ବ୍ୟବହାରକାରୀ:ଜଗଦୀଶ ଉତ୍ତରକବାଟ
Wikipedia:Babel | ||
---|---|---|
| ||
Search user languages |
ମୁଁ ଜଣେ Computer Science Engineer ଅଟେ ଏବଂ wikipedia ମୋର ପ୍ରିୟ website ମାନକ ମଧ୍ୟରୁ ଅନ୍ୟତମ ଅଟେ।
ଆପଣ ମୋର ଅନ୍ୟ ସବୁ webpage ମଧ୍ୟ ଦେଖିପାରିବେ ଏବଂ ମୋ ସହିତ ବନ୍ଧୁତା ସ୍ଥାପନ କରିପାରିବେ।
http://www.google.com/profiles/bluestormin
ମୋ Youtube channelରେ techincal ଭିଡିଓ ଦେଖନ୍ତୁ । କିପରି ଓଡିଆରେ Linux,Windows ଅପରେଟିଂ ସିସ୍ଟେମକୁ ରୂପାନ୍ତର କରିବେ ଏବଂ ଓଡିଆରେ ନିଜର Google,Microsoft ଇତ୍ୟାଦିଙ୍କର(Email,Blog etc.) ସେବା ଉପଲବ୍ଧ କରିବେ।
http://www.youtube.com/user/odiachannel
ଇଣ୍ଟରନେଟରେ ଓଡିଆରେ ଲେଖିବା,ପଢିବା ସତରେ ବହୁତ ଭଲ ଲାଗୁଛି ଏବଂ ଗର୍ବିତ ମନେହେଉଛି ।
ମୋର ଲକ୍ଷ୍ୟ ଓଡିଆ ଭାଷାକୁ ୱିକିପିଡିୟାରେ ବିଶ୍ଵର ପ୍ରଥମ ୫୦ଟି ଭାଷା ମଧ୍ୟରେ ରଖିବା ଏବଂ ଏହା ସ୍ଵାଭାବିକଭାବେ ସମ୍ଭବ ମଧ୍ୟ । କାରଣ ୭ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି ।
ଏହା କିପରି ସମ୍ଭବ ହେବ ଗୋଟେ ଛୋଟ ଉଦାହରଣ : ହିନ୍ଦୀ ଭାଷାକୁ ନିଆଯାଉ । ୯ ଜୁନ ୨୦୧୦ ତାରିଖରେ http://meta.wikimedia.org/wiki/Complete_list_of_language_Wikipedias_available ଅନୁସାରେ
№ | Language | Language (local) | Wiki | Articles | Total | Edits | Admins | Users | Active Users | Images | Depth |
---|---|---|---|---|---|---|---|---|---|---|---|
45 | Hindi | हिन्दी | hi | 54,979 | 185,629 | 647,239 | 21 | 29,528 | 197 | 4,273 | 20 |
200 | Oriya | ଓଡ଼ିଆ | or | 670 | 1,273 | 23,470 | 0 | 1,398 | 17 | 4 | 15 |
ଏହା ୪୫ ତମ ସ୍ଥାନରେ ଅଛି ,ପ୍ରାୟ ୫୫ ହଜାର ପୃଷ୍ଠା,୪୨୫୦ ଚିତ୍ର ,୩୦ ହଜାର ମୋଟ ସର୍ବୋକାଳୀନ ବ୍ୟବାହାରକାରୀ,୨୦୦ ଜଣ ନିୟମିତ ବ୍ୟବାହାରକାରୀ,୨୦ ଜଣ ମୁଖ୍ୟକର୍ତା । କଣ ଓଡିଶାରେ ୩୦ ହଜାର ସର୍ବକାଳିନ ୱିକିପିଡିୟା ବ୍ୟବାହାରକାରୀ ନାହାନ୍ତି ? ୨୦୦ ଜଣ ନିୟମିତ ବ୍ୟବାହାରକାରୀ ନାହାନ୍ତି ? କଣ ୨୦ ଜଣ ଏହୀ ପ୍ରକଳ୍ପକୁ ଆଗେୟୀ ନେବା ପାଇଁ ନାହାନ୍ତି ? କଣ ଆମ ପାଖରେ ଓଡିଶା ସମ୍ବନ୍ଧୀୟ ୫ ହଜାର ଫୋଟୋ ନାଁହି ? ଉତ୍ତର ହେଲା ଅଛି । କିନ୍ତୁ ସେମାନେ ଏ ବିଷୟରେ ଅଜ୍ଞାତ ବା ଜାଣି ସୁଦ୍ଧା ଆଗ୍ରହ ପ୍ରକାଶ କରୁନାହାନ୍ତି ଓ କିଛିଟା ଅବହେଳା କରୁଛନ୍ତି । ତେବେ ଆସନ୍ତୁ ପରିସ୍ଥିତିକୁ ସୁଧାରିବା ଓ ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କୁ ବିଭିନ୍ନ ବିଜ୍ଞାପନ ଓ ଅନ୍ୟାନ୍ୟ ମାଧ୍ୟମଦ୍ବାରା ଜଣାଇବା । ତା' ଛଡା ସେମାନଙ୍କୁ କିପରି ଇଣ୍ଟେରନେଟରେ/ୱିକିପିଡିୟାରେ ଓଡିଆରେ ଲେଖିବା ଇତ୍ୟାଦି ପ୍ରଶିକ୍ଷଣ ଦେବା ଓ ସାହାଯ୍ୟ କରିବା । ଓଡିଆ ଭାଷାକୁ ଆଗେଇନବାରେ ଆଗ୍ରହ ସୃଷ୍ଟି କରାଇବା । ଏହା କେବଳ ମୋର ଲକ୍ଷ୍ୟ ନୁହେଁ ସବୁ ଓଡିଆଙ୍କ ଲକ୍ଷ୍ୟ ହେବା ଉଚିତ । ଏକୁଟିଆ ଏହି ଲକ୍ଷ୍ୟକୁ ପୂରଣ କରିବା ବହୁ କଷ୍ଟ । ତେବେ ଆସନ୍ତୁ ସମସ୍ତେ ମିଶି ୱିକିପିଡିୟାର ଓଡିଆ ସଂସ୍କରଣ ଓ ଓଡିଆ ଭାଷାକୁ ସମୃଦ୍ଧ କରିବା
ବନ୍ଦେ ଉତ୍କଳ ଜନନୀ !