ଉଇକିପିଡ଼ିଆ:ପ୍ରଯୁକ୍ତି ବିଦ୍ୟା

ଉଇକିପିଡ଼ିଆ‌ରୁ

ପ୍ରକଳ୍ପର ଲକ୍ଷ୍ୟ[ସମ୍ପାଦନା]

ଏବେକାର ଇଣ୍ଟର୍ନେଟ ଯୁଗରେ ସମସ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହିତ କିଛି ନା କିଛି ଉପାୟରେ ଜଡ଼ିତ ହେଉଛନ୍ତି । ଫଳରେ ଦିନକୁ ଦିନ ଆଧୁନିକ ପ୍ରଯୁକ୍ତିଭିତ୍ତକ ଉତ୍ପାଦ(Technical products) ଗୁଡିକର ତିଆରି ତଥା ବ୍ୟବହାର ବୃଦ୍ଧି ପାଉଛି । ସେ ମଧ୍ୟରୁ କିଛି ଲୋକପ୍ରିୟ ବିଷୟ ଉପରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ୍ୟ ।

କିପରି ଏଥିରେ ଭାଗନେବେ[ସମ୍ପାଦନା]

ଆଗ୍ରହୀ ଉଇକିଆଳି[ସମ୍ପାଦନା]

ପ୍ରସଙ୍ଗ[ସମ୍ପାଦନା]

ନୂଆ ତିଆରି କରିଥିବା ପ୍ରସଙ୍ଗ ଗୁଡିକ ବା ଉଇକିକରଣ କରିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଛାଞ୍ଚ:ଉଇକିପ୍ରକଳ୍ପ ପ୍ରଯୁକ୍ତି ବିଦ୍ୟା ଛାଞ୍ଚଟିକୁ ବ୍ୟବହାର କରନ୍ତୁ ।

କୌଣସି ପ୍ରସଙ୍ଗରେ ଚିତ୍ର ନଥିଲେ, ତା'ର ଆଲୋଚନା ପୃଷ୍ଠାରେ

ଛାଞ୍ଚଟିକୁ ଯୋଡି ଦିଅନ୍ତୁ ।

ପ୍ରକ୍ରିୟା[ସମ୍ପାଦନା]

  1. ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  2. ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
  3. ଦରକାରୀ ଚିତ୍ର ଯୋଡ଼ନ୍ତୁ ।
  4. ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
  5. ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  6. ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।

ଅଡ଼ିଓ[ସମ୍ପାଦନା]

ଭିଡ଼ିଓ[ସମ୍ପାଦନା]