ଆଡ୍ରେନାଲ ସଙ୍କଟ
Adrenal crisis | |
---|---|
Addisonian crisis, acute adrenal insufficiency[୧] | |
ବିଭାଗ | Emergency medicine, endocrinology |
ଲକ୍ଷଣ | Confusion, abdominal pain, nausea, vomiting, fever, low blood pressure[୩] |
ଆକ୍ରାନ୍ତ ସମୟ | Sudden[୩] |
କାରଣ | Triggering event in adrenal insufficiency[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Supported by: High blood potassium, low blood sodium, low cortisol level[୩] Confirmed by: ACTH stimulation test[୩] |
ସଠିକ ରୋଗ ନିର୍ଣ୍ଣୟ | Shock, heart attack, myxedema coma, gastroenteritis[୪] |
ପ୍ରତିକାର | Doubling usual dose of steroids when unwell[୩] |
ଚିକିତ୍ସା | Hydrocortisone, intravenous fluids, vasopressors, dextrose, antibiotics[୩] |
Prognosis | Risk of death up to 25%[୩] |
ପୁନଃପୌନିକ | 3 in 100,000 per year[୫][୪][୬] |
ଆଡ୍ରେନାଲ ସଙ୍କଟ ହେଉଛି ଆଡ୍ରେନାଲ୍ ଅଭାବର ଏକ ଜଟିଳତା ଯାହା ଏକ ଟ୍ରିଗର ଘଟଣା ପରେ ହୋଇପାରେ ।[୭] ଲକ୍ଷଣ ହଠାତ୍ ଆରମ୍ଭ ହୁଏ ଏବଂ ଏଥିରେ ଦ୍ୱନ୍ଦ୍ୱ,ଅଇ, ପେଟ ଯନ୍ତ୍ରଣା, ବାନ୍ତି, ଜ୍ୱର ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [୩] ଜଟିଳତା ମଧ୍ୟରେ ବାତ, ଅନିୟମିତ ହୃଦସ୍ପନ୍ଦନ ଏବଂ ଅଙ୍ଗ ବିଫଳତା ଅନ୍ତର୍ଭୁକ୍ତ ହୋଇପାରେ । [୩]
ଆଡିସନ୍ ରୋଗ, ୱାଟରହାଉସ-ଫ୍ରିଡେରିକସନ ସିଣ୍ଡ୍ରୋମ, କ୍ରନିକ୍ ଗ୍ଲୁକୋକୋର୍ଟିକଏଡ୍ ବ୍ୟବହାର କିମ୍ବା ପିଟୁଇଟାରି ଆପୋଲେକ୍ସି କାରଣରୁ ଆଡ୍ରେନାଲ୍ ଅଭାବ ହୋଇପାରେ ।[୭] ତଥାପି, ଅଧାରୁ ଅଧିକ ସଙ୍କଟରେ ଲୋକମାନେ ଅନୁଭବ କରନ୍ତି ନାହିଁ ଯେ ସେମାନଙ୍କର ଆଡ୍ରେନାଲ୍ ଅଭାବ ରହିଛି । [୩] ଦୀର୍ଘ ସମୟର କର୍ଟିକୋଷ୍ଟିରଏଡ ବ୍ୟବହାର, ସଂକ୍ରମଣ, ଆଘାତ, ଥାଇରୋଟକ୍ସିକୋସିସ୍, କଠିନ ବ୍ୟାୟାମ, ମଦ୍ୟପାନ ଏବଂ ଭାବପ୍ରବଣ ଚାପ ପରେ ଏହି ରୋଗର ଟ୍ରିଗର ହୋଇପାରେ । [୩] ଅନ୍ତର୍ନିହିତ ପ୍ରଣାଳୀରେ ସ୍ୱଳ୍ପ କର୍ଟିସୋଲ ହରମୋନ ଯୋଗୁ ଏହି ରୋଗ ହୁଏ ।[୮] ଉଚ୍ଚ ରକ୍ତ ପୋଟାସିୟମ, ନିମ୍ନ ରକ୍ତ ସୋଡିୟମ ଏବଂ ନିମ୍ନ କର୍ଟିସୋଲ ସ୍ତର ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ। [୧] [୩] ଏକ ଏସିଟିଏଲ ଉତ୍ତେଜନା ପରୀକ୍ଷାଦ୍ୱାରା ଏହି ନିଶ୍ଚିତ କରାଯାଏ | [୩]
ଅସୁସ୍ଥତା ସମୟରେ ବ୍ୟକ୍ତିର ସାଧାରଣ ସ୍ଟିରଏଡ ମାତ୍ରାକୁ ଦ୍ୱିଗୁଣିତ କରି ପ୍ରତିରୋଧ କରାଯାଏ | [୭] ହାଇଡ୍ରୋକୋର୍ଟିସୋନ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା ସାଧାରଣତଃ କରାଯାଏ ଯଦିଓ ମିଥାଇଲପ୍ରେଡନିସୋଲୋନ୍ କିମ୍ବା ଡେକ୍ସାମେଥାସୋନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[୩] ଶିରାଭ୍ୟନ୍ତର ତରଳ ପଦାର୍ଥ, ଭାଷୋପ୍ରସର, ଡେକ୍ଡଟ୍ରୋଜ ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଆବଶ୍ୟକ ହୋଇପାରେ ।[୩]
ପ୍ରାଥମିକ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୫ ଜଣକୁ ପ୍ରଭାବିତ କରୁଥିବାବେଳେ ସେକେଣ୍ଡାରୀ ଆଡ୍ରେନାଲ୍ ଅଭାବ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୨୨ ଜଣକୁ ପ୍ରଭାବିତ କରିଥାଏ ।[୯] [୧୦] ଆଡ୍ରେନାଲ୍ ଅଭାବ ଥିବା ଲୋକଙ୍କ ମଧ୍ୟରେ ବର୍ଷକୁ ପ୍ରାୟ ୫%ରୁ ୧୦% ଆଡ୍ରେନାଲ୍ ସଙ୍କଟ ଦେଖାଯାଏ । [୧୧] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୭] ଆଡ୍ରେନାଲ୍ ଅଭାବ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୦୦ ଲୋକାରୁ ଜଣେ ଏହି ଜଟିଳତାରୁ ପ୍ରତିବର୍ଷ ମରନ୍ତି । [୩] ଏକ ଆଡ୍ରେନାଲ୍ ସଙ୍କଟ ସମୟରେ ମୃତ୍ୟୁ ହେବାର ଆଶଙ୍କା ୨୫%ରୁ ଅଧିକ ଥାଏ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Acute adrenal crisis (Addisonian crisis)". Endocrine Surgery Encyclopedia. UCLA Health System. Archived from the original on 11 June 2016. Retrieved 14 August 2020.
- ↑ Streetz-van der Werf, C; Karges, W; Blaum, M; Kreitschmann-Andermahr, I (15 May 2015). "Addisonian Crisis after Missed Diagnosis of Posttraumatic Hypopituitarism". Journal of clinical medicine. 4 (5): 965–9. doi:10.3390/jcm4050965. PMID 26239458.
{{cite journal}}
: CS1 maint: unflagged free DOI (link) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ Elshimy, G; Alghoula, F; Jeong, JM (January 2020). "Adrenal Crisis". PMID 29763143.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ Rathbun, KM; Nguyen, M; Singhal, M (January 2020). "Addisonian Crisis". PMID 28722962.
{{cite journal}}
: Cite journal requires|journal=
(help) - ↑ Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 63. ISBN 978-0-323-08430-7. Archived from the original on 27 August 2021. Retrieved 21 October 2020.
- ↑ Nicolaides, NC; Chrousos, GP; Charmandari, E; Feingold, KR; Anawalt, B; Boyce, A; Chrousos, G; de Herder, WW; Dungan, K; Grossman, A; Hershman, JM; Hofland, HJ; Kaltsas, G; Koch, C; Kopp, P; Korbonits, M; McLachlan, R; Morley, JE; New, M; Purnell, J; Singer, F; Stratakis, CA; Trence, DL; Wilson, DP (2000). "Adrenal Insufficiency". PMID 25905309.
{{cite journal}}
: Cite journal requires|journal=
(help) - ↑ ୭.୦ ୭.୧ ୭.୨ ୭.୩ Elshimy, G; Alghoula, F; Jeong, JM (January 2020). "Adrenal Crisis". PMID 29763143.
{{cite journal}}
: Cite journal requires|journal=
(help) - ↑ "Acute adrenal crisis (Addisonian crisis)". Endocrine Surgery Encyclopedia. UCLA Health System. Archived from the original on 11 June 2016. Retrieved 14 August 2020.
- ↑ Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 63. ISBN 978-0-323-08430-7. Archived from the original on 27 August 2021. Retrieved 21 October 2020.
- ↑ Nicolaides, NC; Chrousos, GP; Charmandari, E; Feingold, KR; Anawalt, B; Boyce, A; Chrousos, G; de Herder, WW; Dungan, K (2000). "Adrenal Insufficiency". PMID 25905309.
{{cite journal}}
: Cite journal requires|journal=
(help) - ↑ Rathbun, KM; Nguyen, M; Singhal, M (January 2020). "Addisonian Crisis". PMID 28722962.
{{cite journal}}
: Cite journal requires|journal=
(help)