଭାଷୋପ୍ରସର, ଡେକ୍ଡଟ୍ରୋଜ ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଆବଶ୍ୟକ ହୋଇପାରେ ।[୩]

ପ୍ରାଥମିକ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୫ ଜଣକୁ ପ୍ରଭାବିତ କରୁଥିବାବେଳେ ସେକେଣ୍ଡାରୀ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୨୨ ଜଣକୁ ପ୍ରଭାବିତ କରିଥାଏ ।[୯] [୧୦] ଆଡ୍ରେନାଲ୍ ଅଭାବ ଥିବା ଲୋକଙ୍କ ମଧ୍ୟରେ ବର୍ଷକୁ ପ୍ରାୟ ୫%ରୁ ୧୦% ଆଡ୍ରେନାଲ୍ ସଙ୍କଟ ଦେଖାଯାଏ । [୧୧] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୭] ଆଡ୍ରେନାଲ୍ ଅଭାବ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୦୦ ଲୋକାରୁ ଜଣେ ଏହି ଜଟିଳତାରୁ ପ୍ରତିବର୍ଷ ମରନ୍ତି । [୩] ଏକ ଆଡ୍ରେନାଲ୍ ସଙ୍କଟ ସମୟରେ ମୃତ୍ୟୁ ହେବାର ଆଶଙ୍କା ୨୫%ରୁ ଅଧିକ ଥାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Acute adrenal crisis (Addisonian crisis)". Endocrine Surgery Encyclopedia. UCLA Health System. Archived from the original on 11 June 2016. Retrieved 14 August 2020.
  2. Streetz-van der Werf, C; Karges, W; Blaum, M; Kreitschmann-Andermahr, I (15 May 2015). "Addisonian Crisis after Missed Diagnosis of Posttraumatic Hypopituitarism". Journal of clinical medicine. 4 (5): 965–9. doi:10.3390/jcm4050965. PMID 26239458.{{cite journal}}: CS1 maint: unflagged free DOI (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ Elshimy, G; Alghoula, F; Jeong, JM (January 2020). "Adrenal Crisis". PMID 29763143. {{cite journal}}: Cite journal requires |journal= (help)
  4. ୪.୦ ୪.୧ Rathbun, KM; Nguyen, M; Singhal, M (January 2020). "Addisonian Crisis". PMID 28722962. {{cite journal}}: Cite journal requires |journal= (help)
  5. Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 63. ISBN 978-0-323-08430-7. Archived from the original on 27 August 2021. Retrieved 21 October 2020.
  6. Nicolaides, NC; Chrousos, GP; Charmandari, E; Feingold, KR; Anawalt, B; Boyce, A; Chrousos, G; de Herder, WW; Dungan, K; Grossman, A; Hershman, JM; Hofland, HJ; Kaltsas, G; Koch, C; Kopp, P; Korbonits, M; McLachlan, R; Morley, JE; New, M; Purnell, J; Singer, F; Stratakis, CA; Trence, DL; Wilson, DP (2000). "Adrenal Insufficiency". PMID 25905309. {{cite journal}}: Cite journal requires |journal= (help)
  7. ୭.୦ ୭.୧ ୭.୨ ୭.୩ Elshimy, G; Alghoula, F; Jeong, JM (January 2020). "Adrenal Crisis". PMID 29763143. {{cite journal}}: Cite journal requires |journal= (help)
  8. "Acute adrenal crisis (Addisonian crisis)". Endocrine Surgery Encyclopedia. UCLA Health System. Archived from the original on 11 June 2016. Retrieved 14 August 2020.
  9. Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 63. ISBN 978-0-323-08430-7. Archived from the original on 27 August 2021. Retrieved 21 October 2020.
  10. Nicolaides, NC; Chrousos, GP; Charmandari, E; Feingold, KR; Anawalt, B; Boyce, A; Chrousos, G; de Herder, WW; Dungan, K (2000). "Adrenal Insufficiency". PMID 25905309. {{cite journal}}: Cite journal requires |journal= (help)
  11. Rathbun, KM; Nguyen, M; Singhal, M (January 2020). "Addisonian Crisis". PMID 28722962. {{cite journal}}: Cite journal requires |journal= (help)