ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଅର୍ଥନୀତି
ଦେଖଣା
ଉଇକିପ୍ରକଳ୍ପ ଅର୍ଥନୀତି, ଓଡ଼ିଆ ଉଇକିପିଡ଼ିଆରେ ଅର୍ଥନୀତି ସମ୍ପର୍କିତ ପୃଷ୍ଠାଗୁଡ଼ିକୁ ତିଆରି କରିବା ଏବଂ ଉପଲବ୍ଧ ପୃଷ୍ଠାଗୁଡ଼ିକର ଗୁଣାତ୍ମକ ମାନ ବଢ଼ାଇବାକୁ ଗଠନ କରାଯାଇଛି । ଏହାସହିତ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଅର୍ଥବ୍ୟବସ୍ଥା ସମ୍ପର୍କିତ ସଚେତନତା ଆଣିବା ଏହି ପ୍ରକଳ୍ପର ଲକ୍ଷ୍ୟ ।
ଦରକାରୀ ପ୍ରସଙ୍ଗ ତାଲିକା
[ସମ୍ପାଦନା]ପ୍ରଥମ ପର୍ଯ୍ୟାୟରେ ନିମ୍ନ ପ୍ରସଙ୍ଗଗୁଡ଼ିକ ନିହାତିରୂପେ ଆବଶ୍ୟକ ।
ଶେୟାର ବଜାର ସମ୍ପର୍କିତ
[ସମ୍ପାଦନା]- ଷ୍ଟକ୍ ଏକ୍ସଚେଞ୍ଜ
- ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ
- ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
- ସେବି (SEBI: Securities and Exchange Board of India)
- ବଣ୍ଡ
- ମାଧ୍ୟମିକ ବଜାର
- ଡିଭିଡେଣ୍ଡ
- ମାର୍କେଟ କ୍ୟାପିଟାଲାଇଜେସନ ଇଂରାଜୀ ପ୍ରସଙ୍ଗ: Market_Capitalization
- ଶର୍ଟ ଶେଲିଂ ଇଂରାଜୀ ପ୍ରସଙ୍ଗ: Short selling
- ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ ଇଂରାଜୀ ପ୍ରସଙ୍ଗ:
- ଫରୱାର୍ଡ଼ ଇଂରାଜୀ ପ୍ରସଙ୍ଗ:
- ଅପ୍ସନ ଇଂରାଜୀ ପ୍ରସଙ୍ଗ:
- ଫ୍ୟୁଚର ଇଂରାଜୀ ପ୍ରସଙ୍ଗ:
- ସେନସେକ୍ସ ଇଂରାଜୀ ପ୍ରସଙ୍ଗ:
- ନିଫ୍ଟି ଇଂରାଜୀ ପ୍ରସଙ୍ଗ:
- ଇନିସିଆଲ ପବ୍ଲିକ ଅଫରିଂ ଇଂରାଜୀ ପ୍ରସଙ୍ଗ:
- ଟ୍ରେଡିଂ ଖାତା ଇଂରାଜୀ ପ୍ରସଙ୍ଗ:
- ଡିମାଟ ଖାତା ଇଂରାଜୀ ପ୍ରସଙ୍ଗ: