ଉଇକିପିଡ଼ିଆ:ମେଳଣ/ହାଇଦ୍ରାବାଦ/ହାଇଦ୍ରାବାଦ୧

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ହାଇଦ୍ରାବାଦରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ଶନିବାର, ୨୯-ସେପ୍ଟେମ୍ବର -୨୦୧୨ ଅପରାହ୍ନ ୪:୦୦ ଟା ଭାରତୀୟ ମାନକ ସମୟ
ସ୍ଥାନ :
ଲମକାନ
ବଞ୍ଜାରା ହିଲ୍ସ, ହାଇଦ୍ରାବାଦ- ୫୦୦୦୩୪
ଆନ୍ଧ୍ର ପ୍ରଦେଶ

Date: : Saturday, 29-September-2012 4:00 PM IST
Venue:
LAMAKAAN
Banjara Hills, Hyderabad- 500034
Andhra Pradesh, India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯିଏ ହାଇଦ୍ରାବାଦ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

  • ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି କରିପାରିବେ
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଆଗାମୀ ଯୋଜନା/ General status of overall projects and future initiatives

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

  1. ଶ୍ଵେତପଦ୍ମା ଶତପଥୀ

ଭାଗନେଉଛନ୍ତି (Participants)[ସମ୍ପାଦନା]

ଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)[ସମ୍ପାଦନା]

  1. ପାର୍ଥ ସାରଥୀ ଶତପଥୀ

ଶୁଭେଚ୍ଛା (Best wishes)[ସମ୍ପାଦନା]

ବିବରଣୀ[ସମ୍ପାଦନା]

ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ‎ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।

ଖବରରେ (In News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟ୍ଵିଟ୍ଟର (Twitter)[ସମ୍ପାଦନା]

ଫଟ (Photos)[ସମ୍ପାଦନା]

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Hyderabad Odia Workshop 29Sep2012