Jump to content

ଓଲାନଜାପାଇନ/ସାମିଡୋରଫାନ

ଉଇକିପିଡ଼ିଆ‌ରୁ
ଓଲାନଜାପାଇନ/ସାମିଡୋରଫାନ
Combination of
OlanzapineAtypical antipsychotic
SamidorphanOpioid antagonist
Clinical data
Trade namesLybalvi
SynonymsALKS-3831; OLZ/SAM
AHFS/Drugs.com
MedlinePlusa621051
data
Routes of
administration
By mouth
Legal status
Legal status

ଓଲାନଜାପାଇନ/ସାମିଡୋରଫାନ ( OLZ / SAM ), ଲିବାଲଭି ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣଯାହା ସିଜୋଫ୍ରେନିଆ ଏବଂ ବାଇପୋଲାର ଡିଜଅଡର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ଏହି ମିଶ୍ରଣରେ ଓଲାନଜାପାଇନ ଯାହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ ଏବଂ ସାମିଡୋର୍ଫାନ ଯାହା ଏକ ଓପିଓଏଡ ଆଣ୍ଟାଗୋନିଷ୍ଟ ଥାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ନିଦ୍ରାଳୁ ଭାବ, ଶୁଖିଲା ପାଟି, ମୁଣ୍ଡବିନ୍ଧା, କମ୍ପନ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିମେନ୍ସିଆ ଯୋଗୁ ମୃତ୍ୟୁ ଆଶଙ୍କା, ଓପିଓଏଡ ପ୍ରତ୍ୟାହାର, ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, ମଧୁମେହ, ଟାର୍ଡିଭ ଡିସକାଇନେସିଆ, ଛିଡା ହେବା ସମୟରେ ନିମ୍ନ ରକ୍ତଚାପ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୨] ଓପିଓଏଡ୍ ଗ୍ରହଣ କରୁଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଅନୁଚିତ । ଓଲାନଜାପାଇନ୍ କିପରି କାମ କରେ ତାହା ଅସ୍ପଷ୍ଟ ଅଛି । [୨] ଓଲାନଜାପାଇନ ଯୋଗୁ ବଢ଼ିଥିବା ଓଜନ ହ୍ରାସ ସମିଡୋରଫାନ ଉପସ୍ଥିତ ଥାଏ ।[୩] [୪]

ଏହି ମିଶ୍ରଣକୁ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୨] ୨୦୨୨ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ହୋଇନଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬]

ଆଧାର[ସମ୍ପାଦନା]

  1. https://www.accessdata.fda.gov/drugsatfda_docs/label/2021/213378s000lbl.pdf Archived 2022-10-28 at the Wayback Machine. ଛାଞ୍ଚ:Bare URL PDF
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - LYBALVI- olanzapine and samidorphan l-malate tablet, film coated". dailymed.nlm.nih.gov. Archived from the original on 29 October 2022. Retrieved 29 October 2022.
  3. Citrome L, Graham C, Simmons A, Jiang Y, Todtenkopf MS, Silverman B, DiPetrillo L, Cummings H, Sun L, McDonnell D (2021). "An Evidence-Based Review of OLZ/SAM for Treatment of Adults with Schizophrenia or Bipolar I Disorder". Neuropsychiatr Dis Treat. 17: 2885–2904. doi:10.2147/NDT.S313840. PMC 8437420. PMID 34526769.{{cite journal}}: CS1 maint: unflagged free DOI (link)
  4. Paik J (August 2021). "Olanzapine/Samidorphan: First Approval". Drugs. 81 (12): 1431–1436. doi:10.1007/s40265-021-01568-0. PMID 34304374.
  5. "Olanzapine + samidorphan". SPS - Specialist Pharmacy Service. 18 January 2017. Archived from the original on 29 November 2021. Retrieved 29 October 2022.
  6. "Lybalvi Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 29 October 2022.