ଉଇକିପିଡ଼ିଆ:ଉଇକିପ୍ରକଳ୍ପ
ଉଇକିପ୍ରକଳ୍ପ ଉଇକିପିଡ଼ିଆର ବିକାଶ ନିମନ୍ତେ ଏକାଠି ଏକ ସଙ୍ଘ ଭାବରେ କାମ କରିବା ନିମନ୍ତେ ଉଇକି-ଲେଖକ ମାନଙ୍କର ଏକ ମେଳି । ଏହି ସଙ୍ଘ ସାଧାରଣତ ନିର୍ଦିଷ୍ଟ ବିଷୟକୁ ନେଇ ଗଢ଼ାଯାଇଥାଏ (ଯଥା; ନାରୀମାନଙ୍କର ଇତିହାସ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧରଣର କାମ (ଯଥା: ନୂଆ ନୂଆ ତିଆରି ହୋଇଥିବା ପୃଷ୍ଠାର ବିକାଶ)।
ଏକ ଉଇକିପ୍ରକଳ୍ପ ପୃଷ୍ଠାରେ ସିଧା ଏକ ଜ୍ଞାନକୋଷ ଭିତ୍ତିକ ପ୍ରସଙ୍ଗକୁ ସିଧା ସଳଖ ଲେଖାଯାଏ ନାହିଁ, କିନ୍ତୁ ଏହା ସେହିପରି ପ୍ରସଙ୍ଗମାନଙ୍କର ଲେଖା ଓ ସମ୍ପାଦନାର ପରିଚାଳନା କରିଥାଏ । ଉଇକିପ୍ରକଳ୍ପମାନଙ୍କରେ ଲେଖକ-ସମ୍ପାଦକ ମାନଙ୍କ ପାଇଁ ଉପଦେଶ ଥାଏ, ଆପେଆପେ ଚାଳିତ ସଭ୍ୟ (bot) ବ୍ୟବହାର କରି ସଙ୍ଘର ବିଚାରରେ ଥିବା ପ୍ରସଙ୍ଗର କି କି ବଦଳ ହେଉଛି ତାହା ଲକ୍ଷ କରାଯାଇଥାଏ ଓ ସଭ୍ୟମାନେ ବ୍ୟବହାର କରୁଥିବା ଉପକରଣ ଓ ଛାଞ୍ଚର ସୁବିଧାଜନକ ତାଲିକାମାନ ତିଆରି କରାଯାଇଥାଏ । ଏକ ପ୍ରକଳ୍ପ ପୃଷ୍ଠାର ଆଲୋଚନା ପୃଷ୍ଠା ଉକ୍ତ ପ୍ରକଳ୍ପର ସଭ୍ୟମାନଙ୍କ ଭିତରେ ଆଲୋଚନା ପାଇଁ ଏକ ଉପଯୁକ୍ତ ସ୍ଥାନ, ସେଠାରେ ସେମାନେ କଣ କରୁଛନ୍ତି ତାହା ଆଲୋଚନା କରନ୍ତି, ପ୍ରଶ୍ନ ପଚାରନ୍ତି ଓ ସେହି ଗୋଠର କାମରେ ଇଛୁକଥିବା ଆଉ ଲୋକଙ୍କଠାରୁ ଉପଦେଶ ଗ୍ରହଣ କରିଥାନ୍ତି ।
ଓଡ଼ିଆ ଉଇକିପିଡ଼ିଆରେ ଏଯାବତ ୪ଟି ଉଇକିପ୍ରକଳ୍ପ ଅଛି ।
ପ୍ରକଳ୍ପଟିଏ ଖୋଜିବା
[ସମ୍ପାଦନା]
|
ଉଇକିପ୍ରକଳ୍ପ ନୂଆ ଯୋଗଦାନକାରୀଙ୍କୁ ଆମନ୍ତ୍ରଣ କରିଥାଏ; ଦୟାକରି ଏଥିମଧ୍ୟରୁ କୌଣସିଥିରେ ବା ଆପଣ ଇଛୁକ ଥିବା ପ୍ରକଳ୍ପରେ ଯୋଗ ଦିଅନ୍ତୁ ।
ପ୍ରକଳ୍ପ ଗଠନ ଓ ପରିଚାଳନା
[ସମ୍ପାଦନା]ଏକ ଉଇକିପ୍ରକଳ୍ପ ଗଠନ ଏକାଠି କାମ କରିବାକୁ ଇଛୁକଥିବା ଲୋକମାନଙ୍କୁ ନେଇ ସଙ୍ଘଗଠନକୁ ବୁଝାଇଥାଏ ।
ଆରମ୍ଭ କରିବା ଆଗରୁ ଉଇକିପ୍ରକଳ୍ପ ପରିଚାଳନା ସହାୟକ ପୁସ୍ତିକା ପଢ଼ିନିଅନ୍ତୁ ଓ ସେସବୁ କିପରି "ଏକ ବିଶାଳ ପରିବେଶ" ଭିତରେ କାମ କରିଥାନ୍ତି ଜାଣିବା ନିମନ୍ତେ ଆଗରୁଥିବା କେତେକ ଉଇକିପ୍ରକଳ୍ପରୁ, ସାହାଯ୍ୟ ନିଅନ୍ତୁ । ଯଦି ଆପଣ ଏକ ନୂଆ ପ୍ରକଳ୍ପ କିପରି ତିଆରି କରାଯାଏ ବା ସେହି ପ୍ରକଳ୍ପରେ ଆଉ କେହି ଇଛୁକ କି ନୁହଁନ୍ତି ସେ ବାବଦରେ ସ୍ଥିର ନୁହଁନ୍ତି ତେବେ ଆପଣ ଏକ ଉଇକିପ୍ରକଳ୍ପ ପ୍ରସ୍ତାବ ଦେଇ ପାରିବେ । ସଙ୍ଘସମୂହର ଏକମନ ସମ୍ପାଦକଗଣ କେବେ ବି ଏକ ଉଇକପ୍ରକଳ୍ପ ଆରମ୍ଭ କରିପାରନ୍ତି ଓ କମକରିବା ନିମନ୍ତେ ଉତ୍ସାହିତ ହୋଇଥାନ୍ତି, କିନ୍ତୁ ସେମାନେ ବେଳେ ବେଳେ ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ପଚାଇଥାନ୍ତି । ସୌଜନ୍ୟମୂଳକ ପ୍ରସ୍ତାବମାନଙ୍କରେ ଅନେକ ସୁବିଧାମାନ ଥାଏ, ସେଥିରେ ଉପଯୋଗୀ ମତ ଥାଏ ଯାହା ଅନେକ କାମ ତୁଟାଇଦେଇଥାଏ ଓ ଇଛୁକ ସଭ୍ୟମାନଙ୍କୁ ପ୍ରକଳ୍ପ ସହ ଯୋଡ଼ିଥାଏ ।
ଅନ୍ୟାନ୍ୟ
[ସମ୍ପାଦନା]ଅଧିକ ତଥ୍ୟ ବା ପ୍ରଶ୍ନ ପଚାରିବା ନିମନ୍ତେ ଦୟାକରି ଉଇକିପ୍ରକଳ୍ପ ସଙ୍ଘ ଯାନ୍ତୁ କିମ୍ବା ସବିଶେଷ ଜାଣିବା ନିମନ୍ତେ ଉଇକିମିଡ଼ିଆ ପ୍ରକଳ୍ପ ତାଲିକା ଦେଖନ୍ତୁ ।
ଉଇକିପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆ ଭିତରେ ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଲେଖା, ଛବି ତଥା ଅନ୍ୟାନ୍ୟ ମାଧ୍ୟମକୁ ଆଣିବାର ଏକ ପ୍ରଚେଷ୍ଟା । ପ୍ରଥମ ଓଡ଼ିଆ ଉଇକିପ୍ରକଳ୍ପ ୨୩ ମେ ୨୦୧୧ ରେ ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ ଥିଲା ଓଡ଼ିଆ ଉଇକିପିଡ଼ିଆକୁ ଜୁନ ୧ ଆଗରୁ ୧୦୦୦ଟି ଲେଖାରେ ଭରିବା । ଏବେ ଓଡ଼ିଆରେ ୧୮,୮୦୪ଟି ଲେଖା ଅଛି ।
ପୁରୁଣା ଉଇକିପ୍ରକଳ୍ପ
[ସମ୍ପାଦନା]ଚଳିତ ଉଇକିପ୍ରକଳ୍ପ ଓ ଇଚ୍ଛୁକ ଉଇକିଆଳି
[ସମ୍ପାଦନା]ଏହି ପ୍ରକଳ୍ପମାନ ଏବେ ଚାଲିଛି, ଯଦି ଆପଣ ଏକ ପ୍ରକଳ୍ପରେ ଭାଗ ନେବାକୁ ଚାହାଁନ୍ତି ତେବେ ସେହି ପ୍ରକଳ୍ପ ପାଖରେ ନିଜ ନାମ ଲେଖନ୍ତୁ । ଯଦି ଆପଣ ତଳେ ଥିବା ଏବେକାର କିଛି ପ୍ରକଳ୍ପରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ନାମ ଲେଖାନ୍ତୁ ।
କ୍ର.ନ. | ପ୍ରକଳ୍ପ ନାମ | ଆଗ୍ରହୀ ଉଇକିଆଳିଙ୍କ ନାମ | କାମ | ଉଇକିଆଳିଙ୍କ ନାମ | କାମ | ଉଇକିଆଳିଙ୍କ ନାମ | କାମ | ଉଇକିଆଳିଙ୍କ ନାମ | କାମ | ଉଇକିଆଳିଙ୍କ ନାମ | କାମ | ଉଇକିଆଳିଙ୍କ ନାମ | କାମ | |
---|---|---|---|---|---|---|---|---|---|---|---|---|---|---|
୧ | ଓଡ଼ିଆ ସାହିତ୍ୟ ପାଇଁ ଉଇକିପିଡ଼ିଆ | ବିଶୁଦ୍ଧାକ୍ଷ ପୁହାଣ | କାମ | ଶିତିକଣ୍ଠ ଦାଶ | ପୁସ୍ତକ ସମୀକ୍ଷା ଓ ଲେଖକ ପରିଚୟ | ପ୍ରତୀକ ପଟ୍ଟନାୟକ | ଓଡ଼ିଶୀ ସଙ୍ଗୀତ ସାହିତ୍ୟ | ନାମ | କାମ | ନାମ | କାମ | ନାମ | କାମ | |
୨ | ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୩ | ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ | ମୃତ୍ୟୁଞ୍ଜୟ କର | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୪ | ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ | ସୁବାସ ଚନ୍ଦ୍ର ରାଉତ | କାମ | ଗାୟତ୍ରୀ ତ୍ରିପାଠୀ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୫ | ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ | ମୁନା ମହାନ୍ତ | କାମ | ଶିତିକଣ୍ଠ ଦାଶ | କାମ | ସ୍ନେହାଶିଷ ନାୟକ | ୱେବ୍ ଡେଭେଲପର | ଜଗନ୍ନାଥ ଦୋରା | କମ୍ପୁଟର ବିଜ୍ଞାନ ଛାତ୍ର | ନାମ | କାମ | ରାଜଲକ୍ଷ୍ମୀ ମିଶ୍ର | କମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀ | |
୬ | ଉଇକିପ୍ରକଳ୍ପ ବିଜ୍ଞାନ | ଶିଶିର କୁମାର ନାୟକ | କାମ | ବିଶୁଦ୍ଧାକ୍ଷ ପୁହାଣ | କାମ | ଶିତିକଣ୍ଠ ଦାଶ | କାମ | ନାମ | କାମ | ନାମ | କାମ | ନାମ | କାମ | |
୭ | ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର | ସଂଗ୍ରାମ କେଶରୀ ସେନାପତି | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୮ | ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ | କମଳାକାନ୍ତ ନାୟକ | କାମ | ଆଶୁତୋଷ କର | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୯ | ଉଇକିପ୍ରକଳ୍ପ ମହିଳା | ଆଭା ପ୍ରଧାନ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୦ | ଉଇକିପ୍ରକଳ୍ପ ପ୍ରଯୁକ୍ତି ବିଦ୍ୟା | ଚିନ୍ମୟୀ ମିଶ୍ର | କମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୧ | ଉଇକିପ୍ରକଳ୍ପ ପ୍ରତ୍ନତତ୍ତ୍ୱ | ପ୍ରତୀକ ପଟ୍ଟନାୟକ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୨ | ଉଇକିପ୍ରକଳ୍ପ ଖାଦ୍ୟ | ଅଲିଭା ସାହୁ | କାମ | ଦିବ୍ୟଦର୍ଶୀ ନାୟକ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୩ | ଉଇକିପ୍ରକଳ୍ପ ଖେଳ | ଆଭା ପ୍ରଧାନ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୪ | ଉଇକିପ୍ରକଳ୍ପ ଭାରତୀୟ ଆଇନ | ବିକାଶ ଓଝା | କାମ | ହରିହର ପ୍ରସାଦ ଶତପଥି | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | |
୧୫ | ଉଇକିପ୍ରକଳ୍ପ ଅର୍ଥନୀତି | ସୌମେନ୍ଦ୍ର କୁମାର ସାହୁ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ | ନାମ | କାମ |