ଭାରତୀୟ ସହର ମାନଙ୍କ ଶ୍ରେଣୀବିଭାଗ କରଣ

ଉଇକିପିଡ଼ିଆ‌ରୁ

ଭାରତୀୟ ସହର ମାନଙ୍କ ଶ୍ରେଣୀବିଭାଗ କରଣ ଏକ ପ୍ରକ୍ରିୟା ଯାହାଦ୍ୱାରା ଭାରତୀୟ ସହର ସମୂହକୁ ବିଭିନ୍ନ ଶ୍ରେଣୀରେ ଭିବାଗ କରା ଯାଇଥାଏ । ଏହା କେନ୍ଦ୍ରୀୟ ବେତନ ଆୟୋଗ ଓ ଭାରତୀୟ ରିଜର୍ଭ ବେଙ୍କ ର[୧] ମିଳିତ ସୁପାରିସ କ୍ରମେ ସହରର ଜନସଂଖ୍ୟା ଅନୁସାରେ ତାଲିକା କୃତ କରାଯାଇଥାଏ । ଏହା କର୍ମଚାରୀ ମାନଙ୍କୁ ଘର ଭଡା ଭତ୍ତା ପ୍ରଦାନର ହାର ନିର୍ନାୟ କରିବା ପାଇଁ ଆବଶ୍ୟକ ହୁଏ ।  କର୍ମଚାରୀମାନେ ପାଉଥିବା ଏହି ଭତ୍ତା ଉପରେ ଆୟକର ନିୟମ ଅନୁସାରେ ଆୟକରରୁ ରିହାତି ପାଇବାକୁ ଯୋଗ୍ୟ ହେଇଥାନ୍ତି । 

ଷଷ୍ଠ ବେତନ ଆୟୋଗର  ୨୦୦୮ ମସିହାର ସୁପାରିସ  ପୂର୍ବରୁ  ସହର ମାନଙ୍କ ଶ୍ରେଣୀ ବିଭାଗ ୨ଟି ବିଷୟ ଉପରେ ନିର୍ଭର କରୁଥିଲା । ପ୍ରଥମରେ ସହର ଭତ୍ତା ଅନୁସାରେ A-1,, A, B-1 ଓ B -2, ତଥା ଘର ଭଡା ଭତ୍ତା ପାଇଁ  A-1, A, B-1, B-2 ଏବଂ  C.

ବର୍ତ୍ତମାନର ଶ୍ରେଣୀବିଭାଗ [ସମ୍ପାଦନା]

ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ CCA (Compensatory City Allowance) ପାଇଁ ଥିବା ଶ୍ରେଣୀବିଭାଗକୁ ହଟେଇ ନିଆ ଗଲା । ଆଗରୁ ଥିବା ଘର ଭଡା ଭତ୍ତା ପାଇଁ ଶ୍ରେଣୀବିଭାଗକୁ ମଧ୍ୟ ପରିବର୍ତନ କରି A-1କୁ X  , ଓ A, B-1, B-2 ଜାଗାରେ Y ଓ କରାଯାଇଥିବା ବେଳେ C ଓ ଅନ୍ୟ ଶ୍ରେଣୀହୀନ ସହରକୁ Z କରାଗଲା  ।[୨][୩][୪] ଏହି X,Y,ଓ Z ସାଧାରଣ ଭାବରେ ଟାଇର -1 , ଟାଇର -2 ଓ ଟାଇର-3 ସହର କୁହାଯାଏ । 

୨୦୧୧ ଜନଗଣନା ଅନୁସାରେ ଦୁଇଟି ସହର , ପୁନେ ଓ ଅହମଦାବାଦ 'Y' ଶ୍ରେଣୀରୁ 'X'କୁ ଓ ଅନନ୍ୟ ୨୧ଟି ସହର 'Z' ଶ୍ରେଣୀରୁ 'Y'କୁ ୧, ଏପ୍ରିଲ , ୨୦୧୪ରେ ଉନ୍ନୀତ ହେଇଥିଲେ ।[୨] 

HRA ଶ୍ରେଣୀବିଭାଗ  ସହର 
X Ahmedabad, Bangalore, Chennai, Delhi, Hyderabad, Kolkata, Mumbai, Pune
Y Agra, Ajmer, Aligarh, Allahabad, Amravati, Amritsar, Asansol, Aurangabad, Bareilly, Belgaum, Bhavnagar, Bhiwandi, Bhopal, Bhubaneswar, Bikaner, Bokaro Steel City, Chandigarh, Coimbatore, Cuttack, Dehradun, Dhanbad, Durg-Bhilai Nagar, Durgapur, Erode, Faridabad, Firozabad, Ghaziabad, Gorakhpur, Gulbarga, Guntur, Gurgaon, Guwahati, Gwalior, Hubli-Dharwad, Indore, Jabalpur, Jaipur, Jalandhar, Jammu, Jamnagar, Jamshedpur, Jhansi, Jodhpur, Kannur, Kanpur, Kakinada, Kochi, Kottayam, Kolhapur, Kollam, Kota, Kozhikode, Lucknow, Ludhiana, Madurai, Malappuram, Malegaon, Mangalore, Meerut, Moradabad, Mysore, Nagpur, Nashik, Nellore, Noida, Patna, Pondicherry, Raipur, Rajkot, Rajahmundry, Ranchi, Rourkela, Salem, Sangli, Siliguri, Solapur, Srinagar, Surat, Thiruvananthapuram, Thrissur, Tiruchirappalli, Tiruppur, Tirupati, Ujjain, Vadodara, Varanasi, Vasai-Virar City, Vijayawada, Visakhapatnam, Warangal
Z All other cities

ଏଇତିହାସିକ ଶ୍ରେଣୀବିଭାଗ[ସମ୍ପାଦନା]

୨୦୦୮ରେ ଷଷ୍ଠ ବେତନ ଆୟୋଗ ସୁପାରିସ[୫] ଲାଗୁ ହେବା ଆଗରୁ ସହର ମାନଙ୍କ ଶ୍ରେଣୀବିଭାଗ ଏହି ପ୍ରକାର ଥିଲା । ଏହା ୧୯୯୭[୫]ରେ ପଞ୍ଚମ ବେତନ ଆୟୋଗଙ୍କ ସୁପାରିସ ଭିତ୍ତିରେ ହେଇଥିଲା । ଚେନ୍ନଇ , ମୁମ୍ବାଇ, ନୂଆ ଦିଲ୍ଲୀ ଓ କଲିକତାକୁ A-1[୬] ସହର ଭାବେ ନିଆ ଯାଉଥିଲା । 2001 ଜନଗଣନା[୫] ପରେ ସହରର ମାନ୍ୟତାରେ ପରିବର୍ତନ କରାଗଲା  । 31 ଅଗଷ୍ଟ 2007ରେ ହୟଡେରାବାଦ , 21 ସେପ୍ଟେମ୍ବରରେ ବାଙ୍ଗାଲୋରକୁ A-1 ମାନ୍ୟତା ମିଳିଲା । [୬]

CCA ଶ୍ରେଣୀବିଭାଗ  HRA ଶ୍ରେଣୀବିଭାଗ  ସହର 


A-1 A-1[୬] Bangalore
A-1 A-1 Chennai
A-1 A-1 Delhi
A-1 A-1[୭] Hyderabad
A-1 A-1 Kolkata
A-1 A-1 Mumbai
A A Ahmedabad
A A Pune
A A Kanpur
A A Indore
A A Jaipur
A A Vadodara
A A Surat
A A Nagpur
A A Lucknow
A A Patna
A A Bhopal
A A Nashik
A A Aurangabad
A A Gandhinagar
B-1 B-1 Madurai[୫]
B-1 B-1 Aligarh
B-1 B-1 Kochi
B-1 B-1 Visakhapatnam
B-1 B-1 Coimbatore[୫]
B-1 B-1 Vijayawada
B-1 B-1 Jabalpur
B-1 B-1 Rajkot
B-1 B-1 Solapur
B-1 B-1 Anand
B-1 B-1 Ludhiana
B-1 B-1 Agra
B-1 B-1 Meerut
B-1 B-2 Thiruvananthapuram
B-1 B-2 Kozhikode
B-1 B-2 Faridabad
B-1 B-2 Varanasi
B-1 B-2 Jamshedpur
B-1 B-2 Allahabad
B-1 B-2 Amritsar
B-1 C Dhanbad
B-2 B-2 Gorakhpur
B-2 B-2 Hubli-Dharwad
B-2 B-2 Bhavnagar
B-2 B-2 Raipur
B-2 B-2 Mysore
B-2 B-2 Thrissur
B-2 B-2 Mangalore
B-2 B-2 Guntur
B-2 B-2 Bhubaneshwar
B-2 B-2 Amravati
B-2 B-2 Srinagar
B-2 B-2 Bhilai
B-2 B-2 Warangal
B-2 B-2 Kakinada
B-2 B-2 Nellore
B-2 B-2 Ranchi
B-2 B-2 Guwahati
B-2 B-2 Gwalior
B-2 B-2 Chandigarh
B-2 B-2 Patiala
B-2 B-2 Jodhpur
B-2 B-2 Tiruchirapalli
B-2 B-2 Pondicherry
B-2 B-2 Salem
B-2 C Dehradun
B-2 C Hajipur
B-2 C Kollam
B-2 C Sangli
B-2 C Jamnagar
B-2 C Jammu
B-2 C Kurnool
B-2 C Roorkee
B-2 C Vellore
B-2 C Kannur
B-2 C Etawah

ଜନସଂଖ୍ୟା ଉପରେ ପର୍ଜ୍ୟବେଶିତ ଶ୍ରେଣୀବିଭାଗ [ସମ୍ପାଦନା]

ଭାରତୀୟ ରିଜର୍ଭ ବେଙ୍କ (RBI) ସବୁ ସହରକୁ ଲୋକ ସଂଖ୍ୟା[୮] ଭିତ୍ତି ରେ୬ଟି ଟାଇରରେ ବିଭକ୍ତ କରିଥିଲା । ତାହା ନିମ୍ମରେ ଦେଖା ଯାଇଛି ,

Classification of centres (tier-wise)
Population classification Population (2001 Census)
Tier-1 100,000 and above
Tier-2 50,000 to 99,999
Tier-3 20,000 to 49,999
Tier-4 10,000 to 19,999
Tier-5 5,000 to 9,999
Tier-6 less than 5000

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of cities in India
  • List of million-plus agglomerations in India

ଆଧାର [ସମ୍ପାଦନା]

  1. {{cite web}}: Empty citation (help)
  2. ୨.୦ ୨.୧ {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. ୫.୦ ୫.୧ ୫.୨ ୫.୩ ୫.୪ http://finmin.nic.in/the_ministry/dept_expenditure/miscellaneous/hracca.pdf
  6. ୬.୦ ୬.୧ ୬.୨ http://www.business-standard.com/article/economy-policy/bangalore-gets-a1-status-107092501055_1.html
  7. Upgradation of Greater Hyderabad Municipal Corporation as A-1 class city for the purpose of House Rent Allowance/Compensatory (City) Allowance".
  8. http://rbidocs.rbi.org.in/rdocs/content/pdfs/100MCA0711_5.pdf