ରଘୁନାଥପାଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୪,୧୪୬
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରଘୁନାଥପାଲୀ (କ୍ରମିକ ସଂଖ୍ୟା: ୧୧) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଉରକେଲା ଟାଉନସିପ ଓ ଲାଠିକଟା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜଗବନ୍ଧୁ ବେହେରାଙ୍କ ଠାରୁ ୧୬୦୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବ୍ରତ ତରାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ସୁନ୍ୟାନିଙ୍କଠାରୁ ୧୮,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରଘୁନାଥପାଲୀ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୁବ୍ରତ ତରାଇ ୩୫,୦୨୩ ୪୫.୧୯ -
କଂଗ୍ରେସ ପ୍ରଫୁଲ୍ଲ କୁମାର ସୁନ୍ୟାନି ୧୬,୮୫୨ ୨୧.୭୪ -
ଭାଜପା ସନ୍ତୋଷ କୁମାର ବେହେରା ୧୧,୩୯୮ ୧୪.୭୧ -
ଝାମୁମୋ ଶ୍ୟାମ ସୁନ୍ଦର ବଡ଼ୈକ ୪,୭୪୪ ୬.୧୨ -
ବସପା ଶୁକୃ ବିଭାର ୩,୦୭୪ ୩.୯୭ -
ସ୍ଵାଧୀନ ଗୋପାଳ ଦାସ ୧,୮୪୧ ୨.୩୮ -
ସ୍ଵାଧୀନ ଆନନ୍ଦ ସାଗର ତନ୍ତୀ ୧,୭୫୭ ୨.୨୭ -
ସ୍ଵାଧୀନ ସତ୍ୟ ନାରାୟଣ ସେଠୀ ୬୦୪ ୦.୭୮ -
କୋଶଳ କ୍ରାନ୍ତି ଦଳ ମନସୁଖ ସାମସି ୫୭୯ ୦.୭୫ -
ସ୍ଵଧୀନ ବରୁଣ କୁମାର ସେଠୀ ୫୪୯ ୦.୭୧ -
ଝାଡ଼ଖଣ୍ଡ ଦିସମ ପାର୍ଟି ଦୁର୍ଯ୍ୟୋଧନ କାଲେଟ ୪୨୬ ୦.୫୫ -
ସ୍ଵାଧୀନ କୃଷ୍ଣଚନ୍ଦ୍ର ସ୍ଵାଇଁ ୩୩୮ ୦.୪୪ -
ସ୍ଵାଧୀନ ବୈରାଗି ତନ୍ତୀ ୩୧୬ ୦.୪୧ -
ଭୋଟ ବ୍ୟବଧାନ ୧୮,୧୭୧ ୨୩.୪୫* -
ମତଦାନ ହାର ୭୭,୫୩୬ ୫୧.୪୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮]

  • ୨୦୧୪: ସୁବ୍ରତ ତରାଇ (ବିଜଦ)[୪]
  • ୨୦୦୯: (୧୧): ସୁବ୍ରତ ତରାଇ (ବିଜଦ)
  • ୨୦୦୪: (୧୪୦):ହଳୁ ମୁଣ୍ଡାରୀ (ଝାମୁମୋ)
  • ୨୦୦୦: (୧୪୦): ଶଙ୍କର ଓରାମ (ଭାଜପା)
  • ୧୯୯୫: (୧୪୦): ମନସିଦ ଏକ୍କା (ଝାମୁମୋ)
  • ୧୯୯୦: (୧୪୦): ରବି ଦେହୁରୀ (ଜନତା ଦଳ)
  • ୧୯୮୫: (୧୪୦): ଫ୍ରିଡ଼ା ଟପ୍ନୋ (କଂଗ୍ରେସ)
  • ୧୯୮୦: (୧୪୦): ନେଲସନ ସୋରେଙ୍ଗି (କଂଗ୍ରେସ-ଇ)
  • ୧୯୭୭: (୧୪୦): ରବି ଦେହୁରୀ (ଜନତା)
  • ୧୯୭୪: (୧୪୦): ଅଗପତି ଲାକ୍ରା (କଂଗ୍ରେସ)

ଆଧାର[ସମ୍ପାଦନା]