ବ୍ୟବହାରକାରୀଙ୍କ ଆଲୋଚନା:TWO^0

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର TWO^0,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୪୮, ୧୩ ଡିସେମ୍ବର ୨୦୧୨ (UTC)

ସମ୍ପାଦନା ନୀତି[ସମ୍ପାଦନା]

ନମସ୍କାର ବନ୍ଧୁ, ଆପଣଙ୍କ ଅବଦାନ ପାଇଁ ଅଶେଷ ଧନ୍ୟବାଦ । ଏଠି ଲେଖିବା ଆଗରୁ କିଛି ନୀତି ନିୟମ ବିଷୟରେ ଜାଣିବା ନିହାତି ଦରକାର । ଆହୁରି ଆଗରୁ ଆମକୁ ଜଣେଇବାର ଥିଲା, ମୋର ଏବେ ଧ୍ୟାନକୁ ଆସିଲା, ସେଥିପାଇଁ କ୍ଷମା କରିବେ! ଯେଉଁ ନୀତି ନିୟମ ଅଛି ତାହା ଇଂରାଜୀରେ ଅଛି, ଓଡ଼ିଆରେ ଅନୁବାଦ କରିବାକୁ ହେବ । ତେଣୁ ମୁଁ ନିମ୍ନରେ ଇଂରାଜୀ ଉଇକିପିଡିଆରୁ ଲିଙ୍କ ଦଉଛି ।

  1. ଆପଣଙ୍କ Username "Transwikodia-TWO", ତାହା ଇଉଜର ନାମ ନୀତିର ଉଲ୍ଲଂଘନ କରୁଛି । en:Wikipedia:UPOL#Promotional names ଦେଖନ୍ତୁ । ସେଥିପାଇଁ ଆପଣଙ୍କର ଯଦି ଆଉ ଏକ ଖାତା ଅଛି, ତାହାକୁ ବ୍ୟବହାର କରନ୍ତୁ; ନହେଲେ ଆଉଗୋଟେ ଖାତା (Account) ତିଆରି କରି ପାରିବେ । ମୋତେ ମଧ୍ୟ ପଚାରି ପାରିବେ ତିଆରି କରିବା ଆଗରୁ, ବା ମୋତେ ଆପଣଙ୍କ ବଛା "Username" ଓ "email-ID" ଦେଲେ ମୁଁ ତିଆରି କରିଦେବି ଆପଣଙ୍କପାଇଁ ।
  2. ଆପଣ ଆପଣଙ୍କ ଇଉଜର ପୃଷ୍ଠାରେ ଲେଖିପାରିବେ ଯେ ଆପଣ ଉଇକିପିଡ଼ିଆ:ଓଡ଼ିଆ ୟୁନିକୋଡ଼ କନଭର୍ଟର‎‎ ଟୁଲ ବ୍ୟବହାର କରି ଲେଖୁଛନ୍ତି ବୋଲି ଏବଂ ପୃଷ୍ଠା (ଉଇକିପିଡ଼ିଆ:ଓଡ଼ିଆ ୟୁନିକୋଡ଼ କନଭର୍ଟର) ର ଲିଙ୍କ ଦେଇ ପାରିବେ । ଏବଂ "ଉଇକିପିଡ଼ିଆ:ଓଡ଼ିଆ ୟୁନିକୋଡ଼ କନଭର୍ଟର" ପୃଷ୍ଠାରେ ଏବଂ ଆପଣଙ୍କ ଇଉଜର ପୃଷ୍ଠାରେ ଏହି www.facebook.com/TranswikOdia.TWO ଲିଙ୍କ ଦବାଟା ଠିକ ନୁହେଁ, //sourceforge.net ର ଲିଙ୍କ ଦେଇ ପାରିବେ । ଆପଣଙ୍କ FB profile ଲିଙ୍କ କେବଳ ଆପଣଙ୍କ ଇଉଜର ପୃଷ୍ଠାରେ ଦେଇ ପାରିବେ, ଅନ୍ୟ କୌଣସି ପୃଷ୍ଠାରେ ନୁହେଁ, ଯଦି ଦେଇଥିବେ । ଆଉ summaryରେ OUC shortlinkର କିଛି ଆବଶ୍ୟକତା ନାହିଁ, ଏସବୁ ପ୍ରଚାର ଭିତରେ ଯିବ । ଅଧିକ ଜାଣିବା ପାଇଁ What may I not have in my user pages, ଏବଂ en:Wikipedia:PROMOTION#Wikipedia is not a soapbox ଦେଖନ୍ତୁ ।
  3. ଆପଣ ଜ୍ଵର, ଶିଶୁ ସମ୍ପଦ ଓ ଅନ୍ୟ ଲେଖା ଗୁଡିକରେ ଯେଉଁ ଆଧାର ଦେଇଛନ୍ତି, "orissabigyanacademy.nic.in" ସାଇଟରୁ ବା ଯେ କୌଣସି ସାଇଟରୁ ସିଧା କପି କରି ଏଠି ଦେଇ ପାରିବେନି, ଆପଣଙ୍କୁ ନିଜ ଭାଷାରେ ଆଉଥରେ ଲେଖିବାକୁ ପଡ଼ିବ, କେବଳ ଆଧାର ଭାବେ link ଦେଇ ପାରିବେ; en:Wikipedia:Copyright violations ଦେଖନ୍ତୁ । ଯଦି ସେ ଲେଖାଗୁଡିକ ଆପଣଙ୍କର ତାହେଲେ en:Wikipedia:Conflict of interest ଦେଖନ୍ତୁ । ସେଠି "* Content Copied using OR-TTsarala2UNICODE CONVERTER" ଲେଖିବାର କିଛି ଆବଶ୍ୟକତା ନାହିଁ ।
  4. ଶିଶୁ ସମ୍ପଦ ଲେଖାରେ ଯେମିତି ଶିଶୁ ସମ୍ପଦର ଆଧାର ଦେଇଛନ୍ତି, ତାହା ଗ୍ରହଣୀୟ ନୁହେଁ; en:Wikipedia:PROMO, en:Wikipedia:Verifiability ଦେଖନ୍ତୁ । ଏବଂ ଆପଣ ଶିଶୁ ସମ୍ପଦ ଲେଖାରେ ଯେଉଁ ଛବିର ବ୍ୟବହାର କରିଛନ୍ତି, ସେଗୁଡିକୁ କେଉଣ୍ଠୁ ପାଇଲେ ? ଆଉ ଯେଉଁ ସତ୍ତ୍ଵ ଦେଇଛନ୍ତି ତାହା ମଧ୍ୟ ଭୁଲ; en:Wikipedia:Non-free content ଦେଖନ୍ତୁ ।
  • କିଛି ପ୍ରଶ୍ନ ଥିଲେ ଦୟାକରି ମୋତେ ପଚାରନ୍ତୁ, ପ୍ରଥମେ ପ୍ରାୟ ସମସ୍ତେ ନଜାଣି ଏମିତି କରିଥାନ୍ତି, କିଛି ଅସୁବିଧା ନାହିଁ, ଆଗକୁ ଧ୍ୟାନ ଦେବେ । ଆଉ ଏହି ସବୁ ନୀତି ନିୟମ ଗୁଡିକୁ ପଢିଲେ ଜାଣିପାରିବେ ସବୁକିଛି । ଆହୁରି ମଧ୍ୟ en:Wikipedia:Identifying reliable sources, en:Wikipedia:Editing policyen:Wikipedia:No original research ଦେଖିନେବେ । ଧନ୍ୟବାଦ! -- ଅଂଶୁମାନ ତାର ଯୋଡ଼ିବେ? ୨୦:୧୭, ୧୫ ଡିସେମ୍ବର ୨୦୧୨ (UTC)

File source and copyright licensing problem with ଫାଇଲ:ରେଳ ଉପରେ ଚିଲିକା ଦର୍ଶନ.jpg[ସମ୍ପାଦନା]

File Copyright problem
File Copyright problem

Thanks for uploading ଫାଇଲ:ରେଳ ଉପରେ ଚିଲିକା ଦର୍ଶନ.jpg. I noticed that the file's description page currently doesn't specify who created the content, so the copyright status is unclear. If you did not create this file yourself, you will need to specify the owner of the copyright. If you obtained it from a website, then a link to the website from which it was taken, together with a restatement of that website's terms of use of its content, is usually sufficient information. However, if the copyright holder is different from the website's publisher, their copyright should also be acknowledged.

As well as adding the source, we also need to know the terms of the license that the copyright holder has published the file under, usually done by adding a licensing tag. If you created/took the picture, audio, or video then the {{GFDL-self}} tag can be used to release it under the GFDL. If you believe the media meets the criteria at Wikipedia:Non-free content, use a tag such as {{non-free fair use in|article name}} or one of the other tags listed at Wikipedia:Image copyright tags#Fair use. See Wikipedia:Image copyright tags for the full list of copyright tags that you can use.

If you have uploaded other files, consider checking that you have specified their source and tagged them, too. You can find a list of files you have created in your upload log. Unsourced and untagged files may be deleted one week after they have been tagged, as described on criteria for speedy deletion. If the file is copyrighted under a non-free license (per Wikipedia:Fair use) then the file will be deleted 48 hours after ୨୦:୫୧, ୪ ଜାନୁଆରୀ ୨୦୧୩ (UTC). If the file is already gone, you can still make a request for undeletion and ask for a chance to fix the problem. If you have any questions please ask them at the Media copyright questions page. Thank you. -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୧, ୪ ଜାନୁଆରୀ ୨୦୧୩ (UTC)

Dear uploader: The media file you uploaded as ଫାଇଲ:ଚେଇଁଛି ଢୁଳାଉଛି.PNG has been listed for speedy deletion because you selected a copyright license type implying some type of restricted use, such as for non-commercial use only, or for educational use only or for use on Wikipedia by permission. While it might seem reasonable to assume that such files can be freely used on Wikipedia, this is in fact not the case[୧][୨]. Please do not upload any more files with these restrictions on them, because images on Wikipedia need to be compatible with the Creative Commons Attribution-ShareAlike or another free license, which allow anyone to use it for any purpose, commercial or non-commercial. See our non-free content guidelines for more information.

If you created this media file and want to use it on Wikipedia, you may re-upload it (or amend the image description if it has not yet been deleted) and use the license {{cc-by-sa-3.0}} to license it under the Creative Commons Attribution-ShareAlike 3.0 license, or use {{PD-self}} to release it into the public domain. Note, if you did create this file, you may want to upload it to Wikimedia Commons, which will allow the image to be accessed by all Wikimedia Foundation projects (which include the various localized versions of Wikipedia)

If you did not create this media file, please understand that the vast majority of images found on the internet are not appropriate for Wikipedia. Most content on the internet is copyrighted and the creator of the image has exclusive rights to use it. Wikipedia respects the copyrights of others - do not upload images that violate others' copyrights. In certain limited cases, we may be able to use an image under a claim of fair use - if you are certain that fair use would apply here, you may choose one of the fair use tags from this list. If no fair use rationale applies, you may want to contact the copyright holder and request that they make the media available under a free license.

If you have any questions please ask at Wikipedia:Media copyright questions. Thank you. -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୪, ୪ ଜାନୁଆରୀ ୨୦୧୩ (UTC)

Global rename/merge of account[ସମ୍ପାଦନା]

ମୁଁ ମୋ usernameକୁ Transwikodia-TWO ରୁ TWO^0 କୁ ପରିବର୍ତ୍ତନ କରୁଛି।

Hi Manoj. It was good meeting you. Hope you have met Ajith Nayak. I hope you have remembered the promise you made to me about growing the Odia Wikipedia Vishnu (talk)୧୨:୦୦, ୨୧ ମାର୍ଚ୍ଚ ୨୦୧୩ (UTC)

It was very nice meeting you. I've met Ajith Sir. Due lack of time he was not able to proceed much on OCR work; but I must say he showed me the path to advance via "Tesseract S/W" while I was wondering where to start for this project since many days. I've discused several problems regarding compatibility of "Tesseract-OCR engine" with Odia-script. Sorted out many. Training is Ongoing. Traineddata will be made available once a considerable accuracy is reached. And yes ! I'll keep my promise. manoj.sahukar ୦୧:୧୯, ୯ ଅପ୍ରେଲ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]


ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର TWO^0,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୬:୨୦, ୨୫ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--ଆଦିତ୍ୟ ମହାର (ଆଲୋଚନା) ୦୪:୫୨, ୨୧ ଅକ୍ଟୋବର ୨୦୧୫ (UTC)