ଉଇକିପିଡ଼ିଆ:ଜନ୍ମତିଥି ୮/କଟକ
20°27′31″N 85°52′01″E / 20.45858°N 85.866888°E
ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ
୨୯ ଜାନୁଆରୀ, ୨୦୧୨
» କଟକ
» ଦିଲ୍ଲୀ
» ବେଙ୍ଗାଳୁରୁ
୮ମ ଉଇକି ମେଳଣ ଘୋଷଣା କରାଗଲା
୧୦.୦୦ ସକାଳ. ୬ ଡିସେମ୍ବର ୨୦୧୫, ରବିବାର
ଉପକ୍ରମ
[ସମ୍ପାଦନା]ଏହି ଉଇକିପିଡ଼ିଆ ମେଳଣଟି କଟକ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ କଟକ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।
ଜାଗା ଓ ଠିକଣା ( Venue and Date )
[ସମ୍ପାଦନା]ତାରିଖ: : ରବିବାର, ୨୦୧୨-ଜାନୁଆରୀ-୨୯ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩ ୦୦୨, ଓଡ଼ିଶା, ଭାରତ
Date: : Sunday, 2012-January-15 10:00 AM IST
Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753 002, Odisha, India
କେଉଁ ମାନେ ଭାଗ ନେଇପାରିବେ (Who can participate)
[ସମ୍ପାଦନା]ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
[ସମ୍ପାଦନା]ଓଡ଼ିଆରେ
[ସମ୍ପାଦନା]- ଉଇକିପିଡ଼ିଆ ବାବଦରେ ଆଲୋଚନା
- ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ (କଟକ, ଦିଲ୍ଲୀ ଓ ବେଙ୍ଗାଳୁରୁ)
- କେମିତି ସମ୍ପାଦନ କରିବେ ଉଇକିପିଡ଼ିଆର ପ୍ରଦର୍ଶନ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
In English
[ସମ୍ପାଦନା]- Introducing Wikipedia
- Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
- Demonstration of How to edit Wikipedia.
- Current status of Odia Wikipedia and WikiProjects
ଆୟୋଜନ କରୁଛନ୍ତି (Organizers)
[ସମ୍ପାଦନା]ପ୍ରେସ ବିଜ୍ଞପ୍ତି
[ସମ୍ପାଦନା]ପାଳନ ଆଗର ଖବର
[ସମ୍ପାଦନା]- Odisha: Odia Wikipedia celebrating its 8th birthday. OrissaDiary.com
- Odia Wikipedia celebrating its 8th birthday. eindiadiary.com. 25 Jan 2012
- Odia Wikipedia celebrating its 8th birthday. Fullorissa.com. 26 January 2012
- Wikipedia’s Odia Section Celebrated Its Eighth Year. January 26, 2012
- Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
- Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012
ଭାଗନେଉଛନ୍ତି (Participants)
[ସମ୍ପାଦନା]ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up)
[ସମ୍ପାଦନା]- ରଞ୍ଜନ୍ କୁମର୍ ବେହେରା
ଏଥିରେ ଭାଗନେଇଥିଲେ (Attendees)
[ସମ୍ପାଦନା]
ଶୁଭେଚ୍ଛା (Best wishes)
[ସମ୍ପାଦନା]- ସୁଭାସିସପାଣିଗାହିମୋତେ କହିବେ କିଛି?
- -- ଅηsuмaη Talk
- Sourav Mohanty (talk) ୧୩:୨୧, ୨୬ ଜାନୁଆରୀ ୨୦୧୨ (UTC)
- ରଞ୍ଜନ୍ କୁମର୍ ବେହେରା
- ଜ୍ଞାନରଞ୍ଜନ ସାହୁ (talk)
ବିବରଣୀ
[ସମ୍ପାଦନା]ଖବରରେ (In News)
[ସମ୍ପାଦନା]ଫେସବୁକ (Facebook)
[ସମ୍ପାଦନା]- ଏହିସବୁ କଥାର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟୁଇଟର (Twitter)
[ସମ୍ପାଦନା]- Tweet with #WPMCTC6 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos)
[ସମ୍ପାଦନା]-
କଟକରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ଅବସରରେ କେକ
-
ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ଅବସରରେ କେକ
-
କଟକ ରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ କରିଥିବା ଉଇକିଆଳିଗଣ
-
କଟକ ରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ କରିଥିବା ଉଇକିଆଳିଗଣ
-
କଟକ ରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ କରିଥିବା ଉଇକିଆଳିଗଣ
ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2012Jan29