Jump to content

ଭାରତ ର ୧୦ ଲକ୍ଷ ରୁ ଉର୍ଦ୍ଧ ଲୋକସଂଖ୍ୟା ବିଶିଷ୍ଟ ମହାନଗର ସବୁ ର ତାଲିକା

ଉଇକିପିଡ଼ିଆ‌ରୁ
୨୩:୨୯, ୩୦ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "List of million-plus urban agglomerations in India") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଭାରତ ଏକ ପୂର୍ବ ଏସିଆ ଦେଶ । ଏହା ଭୌଗୋଳିକ ଆୟତନ ଦୃଷ୍ଟି ରୁ ବିଶ୍ଵ ର ସପ୍ତମ ବୃହତ ଦେଶ ତଥା ଜଣ ସଂଖ୍ୟା ଦୃଷ୍ଟିରୁ ବିଶ୍ଵ ର ଦ୍ଵିତୀୟ ବୃହତ୍ତମ ଦେଶ । ଏହାର ଲୋକ ସଂଖ୍ୟା ପ୍ରାୟ ୧୨୦ କୋଟି । ଭାରତ ରେ ୨୯ ଟି ରାଜ୍ୟ ଓ ୭ ଟି ଇଉନିୟନ ଟେରିଟରୀ ରହିଛି । ଏହା ବିଶ୍ଵ ର ୧୭.୫ % ଲୋକଙ୍କ ଗୃହ । []

ସହରାଞ୍ଚଳ ସମୂହ 

ବ୍ରିଟିଶ ଶାସନ ଅମଳ ରେ ୧୮୭୨ ରେ ଭାରତ ରେ ପ୍ରଥମ କରି ଜନଗଣନା ହେଇଥିଲା । ୧୯୫୧ ମସିହା ପରଠାରୁ ପ୍ରତି ୧୦ ବର୍ଷ ରେ ଥରେ ଜନଗଣନା ହେଇଆସୁଛି []। ଭାରତ ର ଗୃହ ବ୍ୟାପାର ମନ୍ତ୍ରଣାଳୟ ତରଫ ରୁ ରେଜିସ୍ଟ୍ରାର ଜେନରେଲ ଓ ଜନଗଣନା କମିଶନର ଙ୍କ ଦ୍ଵାରା ଜନଗଣନା କାର୍ଯ୍ୟ ସମ୍ପନ୍ନ ହୁଏ । ଏହା ସଂଘ ସରକାର ଙ୍କ ଦ୍ଵାରା କରାଯାଉଥିବା ଏକ ସର୍ବବୃହତ କାର୍ଯ୍ୟ । []

ସର୍ବଶେଷ ଜନସଂଖ୍ୟା ସବୁ ବର୍ତମାନ ୨୦୧୧ ରେ ହେଇଥିବା ଜନଗଣନା ର ତଥ୍ୟ ଉପରେ ଆଧାରିତ ।[] ଏହା ଅନୁସାରେ ଭାରତ ରେ ବସବାସ କରୁଥିବା ଗ୍ରାମ ସଂଖ୍ୟା ୬୪୧,୦୦୦ ଓ ଭାରତ ର ୭୨.୨ % ଲୋକ ଏହି ଗ୍ରାମାଞ୍ଚଳ ରେ ବାସ କରନ୍ତି ।[]ସେହି ଗ୍ରାମ ସବୁ ମଧ୍ୟ ରୁ ୧୪୫,୦୦୦ ଗ୍ରାମ ରେ ୫୦୦ ରୁ ୯୯୯ ଲୋକ ରହନ୍ତି , ୧୩୦,୦୦୦ ଗ୍ରାମ ରେ ୧,୦୦୦ ରୁ ୧୯୯୯ ଲୋକ ରହନ୍ତି ଏବଂ ୧୨୮,୦୦୦ ଗ୍ରାମ ରେ ୨୦୦ ରୁ ୪୯୯ ଲୋକ ରହୁଥିବାର ଆକଳନ କରାଯାଇଛି । ୩.୯୬୧ ଗ୍ରାମ ର ଜନ  ସଂଖ୍ୟା ୧୦,୦୦୦ ରୁ ବେଶୀ ।[] ଭାରତ ର ୨୭.୮ % ସହରାଞ୍ଚଳ ଲୋକ ୫,୧୦୦ ସହର ଓ ୩୮୦ ମହାନଗର[] ରେ ରହନ୍ତି । ୧୯୯୧ ରୁ ୨୦୦୧ ମଧ୍ୟ ରେ ବହୁ ସଂଖ୍ୟା ରେ ଲୋକ ସହର କୁ ଆସି ରହିବାରୁ ସହରାଞ୍ଚଳ ର ଜନସଂଖ୍ୟା ରେ ତୀବ୍ର ଭାବରେ ବୃଦ୍ଧି ଘଟିଥିଲା ।[][] ଏହା ର ବର୍ଦ୍ଧନ ହାର ୩୧.୨% ହେଇଥିଲା । ତଥାପି ୨୦୦୧ ରେ ୭୦% ଲୋକ ଗ୍ରାମାଞ୍ଚଳ ରେ ରହୁଥିଲେ । ୨୦୦୧ ଜନଗଣନା ଅନୁସାରେ ଭାରତ ରେ ୨୭ ଟି ମହାନଗର ର ଜନସଂଖ୍ୟା ୧୦ ଲକ୍ଷ୍ୟ ରୁ ଅଧିକ ଥିଲା । ଏହା ମଧ୍ୟ ରେ ଚେନ୍ନଇ , ମୁମ୍ବାଇ , କୋଲକାତା ଓ ନୂଆ ଦିଲ୍ଲୀ  ସର୍ବ ବୃହତ । 

୨୦୧୧ ଜନଗଣନା ଅନୁସାରେ ୫୪ ଟି ମହାନଗର ୧୦ ଲକ୍ଷ ରୁ ଅଧିକ ଜନସଂଖ୍ୟା ଥିଲା ଯାହାର ସଂଖ୍ୟା ୨୦୦୧ ରେ ୩୪ ଥିଲା । []ସହରାଞ୍ଚଳ ରେ ରହୁଥିବା ଭାରତୀୟ ମାନଙ୍କ ମଧ୍ୟ ରେ ୪୩% ଲୋକ ଏହି ସବୁ ମହାନଗର ରେ ରହନ୍ତି ।[] ଉତ୍ତର ପୂର୍ବ ଭାରତ ରେ ଗୁଆହାଟି ଏକମାତ୍ର ସହର ଯାହାର ଲୋକସଂଖ୍ୟା ୧୦ ଲକ୍ଷ ରୁ ଉର୍ଦ୍ଧ ।କେବଳ କେରାଲା ରାଜ୍ୟ ୧୦ ଲକ୍ଷ ରୁ ଅଧିକ ଲୋକ ରହୁଥିବା ୬ ଟି ମହାନଗର ରହିଛି । [] 

ଗେଲେରୀ 

ମେପ 

ତାଲିକା 

Rank UA[a] State/Territory Population (2011)[୧୧] Population (2001)[୧୦]
1 Mumbai Maharashtra 18,394,912 16,434,386
2 Delhi Delhi 16,349,831 12,877,470
3 Kolkata West Bengal 14,057,991 13,205,697
4 Chennai Tamil Nadu 8,653,521 6,560,242
5 Bangalore Karnataka 8,520,435 5,701,446
6 Hyderabad Telangana 7,677,018 5,742,036
7 Ahmedabad Gujarat 6,357,693 4,525,013
8 Pune Maharashtra 5,057,709 3,760,636
9 Surat Gujarat 4,591,246 2,811,614
10 Jaipur Rajasthan 3,046,163 2,322,575
11 Kanpur Uttar Pradesh 2,920,496 2,715,555
12 Lucknow Uttar Pradesh 2,902,920 2,245,509
13 Nagpur Maharashtra 2,497,870 2,129,500
14 Ghaziabad Uttar Pradesh 2,375,820 968,256
15 Indore Madhya Pradesh 2,170,295 1,506,062
16 Coimbatore Tamil Nadu 2,136,916 1,461,139
17 Kochi Kerala 2,119,724 1,355,972
18 Patna Bihar 2,049,156 1,697,976
19 Kozhikode Kerala 2,028,399 880,247
20 Bhopal Madhya Pradesh 1,886,100 1,458,416
21 Thrissur Kerala 1,861,269 330,122
22 Vadodara Gujarat 1,822,221 1,491,045
23 Agra Uttar Pradesh 1,760,285 1,331,339
24 Visakhapatnam Andhra Pradesh 1,728,128 1,345,938
25 Malappuram Kerala 1,699,060 170,409
26 Thiruvananthapuram Kerala 1,679,754 889,635
27 Kannur Kerala 1,640,986 498,207
28 Ludhiana Punjab 1,618,879 1,398,467
29 Nashik Maharashtra 1,561,809 1,152,326
30 Vijayawada Andhra Pradesh 1,476,931 1,039,518
31 Madurai Tamil Nadu 1,465,625 1,203,095
32 Varanasi Uttar Pradesh 1,432,280 1,203,961
33 Meerut Uttar Pradesh 1,420,902 1,161,716
34 Faridabad Haryana 1,414,050 1,055,938
35 Rajkot Gujarat 1,390,640 1,003,015
36 Jamshedpur Jharkhand 1,339,438 1,104,713
37 Jabalpur Madhya Pradesh 1,268,848 1,098,000
38 Srinagar Jammu and Kashmir 1,264,202 988,210
39 Guwahati Assam 1,260,419 N/A
40 Asansol West Bengal 1,243,414 1,067,369
41 Vasai-Virar Maharashtra 1,222,390
42 Allahabad Uttar Pradesh 1,212,395 1,042,229
43 Dhanbad Jharkhand 1,196,214 1,065,327
44 Aurangabad Maharashtra 1,193,167 892,483
45 Amritsar Punjab 1,183,549 1,003,917
46 Jodhpur Rajasthan 1,138,300 860,818
47 Raipur Chhattisgarh 1,123,558 700,113
48 Ranchi Jharkhand 1,120,374 863,495
49 Gwalior Madhya Pradesh 1,117,740 865,548
50 Kollam Kerala 1,110,668 380,091
51 Durg-Bhilainagar Chhattisgarh 1,064,222 927,864
52 Chandigarh Chandigarh 1,055,450 808,515
53 Tiruchirappalli Tamil Nadu 1,022,518 866,354
54 Kota Rajasthan 1,001,694 703,150

ପୁନଶ୍ଚ ଦେଖଣା 

  • List of cities in India by population
  • List of most populous metropolitan areas in India
  • List of states and union territories of India by population
  • Demographics of India

ନୋଟ ସବୁ 

  1. The population figures of cities in Kerala are inflated as the definition of urban agglomeration was revised in the 2011 census. The population of urban agglomerations in Kerala is not comparable with other cities in the country.[୧୦]

ଆଧାର ସମୂହ 

  1. ୧.୦ ୧.୧ {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. ୪.୦ ୪.୧ "Census 2011 Provisional Population Totals" (PDF). The Hindu. Chennai, India.
  5. {{cite web}}: Empty citation (help)
  6. Shinde, Swati (13 Sep 2008). "Migration rate to city will dip". Times of India. Retrieved 2008-12-08. {{cite news}}: More than one of |accessdate= and |access-date= specified (help)
  7. "Develop towns to stop migration to urban areas: economist". Chennai, India: Hindu. 3 December 2005. Retrieved 2008-12-08. {{cite news}}: More than one of |accessdate= and |access-date= specified (help)
  8. ୮.୦ ୮.୧ {{cite web}}: Empty citation (help)
  9. {{cite web}}: Empty citation (help)
  10. ୧୦.୦ ୧୦.୧ "INDIA STATS : Million plus cities in India as per Census 2011". Press Information Bureau, Mumbai. National Informatics Centre (NIC). Retrieved 7 February 2012. ଆଧାର ଭୁଲ: Invalid <ref> tag; name "ua2011" defined multiple times with different content
  11. {{cite web}}: Empty citation (help)

ପୁନଶ୍ଚ ପଠନ 

ବାହ୍ୟ ସଂଯୋଗ