ଉଇକିପିଡ଼ିଆ:ଜନ୍ମତିଥି ୮
ଦେଖଣା
(ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥିରୁ ଲେଉଟି ଆସିଛି)
ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ
୨୯ ଜାନୁଆରୀ, ୨୦୧୨
» କଟକ
» ଦିଲ୍ଲୀ
» ବେଙ୍ଗାଳୁରୁ
ମୂଳ ପ୍ରସଙ୍ଗ (Agenda)
[ସମ୍ପାଦନା]ଏହି ବର୍ଷ ପ୍ରଥମ ପାଳନ ଅବସରରେ କେତେକ ପ୍ରସଙ୍ଗ ଯାହା ଏହା ପାଳିତ ହେଉଥିବା ସ୍ଥାନ ମାନଙ୍କରେ ଆଲୋଚିତ ହେବ ତାହା ସଂକ୍ଷେପରେ ଦିଆଗଲା ।
ଓଡ଼ିଆରେ
[ସମ୍ପାଦନା]- ଉଇକିପିଡ଼ିଆ ବାବଦରେ ଆଲୋଚନା
- ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ (କଟକ, ଦିଲ୍ଲୀ ଓ ବେଙ୍ଗାଳୁରୁ)
- କେମିତି ସମ୍ପାଦନ କରିବେ ଉଇକିପିଡ଼ିଆର ପ୍ରଦର୍ଶନ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
In English
[ସମ୍ପାଦନା]- Introducing Wikipedia
- Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
- Demonstration of How to edit Wikipedia.
- Current status of Odia Wikipedia and WikiProjects
ଆୟୋଜିତ ହେଉଥିବା ସ୍ଥାନ
[ସମ୍ପାଦନା]ପ୍ରେସ ବିଜ୍ଞପ୍ତି
[ସମ୍ପାଦନା]ପାଳନ ଆଗର ଖବର
[ସମ୍ପାଦନା]- Odisha: Odia Wikipedia celebrating its 8th birthday. OrissaDiary.com
- Odia Wikipedia celebrating its 8th birthday. eindiadiary.com. 25 Jan 2012
- Odia Wikipedia celebrating its 8th birthday. Fullorissa.com. 26 January 2012
- Wikipedia’s Odia Section Celebrated Its Eighth Year. January 26, 2012
- Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
- Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012
ଖବରରେ
[ସମ୍ପାଦନା]- KNOWLEDGE PORTAL. Orissapost.com.Payal Bhut. 24 Jan 2012
ଫଟୋ (Photos)
[ସମ୍ପାଦନା]-
କଟକରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ଅବସରରେ କେକ
-
କଟକ ରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ କରିଥିବା ଉଇକିଆଳିଗଣ
-
ଦିଲ୍ଲୀଠାରେ ପାଳିତ ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥି ଅବସରରେରେ ଓଡ଼ିଆ ଉଇକିଆଳିଗଣ