ଚେନ୍ନାଇ

ଉଇକିପିଡ଼ିଆ‌ରୁ
(Chennaiରୁ ଲେଉଟି ଆସିଛି)
ଚେନ୍ନାଇ
ରାଜଧାନୀ, ସହର
Countryଭାରତ
Stateତାମିଲନାଡୁ
Districtଚେନ୍ନାଇ
ପୁରୁଣା ନାମମାଡ୍ରାସ
ସରକାର
 • MayorSaidai Duraisamy[୧]
 • Deputy MayorP. Benjamin
 • Corporation CommissionerD.Karthikeyan
 • Police CommissionerJ K Tripathy[୨]
କ୍ଷେତ୍ରଫଳ
 • ରାଜଧାନୀ, ସହର୪୨୬.୭ km (୧୬୪.୪୮ sq mi)
 • ନଗର
1,189 km2 (464.45 sq mi)
Elevation
6 m (20 ft)
ଜନସଂଖ୍ୟା
 (2011)[୩]
 • ରାଜଧାନୀ, ସହର୪୬,୮୧,୦୮୭
 • କ୍ରମାଙ୍କ6th
 • ଘନତା26,702/km2 (69,160/sq mi)
 • ମହାନଗର୮୬,୯୬,୦୧୦
 • Metro rank
୪th
 • Demonym
Chennaite
ସମୟ ମଣ୍ଡଳUTC+05:30 (IST)
ପିନ କୋଡ଼
600 xxx,
ଗାଡ଼ି ପଞ୍ଜିକରଣTN 01–10, 18, 20, 22
UN/LOCODEIN MAA
Telephone91-44-XXXX XXXX
ସରକାରୀ ଭାଷାତାମିଲ
ୱେବସାଇଟwww.chennaicorporation.gov.in


ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। [୫]ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ।

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Who's Who". About Corporation of Chennai. Corporation of Chennai. Retrieved 10 September 2012.
  2. "Commissioner of Police". Government of Tamil Nadu. Retrieved 10 September 2012.
  3. "Tamil Nadu district wise population" (PDF). Census of Tamil Nadu. Retrieved 5 April 2011.
  4. "Urban Agglomerations/Cities having population 1 lakh and above" (PDF). Census of India. Retrieved 17 October 2011.
  5. http://www.madras.com/v/history/

ଅଧିକ ତଥ୍ୟ[ସମ୍ପାଦନା]