ସୁଷମା ସ୍ୱରାଜ

ଉଇକିପିଡ଼ିଆ ରୁ
Jump to navigation Jump to search
Sushma Swaraj
सुषमा स्वराज
Sushma Swaraj in 2014.jpg
Sushma Swaraj in October 2014
Union Minister of External Affairs
(Government of India)
Assumed office
26 May 2014
ପ୍ରଧାନ ମନ୍ତ୍ରୀNarendra Modi
ପୂର୍ବ ଅଧିକାରୀSalman Khurshid
Minister of Overseas Indian Affairs
ଅଫିସରେ
26 May 2014 – 7 January 2016
ପ୍ରଧାନ ମନ୍ତ୍ରୀNarendra Modi
ପୂର୍ବ ଅଧିକାରୀVayalar Ravi
ପର ଅଧିକାରୀposition disestablished; merged with MEA
Leader of the Opposition in the Lok Sabha
ଅଫିସରେ
21 December 2009 – 26 May 2014
ପୂର୍ବ ଅଧିକାରୀL. K. Advani
ପର ଅଧିକାରୀVacant
Minister of Parliamentary Affairs
ଅଫିସରେ
29 January 2003 – 22 May 2004
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀPramod Mahajan
ପର ଅଧିକାରୀGhulam Nabi Azad
Minister of Health and Family Welfare
ଅଫିସରେ
29 January 2003 – 22 May 2004
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀC. P. Thakur
ପର ଅଧିକାରୀAnbumani Ramadoss
Minister of Information and Broadcasting
ଅଫିସରେ
30 September 2000 – 29 January 2003
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀArun Jaitley
ପର ଅଧିକାରୀRavi Shankar Prasad
Chief Minister of Delhi
ଅଫିସରେ
13 October 1998 – 3 December 1998
ରାଜ୍ୟପାଳVijai Kapoor
ପୂର୍ବ ଅଧିକାରୀSahib Singh Verma
ପର ଅଧିକାରୀSheila Dikshit
Member of Parliament
from Vidisha
Assumed office
13 May 2009
ପୂର୍ବ ଅଧିକାରୀRampal Singh
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ଫେବୃଆରୀ ୧୯୫୨ (1952-02-14) (୬୭ ବର୍ଷ)
Ambala Cantonment, Punjab State (now Haryana), India
ରାଜନୀତିକ ଦଳBharatiya Janata Party
ଜୀବନ ସାଥୀSwaraj Kaushal
ଶିକ୍ଷାନୁଷ୍ଠାନPanjab University, Chandigarh
ଧର୍ମHinduism

ସୁଷମା ସ୍ୱରାଜ (ଜନ୍ମ ୧୪ ଫେବୃଆରୀ ୧୯୫୨ମସିହା) ହେଉଛନ୍ତି ଜଣେ ଭାରତୀୟ ରାଜନେତ୍ରୀ,ପୂର୍ବୋକ୍ତ ସୁପ୍ରିମକୋର୍ଟ ଓକିଲ ଏବଂ ଏବେକାର କେନ୍ଦ୍ର ବୈଦେଶିକ ମନ୍ତ୍ରୀ(୨୬ମଇ ୨୦୧୪ ରୁ)। ଇନ୍ଦିରାଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତା ମଧ୍ୟ । ସେ ୭ ଥର ସଂସଦ ରସବ୍ୟ ହିସାବରେ ଏବଂ ତିନି ଥର ଆଇନ୍ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଛନ୍ତି। ସେ ୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର ସବୁଠୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦାନ ଦେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ। ୨୦୧୪ ମସିହାରେ ସେ ଇଣ୍ଡିଆନ ଜେନେରାଲ ଏଲେକ୍ସନ ରେ, ଦ୍ୱିତୀୟ ଥର ପାଇଁ vidisha ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶରେ ଜିତିଥିଲେ।

ବାଲ୍ୟ ଜୀବନ[ସମ୍ପାଦନା]

୧୯୫୨ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ(ସୁଷମା ଶର୍ମା)ହରିୟାଣା ସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଧା ଥିଲେ। ସେ ଅମ୍ବାଲା ସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତିକବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।