ବ୍ରଜ କିଶୋର ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ବ୍ରଜ କିଶୋର ତ୍ରିପାଠୀ
ସାଂସଦ: ୧୨ଶ, ୧୩ଶ, ୧୪ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ – ୨୦୦୯
ପୂର୍ବ ଅଧିକାରୀପିନାକି ମିଶ୍ର
ପର ଅଧିକାରୀପିନାକି ମିଶ୍ର
ନିର୍ବାଚନ ମଣ୍ଡଳୀପୁରୀ
ସାଂସଦ: ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୬
ପୂର୍ବ ଅଧିକାରୀବ୍ରଜମୋହନ ମହାନ୍ତି
ପର ଅଧିକାରୀପିନାକି ମିଶ୍ର
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧ ଜୁଲାଇ ୧୯୯୧
ପୂର୍ବ ଅଧିକାରୀଗଦାଧର ମିଶ୍ର
ପର ଅଧିକାରୀଉମା ବଲ୍ଲଭ ରଥ
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବ୍ରଜ ମୋହନ ମହାନ୍ତି
ପର ଅଧିକାରୀଗଦାଧର ମିଶ୍ର
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-09-25) ୨୫ ସେପ୍ଟେମ୍ବର ୧୯୪୭ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନତା ପାର୍ଟି
ଜୀବନ ସାଥୀହେମଲତା ଦେବୀ
ବାପା/ବୋଉବାଲୁଙ୍କେଶ୍ୱର ତ୍ରିପାଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ବ୍ରଜ କିଶୋର ତ୍ରିପାଠୀ (ଜନ୍ମ: ୨୫ ସେପ୍ଟେମ୍ବର ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାର ସାଂସଦ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୧୯୭୭, ୧୯୮୫ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୯ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୧, ୧୯୯୮, ୧୯୯୯ ଓ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୨ଶ, ୧୩ଶ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବ୍ରଜ କିଶୋର ତ୍ରିପାଠୀ ୧୯୪୭ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଲୁଙ୍କେଶ୍ୱର ତ୍ରିପାଠୀ ଓ ପତ୍ନୀଙ୍କ ନାମ ହେମଲତା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବ୍ରଜ କିଶୋର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ପାର୍ଟି ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ପୁରୀ ଜନତା ପାର୍ଟି
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ପୁରୀ ଜନତା ଦଳ
୧୯୯୦ ୧ ଜୁଲାଇ ୧୯୯୧ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ପୁରୀ ଜନତା ଦଳ

ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୧ ୧୯୯୬ ସଭ୍ୟ, ୧୦ମ ଲୋକ ସଭା ପୁରୀ ଜନତା ଦଳ
୧୯୯୮ ୧୯୯୮ ସଭ୍ୟ, ୧୨ଶ ଲୋକ ସଭା ପୁରୀ ବିଜୁ ଜନତା ଦଳ
୧୯୯୯ ୨୦୦୪ ସଭ୍ୟ, ୧୩ଶ ଲୋକ ସଭା ପୁରୀ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୪ଶ ଲୋକ ସଭା ପୁରୀ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Brajakishore Tripathy". odishaassembly.nic.in. Odisha Assembly. Retrieved 4 March 2021.