ଉଇକିପିଡ଼ିଆ:ଜନ୍ମତିଥି ୮/କଟକ

ଉଇକିପିଡ଼ିଆ‌ରୁ

20°27′31″N 85°52′01″E / 20.45858°N 85.866888°E / 20.45858; 85.866888


ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ


ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ଏଥିରେ ପ୍ରଥମ ସମ୍ପାଦନା ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିଲା । ଏହି ପ୍ରଥମ ସମ୍ପାଦନାର ଦିନରେ ୨୦୧୨ ମସିହା ଠାରୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରିବାର ଯୋଜନା କରାଯାଉଛି ଯାହା ଓଡ଼ିଆ ଉଇକିଆଳିଗଣ ଦେଶ ବିଦେଶରେ ପାଳନ କରିବେ ।

୨୯ ଜାନୁଆରୀ, ୨୦୧୨
» କଟକ      » ଦିଲ୍ଲୀ      » ବେଙ୍ଗାଳୁରୁ


ଉପକ୍ରମ[ସମ୍ପାଦନା]

ଏହି ଉଇକିପିଡ଼ିଆ ମେଳଣଟି କଟକ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ କଟକ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ରବିବାର, ୨୦୧୨-ଜାନୁଆରୀ-୨୯ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩ ୦୦୨, ଓଡ଼ିଶା, ଭାରତ

Date: : Sunday, 2012-January-15 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753 002, Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ଓଡ଼ିଆରେ[ସମ୍ପାଦନା]

In English[ସମ୍ପାଦନା]

  • Introducing Wikipedia
  • Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
  • Demonstration of How to edit Wikipedia.
  • Current status of Odia Wikipedia and WikiProjects

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

  1. ଶ୍ରୀକାନ୍ତ କେଡିଆ
  2. ମୃତ୍ୟୁଞ୍ଜୟ କର
  3. ଜ୍ଞାନରଞ୍ଜନ ସାହୁ
  4. କମଳାକାନ୍ତ ନାୟକ
  5. କୃପାସିନ୍ଧୁ ମୁଦୁଲି

ପ୍ରେସ ବିଜ୍ଞପ୍ତି[ସମ୍ପାଦନା]

ସବିଶେଷ ଏଠାରେ ପଢ଼ନ୍ତୁ

ପାଳନ ଆଗର ଖବର[ସମ୍ପାଦନା]

  1. Odisha: Odia Wikipedia celebrating its 8th birthday. OrissaDiary.com
  2. Odia Wikipedia celebrating its 8th birthday. eindiadiary.com. 25 Jan 2012
  3. Odia Wikipedia celebrating its 8th birthday. Fullorissa.com. 26 January 2012
  4. Wikipedia’s Odia Section Celebrated Its Eighth Year. January 26, 2012
    1. Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
  5. Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012

ଭାଗନେଉଛନ୍ତି (Participants)[ସମ୍ପାଦନା]

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)[ସମ୍ପାଦନା]

  1. ରଞ୍ଜନ୍ କୁମର୍ ବେହେରା

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]


ଶୁଭେଚ୍ଛା (Best wishes)[ସମ୍ପାଦନା]

  1. ସୁଭାସିସପାଣିଗାହିମୋତେ କହିବେ କିଛି?
  2. -- ଅηsuмaη Talk
  3. Sourav Mohanty (talk) ୧୩:୨୧, ୨୬ ଜାନୁଆରୀ ୨୦୧୨ (UTC)
  4. ରଞ୍ଜନ୍ କୁମର୍ ବେହେରା
  5. ଜ୍ଞାନରଞ୍ଜନ ସାହୁ (talk)

ବିବରଣୀ[ସମ୍ପାଦନା]

ଖବରରେ (In News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଫଟୋ (Photos)[ସମ୍ପାଦନା]

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2012Jan29