କୁମ୍ଭ ମେଳା
ଦେଖଣା
କୁମ୍ଭ ମେଳା | |
---|---|
ନାମ | କୁମ୍ଭ ମେଳା, ମହା କୁମ୍ଭ ମେଳା |
ପାଳନକାରୀ | ହିନ୍ଦୁଧର୍ମାବଲମ୍ବୀ |
ପ୍ରକାର | ହିନ୍ଦୁ ଧର୍ମ |
An article related to |
---|
Practices
|
କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ଵାର, ପ୍ରୟାଗ, ଉଜ୍ଜୈନ ଓ ନାଶିକରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ଵତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏହି ମେଳା ଚାରି ମାସ ଧରି ଚାଲେ ।
ସମୟ
ପୌରାଣିକ
ସ୍ଥାନ
ଆହୁରି ଦେଖନ୍ତୁ
ଆଧାର
ବାହାର ତଥ୍ୟ
- "Amrit Nectar of Immortality", documentary about the Kumbh Mela 2010 in Haridwar
- mahakumbhfestival.com
- Video of the 2001 Maha Kumbh Mela in Allahabad from ArtnetworkTV
- Video of 2010 Maha Kumbh Mela in Haridwar from Guardian.co.uk
- Photo essay on Kumbh Mela
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |