ବ୍ୟବହାରକାରୀ:DashNistha

ଉଇକିପିଡ଼ିଆ‌ରୁ


ନିଷ୍ଠା ରଂଜନ ଦାଶ
ଶ୍ରବଣ, ବାକ୍ ଓ ଭାଷା ରୋଗ ବିଶେଷଜ୍ଞ ।
ଆମ ପୂର୍ବପିଢ଼ିର କିଛି ଭୁଲ ଯୋଗୁଁ ଆଜି ଓଡ଼ିଆ ଭାଷା ଅନ୍ୟ ଭାଷା ସହ ତିଷ୍ଠିରହିବା ପାଇଁ ସଂଘର୍ଷ କରୁଛି । ସେ ଭୁଲ ଆମର ନହେଉ ।

ମୋ ବାବଦରେ

ଜଣେ ଶ୍ରବଣ, ବାକ୍ ଓ ଭାଷା ରୋଗ ବିଶେଷଜ୍ଞ ଭାବେ ‌‌ବ୍ରହ୍ମପୁରରେ କାର୍ଯ୍ୟରତ । ବାସସ୍ଥାନ ନୟାଗଡ଼ଜିଲ୍ଲାର ଫତେଗଡ଼ । ବାଲ୍ୟକାଳରୁ ମାତୃଭାଷାରେ ମୋର ରୁଚି ଅଛି । ବୃତ୍ତିଗତ କାର୍ଯ୍ୟ ବ୍ୟତୀତ ସମୟ ମିଳିଲେ ଓଡ଼ିଆ ଭାଷା ପାଇଁ ଅବଦାନ କରେ ।

ମୋ କାମ

ଵିକିପିଡ଼ିଆରେ ଅଂଶଗ୍ରହଣ କରିଥିବା ପ୍ରକଳ୍ପସବୁ:

  1. ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫
  2. ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫

Contact me

  • ଇମେଲ: helloaudiologist@gmail.com
  • ଇଂରାଜୀ ଉଇକିପିଡ଼ିଆ: nistha.aslp
  • ଟୁଇଟର: @DashNistha
  • www.facebook.com/nistharanjan.dash
  • ଫୋନ: ୯୪୩୭୯୦୫୩୦୭ / ୯୨୩୮୦୪୧୦୦୬
Wikipedia:Babel
ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or-3 ଏହି ସଭ୍ୟ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରନ୍ତି ।
en-2 This user is able to contribute with an intermediate level of English.
hi-1यह सदस्य हिन्दी भाषा का प्रारंभिक ज्ञान रखते हैं।
This user can contribute with a basic level of Hindi.
Search user languages