ଉଇକିପିଡ଼ିଆ:ମେଳଣ/କଟକ/୧
୮ମ ଉଇକି ମେଳଣ ଘୋଷଣା କରାଗଲା
୧୦.୦୦ ସକାଳ. ୬ ଡିସେମ୍ବର ୨୦୧୫, ରବିବାର
ଜାନୁଆରୀ ୨୦୨୫ +/- | |
---|---|
Full Meetup Calendar |
ସାରକଥା
[ସମ୍ପାଦନା]ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୩ୟ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଓଡ଼ିଶାରେ ହେଉଥିବା ଦ୍ବିତୀୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ।
କର୍ମଶାଳା ଆଗରୁ ଆଲୋଚନା ଫରଦ ରେ ଆଲୋଚନା କରନ୍ତୁ ।
ସ୍ଥାନ ଓ ସମୟ ( Venue and Date )
[ସମ୍ପାଦନା]ତାରିଖ/Date: : ରବିବାର/Sunday, ୨୦୧୧-ଏପ୍ରିଲ-୧୭ / 2011-April-03 ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩୦୦୨, ଓଡ଼ିଶା, ଭାରତ
Date: : Sunday, 17-April-2010 10:00 AM IST
Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753002,Odisha, India
ଇଚ୍ଛୁକ ଦର୍ଶକ (Intended Audience)
[ସମ୍ପାଦନା]ଉଇକିପିଡ଼ିଆ ଓ ଉଇକିମିଡ଼ିଆର ବାକି ସବୁ ପ୍ରକଳ୍ପରେ ଇଚ୍ଛୁକ ଥିବା କେହି ବି ଉଇକିଆଳି କେହିବି ଏଥିରେ ଭାଗ ନେଇ ପାରିବେ । ଏହା ସମସ୍ତଙ୍କ ପାଇଁ ଖୋଲା ଓ ଯଦି ଆପଣ ଉଇକିପିଡ଼ିଆ ବିଷୟରେ ବେଶି ଜାଣି ନାହାନ୍ତି ତେବେ ବି ଏଠାକୁ ଆସି ପାରିବେ ।
ମୂଳ ପ୍ରସଙ୍ଗ (Agenda)
[ସମ୍ପାଦନା]ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି
ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ
- - କେମିତି ଖୋଜିବେ ଲେଖାଟିଏ
- - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
- - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
- - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
- - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ
ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:
- - ସୁଶାନ୍ତ ପଟ୍ଟନାୟକଙ୍କ ଆଲୋଚନା: କାହିଁକି ଓପନ ସୋର୍ସ ସଫ୍ଟବେର ଓ ଓଡ଼ିଆ ଉଇକିପିଡ଼ିଆ କାହିଁକି ଓ କେମିତି ସାହାଯ୍ୟ କରିବ ଭବିଷ୍ୟତ ପୀଢ଼ିକୁ
- - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
- - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
- - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
- - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
- - ସଙ୍ଘ ଗଢ଼ା
- - ଅନୁବାଦରେ ଅସୁବିଧା ଓ ସମାଧାନ
- - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା
Main Agenda:
Session1:Introduction to Wikipedia and odia wiki projects
- - Introduction about Wikipedia and Odia Wikipedia
- - Current status of Odia Wikipedia
Session2:Introduction to Editing in Wikipedia
- - How to edit any page in Odia Wikipedia
- - How to add Bold, Italicised, === Headings === and "sign" and other commonly used syntaxes
- - How to add references and external links
- - Editing conflicts and how to solve them
- - What to write and what NOT to add in Odia Wikipedia
Post Session2 discussions:
- - Talk by: Susant Patnaik: Opensource and Wiki movement and further steps of Odia Wikipedia.
- - Why Wikipedia Odia?
- - Recent developments and new features added in Wikipedia
- - Future deveopment and possible opportunities with Wikipedia
- - Discussion of common problems raised (And by audience)
- - Display and typing issues and solution
- - Building community
- - Translation issues & possible measures to solve them
- - Incubation of new projects for students in Odia Wikipedia
- - Future Projects for Odia Wikipedia
ଭାଗନେଉଛନ୍ତି (Participants)
[ସମ୍ପାଦନା]ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ଭାଗ ନେଉଛନ୍ତି (Attending)
[ସମ୍ପାଦନା]- Srikant Kedia (ମୋ କଥା)
- Zephyrmaten (talk)
- ଆଶୁତୋଷ କର (Asutosh Kar) (ମୋ ଆଲୋଚନା)
- Bhabani (ମୋ କଥା)
- ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ (ମୋ କଥା) - I will be on Skype only
- ମନୋରଞ୍ଜନ ବେହେରା, ମୁମ୍ବାଇ
- ଜଗଦୀଶ ଉତ୍ତରକବାଟ
- Anshuman Swain
- Arindam Dakua
- Bedananda Padhi
- Bijaylaxmi Singh
- Biswa Ranjan Panigrahi
- Chinmaya Nayak
- Debadatta Nayak Lubz
- Ipratyush Mohanty
- Nipuna Ranjan Behera
- Ranajit Mohanty
- Vivek Pattanayak
- Aditya Vikram Mohapatra
- Avinash Gourav
- Biswajit Sahoo
- Biswaranjan Nayak
- Brahmadatta Kishan
- Gaurishankar Behera
- Ipshita Sengupta
- Louis Mishra
- Manas Nayak
- Prem Panigrahi
- Rakhi Kedia
- Sambit Behera
- Siddharth A Heart Hacker
- ସୁଭ ପା/Subhashish Panigrahi (ମୋ କଥା) ୦୯:୩୫, ୧୬ ଏପ୍ରିଲ ୨୦୧୧ (UTC) (Through Skype)
- Swayam Nayak
- Tirupati D Naik
- BIDYADHAR PANDA
- Bibhishana Bhuyan
ଶୁଭେଚ୍ଛା (Best wishes)
[ସମ୍ପାଦନା]- ଦିବ୍ୟସୁନ୍ଦର ନାୟକ
- ଜ୍ୟୋତି ପ୍ରସାଦ୍ ପଟ୍ଟନାୟକ
- ସୁଭ ପା/Subhashish Panigrahi (ମୋ କଥା) ୧୮:୪୧, ୧୨ ଏପ୍ରିଲ ୨୦୧୧ (UTC)
- ମନୋରଞ୍ଜନ ବେହେରା, ମୁମ୍ବାଇ
- Glad to see that more wiki workshops are happening in Odisha. Best Wishes. Hope within 2 months odia wikipedia will cross 1000 article milestone with quality content.--Shijualex (ମୋ କଥା)
ବିଦ୍ୟଧର୍ ପନ୍ଦ ବିଦୟଆଧର ପଣଡ୍
ବିଶେଷ ସୂଚନା (Announcements/Event Notices)
[ସମ୍ପାଦନା]ଏଠାରେ ଏହି କର୍ମଶାଳା ଉପରେ ଥିବା ବାହାର ଲିଙ୍କସବୁ ଦିଅନ୍ତୁ । Please list external links announcing the meet-up here.
କର୍ମଶାଳା ସରିବା ପରର ବ୍ଲଗ/ଖବର (Post-meetup summary/Blogs/News)
[ସମ୍ପାଦନା]ଫେସବୁକ (Facebook)
[ସମ୍ପାଦନା]ଏହି କର୍ମଶାଳା ବିଷୟରେ ଫେସବୁକ ଘଟଣାରୁ ଅଧିକ ସୂଚନା ପାଇପାରିବେ। ଫେସବୁକରେ facebook.com/OdiaWiki ଓଡ଼ିଆ ଉଇକିପିଡ଼ିଆର ଫରଦ ।
ଟୁଇଟର (Twitter)
[ସମ୍ପାଦନା]- Tweet with #WPMCTC1 twitter hashtag ଟୁଇଟରରେ ଏହି କର୍ମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ମିଡିଆ ଖବର (Media coverage)
[ସମ୍ପାଦନା]ଏଠାରେ ମିଡିଆ/ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସବୁର ତାଲିକା ଦିଅନ୍ତୁ । Please list coverage of this event by media here.
ଫଟ (Photos)
[ସମ୍ପାଦନା]ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Please upload to commons and add category Commons:Category:Cuttack Meetup April2011