ବ୍ୟବହାରକାରୀଙ୍କ ଆଲୋଚନା:Aahwaan

Page contents not supported in other languages.
ଉଇକିପିଡ଼ିଆ‌ରୁ

ସ୍ବାଗତ!

ନମସ୍କାର , Aahwaan ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ସ୍ବାଗତ କରୁଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ଶୁଭ କାମନା ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଯଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହାୟତା ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ସ୍ବାଗତ ଜଣାଉଛୁ! -Jayantanth (ମୋ କଥା) ୧୫:୩୬, ୧୨ ଏପ୍ରିଲ ୨୦୧୧ (UTC)

Standard Odia/Oriya[ସମ୍ପାଦନା]

Please comments ଉଇକିପିଡ଼ିଆ:ଆଲୋଚନା_ସଭା#Standard_Odia.2FOriya. And fixed the issue. Jayantanth (ମୋ କଥା) ୧୮:୩୬, ୧୯ ଏପ୍ରିଲ ୨୦୧୧ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Aahwaan,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୧୭, ୮ ଅଗଷ୍ଟ ୨୦୧୧ (UTC)

ଏହି କନ୍‌ଫେରେନ୍‌ସ ସମାପ୍ତ ହେବାର ୩ ମାସ ହୋଇଗଲାଣି, ତଥାପି ଆମନ୍ତ୍ରଣ ଜଣାଉଛ ? ବାଃ... ଭାଇ ଏହାକୁ ବିଦା କର...

Wikipedia:Username policy[ସମ୍ପାଦନା]

Hello, Sorry for a message in English. Unfortunately this username does not comply with our username policy. Please check out en:Wikipedia:Username policy. And kindly create an account with appropriate Username and move the contents to the new userpage. Or reply me back with an Username and your e-mail ID, I will create one for you and an autogenerated password will be sent to you. So you can change it later following the given link. Thank you -- ଅηsuмaη Talk ୧୫:୫୦, ୧୮ ଫେବୁଆରି ୨୦୧୨ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)