ବ୍ୟବହାରକାରୀ:ଜଗଦୀଶ ଉତ୍ତରକବାଟ

ଉଇକିପିଡ଼ିଆ‌ରୁ
Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
en-3 This user is able to contribute with an advanced level of English.
hi-1यह सदस्य हिन्दी भाषा का प्रारंभिक ज्ञान रखते हैं।
This user can contribute with a basic level of Hindi.
Search user languages

ମୁଁ ଜଣେ Computer Science Engineer ଅଟେ ଏବଂ wikipedia ମୋର ପ୍ରିୟ website ମାନକ ମଧ୍ୟରୁ ଅନ୍ୟତମ ଅଟେ।

ଆପଣ ମୋର ଅନ୍ୟ ସବୁ webpage ମଧ୍ୟ ଦେଖିପାରିବେ ଏବଂ ମୋ ସହିତ ବନ୍ଧୁତା ସ୍ଥାପନ କରିପାରିବେ।

http://www.google.com/profiles/bluestormin

ମୋ Youtube channelରେ techincal ଭିଡିଓ ଦେଖନ୍ତୁ । କିପରି ଓଡିଆରେ Linux,Windows ଅପରେଟିଂ ସିସ୍ଟେମକୁ ରୂପାନ୍ତର କରିବେ ଏବଂ ଓଡିଆରେ ନିଜର Google,Microsoft ଇତ୍ୟାଦିଙ୍କର(Email,Blog etc.) ସେବା ଉପଲବ୍ଧ କରିବେ।

http://www.youtube.com/user/odiachannel


ଇଣ୍ଟରନେଟରେ ଓଡିଆରେ ଲେଖିବା,ପଢିବା ସତରେ ବହୁତ ଭଲ ଲାଗୁଛି ଏବଂ ଗର୍ବିତ ମନେହେଉଛି ।

ମୋର ଲକ୍ଷ୍ୟ ଓଡିଆ ଭାଷାକୁ ୱିକିପିଡିୟାରେ ବିଶ୍ଵର ପ୍ରଥମ ୫୦ଟି ଭାଷା ମଧ୍ୟରେ ରଖିବା ଏବଂ ଏହା ସ୍ଵାଭାବିକଭାବେ ସମ୍ଭବ ମଧ୍ୟ । କାରଣ ୭ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି ।

ଏହା କିପରି ସମ୍ଭବ ହେବ ଗୋଟେ ଛୋଟ ଉଦାହରଣ : ହିନ୍ଦୀ ଭାଷାକୁ ନିଆଯାଉ । ୯ ଜୁନ ୨୦୧୦ ତାରିଖରେ http://meta.wikimedia.org/wiki/Complete_list_of_language_Wikipedias_available ଅନୁସାରେ

Language Language (local) Wiki Articles Total Edits Admins Users Active Users Images Depth
45 Hindi हिन्दी hi 54,979 185,629 647,239 21 29,528 197 4,273 20
200 Oriya ଓଡ଼ିଆ or 670 1,273 23,470 0 1,398 17 4 15


ଏହା ୪୫ ତମ ସ୍ଥାନରେ ଅଛି ,ପ୍ରାୟ ୫୫ ହଜାର ପୃଷ୍ଠା,୪୨୫୦ ଚିତ୍ର ,୩୦ ହଜାର ମୋଟ ସର୍ବୋକାଳୀନ ବ୍ୟବାହାରକାରୀ,୨୦୦ ଜଣ ନିୟମିତ ବ୍ୟବାହାରକାରୀ,୨୦ ଜଣ ମୁଖ୍ୟକର୍ତା । କଣ ଓଡିଶାରେ ୩୦ ହଜାର ସର୍ବକାଳିନ ୱିକିପିଡିୟା ବ୍ୟବାହାରକାରୀ ନାହାନ୍ତି ? ୨୦୦ ଜଣ ନିୟମିତ ବ୍ୟବାହାରକାରୀ ନାହାନ୍ତି ? କଣ ୨୦ ଜଣ ଏହୀ ପ୍ରକଳ୍ପକୁ ଆଗେୟୀ ନେବା ପାଇଁ ନାହାନ୍ତି ? କଣ ଆମ ପାଖରେ ଓଡିଶା ସମ୍ବନ୍ଧୀୟ ୫ ହଜାର ଫୋଟୋ ନାଁହି ? ଉତ୍ତର ହେଲା ଅଛି । କିନ୍ତୁ ସେମାନେ ଏ ବିଷୟରେ ଅଜ୍ଞାତ ବା ଜାଣି ସୁଦ୍ଧା ଆଗ୍ରହ ପ୍ରକାଶ କରୁନାହାନ୍ତି ଓ କିଛିଟା ଅବହେଳା କରୁଛନ୍ତି । ତେବେ ଆସନ୍ତୁ ପରିସ୍ଥିତିକୁ ସୁଧାରିବା ଓ ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କୁ ବିଭିନ୍ନ ବିଜ୍ଞାପନ ଓ ଅନ୍ୟାନ୍ୟ ମାଧ୍ୟମଦ୍ବାରା ଜଣାଇବା । ତା' ଛଡା ସେମାନଙ୍କୁ କିପରି ଇଣ୍ଟେରନେଟରେ/ୱିକିପିଡିୟାରେ ଓଡିଆରେ ଲେଖିବା ଇତ୍ୟାଦି ପ୍ରଶିକ୍ଷଣ ଦେବା ଓ ସାହାଯ୍ୟ କରିବା । ଓଡିଆ ଭାଷାକୁ ଆଗେଇନବାରେ ଆଗ୍ରହ ସୃଷ୍ଟି କରାଇବା । ଏହା କେବଳ ମୋର ଲକ୍ଷ୍ୟ ନୁହେଁ ସବୁ ଓଡିଆଙ୍କ ଲକ୍ଷ୍ୟ ହେବା ଉଚିତ । ଏକୁଟିଆ ଏହି ଲକ୍ଷ୍ୟକୁ ପୂରଣ କରିବା ବହୁ କଷ୍ଟ । ତେବେ ଆସନ୍ତୁ ସମସ୍ତେ ମିଶି ୱିକିପିଡିୟାର ଓଡିଆ ସଂସ୍କରଣ ଓ ଓଡିଆ ଭାଷାକୁ ସମୃଦ୍ଧ କରିବା


ବନ୍ଦେ ଉତ୍କଳ ଜନନୀ !