ଭାରତ ର ୧୦ ଲକ୍ଷ ରୁ ଉର୍ଦ୍ଧ ଲୋକସଂଖ୍ୟା ବିଶିଷ୍ଟ ମହାନଗର ସବୁ ର ତାଲିକା

ଉଇକିପିଡ଼ିଆ‌ରୁ

ଭାରତ ଏକ ପୂର୍ବ ଏସିଆ ଦେଶ । ଏହା ଭୌଗୋଳିକ ଆୟତନ ଦୃଷ୍ଟିରୁ ବିଶ୍ୱର ସପ୍ତମ ବୃହତ ଦେଶ ତଥା ଜଣ ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହାର ଲୋକ ସଂଖ୍ୟା ପ୍ରାୟ ୧୨୦ କୋଟି । ଭାରତରେ ୨୯ଟି ରାଜ୍ୟ ଓ ୭ଟି ଇଉନିୟନ ଟେରିଟରୀ ରହିଛି । ଏହା ବିଶ୍ୱର ୧୭.୫ % ଲୋକଙ୍କ ଗୃହ । [୧]

ସହରାଞ୍ଚଳ ସମୂହ [ସମ୍ପାଦନା]

ବ୍ରିଟିଶ ଶାସନ ଅମଳରେ ୧୮୭୨ରେ ଭାରତରେ ପ୍ରଥମ କରି ଜନଗଣନା ହେଇଥିଲା । ୧୯୫୧ ମସିହା ପରଠାରୁ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହେଇଆସୁଛି [୨]। ଭାରତର ଗୃହ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ରେଜିସ୍ଟ୍ରାର ଜେନରେଲ ଓ ଜନଗଣନା କମିଶନରଙ୍କଦ୍ୱାରା ଜନଗଣନା କାର୍ଯ୍ୟ ସମ୍ପନ୍ନ ହୁଏ । ଏହା ସଂଘ ସରକାରଙ୍କଦ୍ୱାରା କରାଯାଉଥିବା ଏକ ସର୍ବବୃହତ କାର୍ଯ୍ୟ । [୩]

ସର୍ବଶେଷ ଜନସଂଖ୍ୟା ସବୁ ବର୍ତ୍ତମାନ ୨୦୧୧ରେ ହେଇଥିବା ଜନଗଣନାର ତଥ୍ୟ ଉପରେ ଆଧାରିତ ।[୪] ଏହା ଅନୁସାରେ ଭାରତରେ ବସବାସ କରୁଥିବା ଗ୍ରାମ ସଂଖ୍ୟା ୬୪୧,୦୦୦ ଓ ଭାରତର ୭୨.୨ % ଲୋକ ଏହି ଗ୍ରାମାଞ୍ଚଳରେ ବାସ କରନ୍ତି ।[୪]ସେହି ଗ୍ରାମ ସବୁ ମଧ୍ୟରୁ ୧୪୫,୦୦୦ ଗ୍ରାମରେ ୫୦୦ରୁ ୯୯୯ ଲୋକ ରହନ୍ତି, ୧୩୦,୦୦୦ ଗ୍ରାମରେ ୧,୦୦୦ରୁ ୧୯୯୯ ଲୋକ ରହନ୍ତି ଏବଂ ୧୨୮,୦୦୦ ଗ୍ରାମରେ ୨୦୦ରୁ ୪୯୯ ଲୋକ ରହୁଥିବାର ଆକଳନ କରାଯାଇଛି । ୩.୯୬୧ ଗ୍ରାମର ଜନ  ସଂଖ୍ୟା ୧୦,୦୦୦ରୁ ବେଶୀ ।[୧] ଭାରତର ୨୭.୮ % ସହରାଞ୍ଚଳ ଲୋକ ୫,୧୦୦ ସହର ଓ ୩୮୦ ମହାନଗର[୫]ରେ ରହନ୍ତି । ୧୯୯୧ରୁ ୨୦୦୧ ମଧ୍ୟରେ ବହୁ ସଂଖ୍ୟାରେ ଲୋକ ସହରକୁ ଆସି ରହିବାରୁ ସହରାଞ୍ଚଳର ଜନସଂଖ୍ୟାରେ ତୀବ୍ର ଭାବରେ ବୃଦ୍ଧି ଘଟିଥିଲା ।[୬][୭] ଏହାର ବର୍ଦ୍ଧନ ହାର ୩୧.୨% ହେଇଥିଲା । ତଥାପି ୨୦୦୧ରେ ୭୦% ଲୋକ ଗ୍ରାମାଞ୍ଚଳରେ ରହୁଥିଲେ । ୨୦୦୧ ଜନଗଣନା ଅନୁସାରେ ଭାରତରେ ୨୭ଟି ମହାନଗରର ଜନସଂଖ୍ୟା ୧୦ ଲକ୍ଷ୍ୟରୁ ଅଧିକ ଥିଲା । ଏହା ମଧ୍ୟରେ ଚେନ୍ନଇ , ମୁମ୍ବାଇ , କୋଲକାତା ଓ ନୂଆ ଦିଲ୍ଲୀ  ସର୍ବ ବୃହତ । 

୨୦୧୧ ଜନଗଣନା ଅନୁସାରେ ୫୪ଟି ମହାନଗର ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲା ଯାହାର ସଂଖ୍ୟା ୨୦୦୧ରେ ୩୪ ଥିଲା । [୮]ସହରାଞ୍ଚଳରେ ରହୁଥିବା ଭାରତୀୟ ମାନଙ୍କ ମଧ୍ୟରେ ୪୩% ଲୋକ ଏହି ସବୁ ମହାନଗରରେ ରହନ୍ତି ।[୯] ଉତ୍ତର ପୂର୍ବ ଭାରତରେ ଗୁଆହାଟି ଏକମାତ୍ର ସହର ଯାହାର ଲୋକସଂଖ୍ୟା ୧୦ ଲକ୍ଷରୁ ଉର୍ଦ୍ଧ ।କେବଳ କେରଳ ରାଜ୍ୟ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ୬ଟି ମହାନଗର ରହିଛି । [୮] 

ଗ୍ୟାଲେରି [ସମ୍ପାଦନା]

ମେପ [ସମ୍ପାଦନା]

ତାଲିକା [ସମ୍ପାଦନା]

Rank UA[a] State/Territory Population (2011)[୧୧] Population (2001)[୧୦]
1 Mumbai Maharashtra 18,394,912 16,434,386
2 Delhi Delhi 16,349,831 12,877,470
3 Kolkata West Bengal 14,057,991 13,205,697
4 Chennai Tamil Nadu 8,653,521 6,560,242
5 Bangalore Karnataka 8,520,435 5,701,446
6 Hyderabad Telangana 7,677,018 5,742,036
7 Ahmedabad Gujarat 6,357,693 4,525,013
8 Pune Maharashtra 5,057,709 3,760,636
9 Surat Gujarat 4,591,246 2,811,614
10 Jaipur Rajasthan 3,046,163 2,322,575
11 Kanpur Uttar Pradesh 2,920,496 2,715,555
12 Lucknow Uttar Pradesh 2,902,920 2,245,509
13 Nagpur Maharashtra 2,497,870 2,129,500
14 Ghaziabad Uttar Pradesh 2,375,820 968,256
15 Indore Madhya Pradesh 2,170,295 1,506,062
16 Coimbatore Tamil Nadu 2,136,916 1,461,139
17 Kochi Kerala 2,119,724 1,355,972
18 Patna Bihar 2,049,156 1,697,976
19 Kozhikode Kerala 2,028,399 880,247
20 Bhopal Madhya Pradesh 1,886,100 1,458,416
21 Thrissur Kerala 1,861,269 330,122
22 Vadodara Gujarat 1,822,221 1,491,045
23 Agra Uttar Pradesh 1,760,285 1,331,339
24 Visakhapatnam Andhra Pradesh 1,728,128 1,345,938
25 Malappuram Kerala 1,699,060 170,409
26 Thiruvananthapuram Kerala 1,679,754 889,635
27 Kannur Kerala 1,640,986 498,207
28 Ludhiana Punjab 1,618,879 1,398,467
29 Nashik Maharashtra 1,561,809 1,152,326
30 Vijayawada Andhra Pradesh 1,476,931 1,039,518
31 Madurai Tamil Nadu 1,465,625 1,203,095
32 Varanasi Uttar Pradesh 1,432,280 1,203,961
33 Meerut Uttar Pradesh 1,420,902 1,161,716
34 Faridabad Haryana 1,414,050 1,055,938
35 Rajkot Gujarat 1,390,640 1,003,015
36 Jamshedpur Jharkhand 1,339,438 1,104,713
37 Jabalpur Madhya Pradesh 1,268,848 1,098,000
38 Srinagar Jammu and Kashmir 1,264,202 988,210
39 Guwahati Assam 1,260,419 N/A
40 Asansol West Bengal 1,243,414 1,067,369
41 Vasai-Virar Maharashtra 1,222,390
42 Allahabad Uttar Pradesh 1,212,395 1,042,229
43 Dhanbad Jharkhand 1,196,214 1,065,327
44 Aurangabad Maharashtra 1,193,167 892,483
45 Amritsar Punjab 1,183,549 1,003,917
46 Jodhpur Rajasthan 1,138,300 860,818
47 Raipur Chhattisgarh 1,123,558 700,113
48 Ranchi Jharkhand 1,120,374 863,495
49 Gwalior Madhya Pradesh 1,117,740 865,548
50 Kollam Kerala 1,110,668 380,091
51 Durg-Bhilainagar Chhattisgarh 1,064,222 927,864
52 Chandigarh Chandigarh 1,055,450 808,515
53 Tiruchirappalli Tamil Nadu 1,022,518 866,354
54 Kota Rajasthan 1,001,694 703,150

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of cities in India by population
  • List of most populous metropolitan areas in India
  • List of states and union territories of India by population
  • Demographics of India

ନୋଟ ସବୁ [ସମ୍ପାଦନା]

  1. The population figures of cities in Kerala are inflated as the definition of urban agglomeration was revised in the 2011 census. The population of urban agglomerations in Kerala is not comparable with other cities in the country.[୧୦]

ଆଧାର [ସମ୍ପାଦନା]

  1. ୧.୦ ୧.୧ {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. ୪.୦ ୪.୧ "Census 2011 Provisional Population Totals" (PDF). The Hindu. Chennai, India.
  5. {{cite web}}: Empty citation (help)
  6. Shinde, Swati (13 Sep 2008). "Migration rate to city will dip". Times of India. Retrieved 2008-12-08. {{cite news}}: More than one of |accessdate= and |access-date= specified (help)
  7. "Develop towns to stop migration to urban areas: economist". Chennai, India: Hindu. 3 December 2005. Retrieved 2008-12-08. {{cite news}}: More than one of |accessdate= and |access-date= specified (help)
  8. ୮.୦ ୮.୧ {{cite web}}: Empty citation (help)
  9. {{cite web}}: Empty citation (help)
  10. ୧୦.୦ ୧୦.୧ "INDIA STATS : Million plus cities in India as per Census 2011". Press Information Bureau, Mumbai. National Informatics Centre (NIC). Retrieved 7 February 2012. ଆଧାର ଭୁଲ: Invalid <ref> tag; name "ua2011" defined multiple times with different content
  11. {{cite web}}: Empty citation (help)

ପୁନଶ୍ଚ ପଠନ [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]