ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଖାଦ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
Wlf logo 2015.png WikiProject

ଖାଦ୍ୟ

 
ଖାଦ୍ୟ ସମ୍ବନ୍ଧିତ ପ୍ରସଙ୍ଗ ଗଠନ କରିବା ଆମର ଲକ୍ଷ୍ୟ

ସମୁଦାୟ ୬ ଟି ପ୍ରସଙ୍ଗ

ପ୍ରକଳ୍ପର ଲକ୍ଷ[ସମ୍ପାଦନା]

ଉଇକିପ୍ରକଳ୍ପ ଖାଦ୍ୟ, ସମଗ୍ର ଦେଶରେ ପ୍ରସ୍ତୁତ ଭିନ୍ନ ଭିନ୍ନ ରକମର ସ୍ୱାଦିଷ୍ଟ ଖାଦ୍ୟ ସମ୍ପର୍କରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ ।

ପ୍ରକ୍ରିୟା[ସମ୍ପାଦନା]

  • ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  • ପ୍ରସଙ୍ଗଟି ପାଖାପାଖି ୨୦୦୦ ବାଇଟ ହୋଇଥିବା ଆବଶ୍ୟକ ।
  • ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
  • ଦରକାରୀ ଚିତ୍ର ଯୋଡ଼ନ୍ତୁ ।
  • ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
  • ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  • ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।
  • ପ୍ରସଙ୍ଗ ଶେଷ ହେବା ପରେ ପ୍ରସଙ୍ଗ ତାଲିକାରେ ପ୍ରସଙ୍ଗ ସହ ନିଜ ନାମ ଲେଖନ୍ତୁ ।

ଆଗ୍ରହୀ ଉଇକିଆଳି[ସମ୍ପାଦନା]

ପ୍ରସଙ୍ଗ ତାଲିକା[ସମ୍ପାଦନା]

ନୂଆ ପ୍ରସଙ୍ଗ[ସମ୍ପାଦନା]

  1. ଡାଲ ମଖନୀ YesY ହୋଇଗଲା । Aliva Sahoo (ମୋ ଆଲୋଚନା) ୧୯:୨୯, ୧୨ ଜୁଲାଇ ୨୦୧୮ (IST)
  2. ଆଳୁ ଟିକ୍କୀ YesY ହୋଇଗଲା । Aliva Sahoo (ମୋ ଆଲୋଚନା) ୨୩:୩୦, ୧୨ ଜୁଲାଇ ୨୦୧୮ (IST)
  3. ଟମାଟୋ ଚଟଣୀ YesY ହୋଇଗଲା । Dibyadarsi Nayak (ମୋ ଆଲୋଚନା) ୧୭:୩୭, ୧୯ ଜୁଲାଇ ୨୦୧୮ (IST)
  4. ମକ୍କା ରୁଟି YesY ହୋଇଗଲା । --Aliva Sahoo (ମୋ ଆଲୋଚନା) ୨୧:୦୪, ୨୬ ଜୁଲାଇ ୨୦୧୮ (IST)
  5. ଇଟିଲି ପିଠା YesY ହୋଇଗଲା । --Aliva Sahoo (ମୋ ଆଲୋଚନା) ୨୦:୧୯, ୨୭ ଜୁଲାଇ ୨୦୧୮ (IST)

ଉନ୍ନତ (ପୁରୁଣା) ପ୍ରସଙ୍ଗ[ସମ୍ପାଦନା]

  1. ମସଲା ଭେଣ୍ଡି YesY ହୋଇଗଲା । --Aliva Sahoo (ମୋ ଆଲୋଚନା) ୨୦:୩୮, ୨୭ ଜୁଲାଇ ୨୦୧୮ (IST)

Aliva Sahoo

ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣ[ସମ୍ପାଦନା]

ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ଖାଦ୍ୟର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ, ଯାହା ନିମ୍ନମତେ ଦେଖାଇବ:

Good Food Display - NCI Visuals Online.jpgଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ଖାଦ୍ୟ ପାଇଁ ଅବଦାନ ରହିଛି ।



ଯୋଗାଯୋଗ[ସମ୍ପାଦନା]

Aliva Sahoo