Jump to content

"ପଦ୍ମ ଲୋଚନ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଅଧିକ ତଥ୍ୟ ଓ ଆଧାର
୪୫ କ ଧାଡ଼ି: ୪୫ କ ଧାଡ଼ି:
}}
}}


'''ପଦ୍ମ ଲୋଚନ ପଣ୍ଡା''' (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସେ [[ଓଡ଼ିଶା]] ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର [[ଓଡ଼ିଶା ବିଧାନ ସଭା]]<nowiki/>ରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୯ମ ଓଡ଼ିଶା ବିଧାନ ସଭା|୮ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୨ଶ]] ଓ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Padmalochan Panda">{{cite web|url=http://odishaassembly.nic.in/memberprofile.aspx?img=365|title=Shri Padmalochan Panda |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=30 April 2019}}</ref>
'''ପଦ୍ମ ଲୋଚନ ପଣ୍ଡା''' (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସେ [[ଓଡ଼ିଶା]] ରଜନୀତିରେ [[ଭାରତୀୟ ଜନତା ପାର୍ଟି]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ପ୍ରାର୍ଥୀ ଭାବରେ ତିନି ଥର [[ଓଡ଼ିଶା ବିଧାନ ସଭା]]<nowiki/>ରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]] ଓ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Padmalochan Panda">{{cite web|url=http://odishaassembly.nic.in/memberprofile.aspx?img=365|title=Shri Padmalochan Panda |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=30 April 2019}}</ref>


== ଜନ୍ମ, ଶିକ୍ଷା ଓ ପରିବାର ==
== ଜନ୍ମ, ଶିକ୍ଷା ଓ ପରିବାର ==
ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{Cite web|url=http://naveenpatnaik.com/MLA-Padmalochan-Panda-of-SIMULIA-constituency-365.html|title=MLA Padmalochan Panda Profile {{!}} SIMULIA Constituency|website=naveenpatnaik.com|access-date=2019-04-30}}</ref> ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ । ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।
ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ [[ବାଲେଶ୍ୱର ଜିଲ୍ଲା]] ସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{Cite web|url=http://naveenpatnaik.com/MLA-Padmalochan-Panda-of-SIMULIA-constituency-365.html|title=MLA Padmalochan Panda Profile {{!}} SIMULIA Constituency|website=naveenpatnaik.com|access-date=2019-04-30}}</ref> ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ । ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।


== ରାଜନୈତିକ ଜୀବନ ==
== ରାଜନୈତିକ ଜୀବନ ==
ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।
ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।


ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=http://www.odishahelpline.com/Profile-of-Padmalochan-Panda-of-SIMULIA-constituency-365.html|title=MLA Padmalochan Panda Profile {{!}} SIMULIA Constituency|website=www.odishahelpline.com|access-date=2019-04-30}}</ref> ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।
ପଦ୍ମ ଲୋଚନା ପଣ୍ଡା [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।<ref>{{Cite web|url=https://www.ndtv.com/india-news/odisha-congress-leader-padmalochan-panda-joins-bjp-1935452|title=Odisha Congress Leader Padmalochan Panda Joins BJP|website=NDTV.com|access-date=2019-04-30}}</ref> ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]][[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=https://www.aninews.in/news/national/general-news/odisha-congress-leader-padmalochan-panda-joins-bjp201810221009050002/|title=Odisha Congress leader Padmalochan Panda joins BJP|website=www.aninews.in|language=en|access-date=2019-04-30}}</ref><ref>{{Cite web|url=http://www.odishahelpline.com/Profile-of-Padmalochan-Panda-of-SIMULIA-constituency-365.html|title=MLA Padmalochan Panda Profile {{!}} SIMULIA Constituency|website=www.odishahelpline.com|access-date=2019-04-30}}</ref> ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।


୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref>{{Cite news|url=https://www.business-standard.com/article/pti-stories/congress-leader-padmalochan-panda-joins-bjp-118102100479_1.html|title=Congress leader Padmalochan Panda joins BJP|last=India|first=Press Trust of|date=2018-10-21|work=Business Standard India|access-date=2019-04-30}}</ref> ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref>{{Cite web|url=http://www.pragativadi.com/padmalochan-panda-resigns-from-congress-primary-membership/|title=Padmalochan Panda resigns from Congress’ primary membership|date=2018-10-07|website=Pragativadi: Leading Odia Dailly|language=en-US|access-date=2019-04-30}}</ref> ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref>{{Cite web|url=http://www.odishabytes.com/ex-congress-leader-padmalochan-panda-joins-bjp/|title=Ex-Congress Leader Padmalochan Panda Joins BJP|last=Bureau|first=O. B.|date=2018-10-21|website=ODISHA BYTES|language=en-US|access-date=2019-04-30}}</ref><ref>{{Cite web|url=https://kalingatv.com/state/former-odisha-minister-padmalochan-panda-joins-bjp/|title=Former Odisha Minister Padmalochan Panda joins BJP|date=2018-10-21|website=KalingaTV|language=en-US|access-date=2019-04-30}}</ref>


୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।
ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ [[ଭାରତୀୟ ଜନତା ପାର୍ଟି]]<nowiki/>ରେ ଯୋଗ ଦେଇଥିଲେ ।<ref>{{Cite web|url=https://odishasuntimes.com/former-odisha-minister-padmalochan-panda-to-join-bjp/|title=Former Odisha minister Padmalochan Panda to join BJP {{!}} OdishaSunTimes.com|last=Bureau|first=Odisha Sun Times|language=en-US|access-date=2019-04-30}}</ref><ref>{{Cite web|url=https://www.moneycontrol.com/news/india/congress-leader-padmalochan-panda-joins-bjp-3068621.html|title=Congress leader Padmalochan Panda joins BJP|website=Moneycontrol|access-date=2019-04-30}}</ref><ref>{{Cite news|url=https://www.business-standard.com/article/news-ians/former-minister-padmalochan-panda-joins-bjp-in-odisha-118102100585_1.html|title=Former minister Padmalochan Panda joins BJP in Odisha|last=IANS|date=2018-10-21|work=Business Standard India|access-date=2019-04-30}}</ref> ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।


== ଆଧାର ==
== ଆଧାର ==

୨୨:୫୩, ୩୦ ଅପ୍ରେଲ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ପଦ୍ମ ଲୋଚନ ପଣ୍ଡା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-04-10) ୧୦ ଅପ୍ରେଲ ୧୯୫୩ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁନ୍ତଳା କୁମାରୀ ପଣ୍ଡା
ସନ୍ତାନ୩ ପୁଅ, ୧ ଝିଅ
ବାପା/ବୋଉକାଳନ୍ଦୀ ଚରଣ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ପଦ୍ମ ଲୋଚନ ପଣ୍ଡା (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ । ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।

ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[] ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[] ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[] ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[][]

ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୦][୧୧][୧୨] ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

ଆଧାର

  1. "Shri Padmalochan Panda". odishaassembly.nic.in. Odisha Assembly. Retrieved 30 April 2019. {{cite web}}: Cite has empty unknown parameter: |dead-url= (help)
  2. "MLA Padmalochan Panda Profile | SIMULIA Constituency". naveenpatnaik.com. Retrieved 2019-04-30.
  3. "Odisha Congress Leader Padmalochan Panda Joins BJP". NDTV.com. Retrieved 2019-04-30.
  4. "Odisha Congress leader Padmalochan Panda joins BJP". www.aninews.in (in ଇଂରାଜୀ). Retrieved 2019-04-30.
  5. "MLA Padmalochan Panda Profile | SIMULIA Constituency". www.odishahelpline.com. Retrieved 2019-04-30.
  6. India, Press Trust of (2018-10-21). "Congress leader Padmalochan Panda joins BJP". Business Standard India. Retrieved 2019-04-30.
  7. "Padmalochan Panda resigns from Congress' primary membership". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-10-07. Retrieved 2019-04-30.
  8. Bureau, O. B. (2018-10-21). "Ex-Congress Leader Padmalochan Panda Joins BJP". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-04-30.
  9. "Former Odisha Minister Padmalochan Panda joins BJP". KalingaTV (in ଆମେରିକୀୟ ଇଂରାଜୀ). 2018-10-21. Retrieved 2019-04-30.
  10. Bureau, Odisha Sun Times. "Former Odisha minister Padmalochan Panda to join BJP | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-04-30.
  11. "Congress leader Padmalochan Panda joins BJP". Moneycontrol. Retrieved 2019-04-30.
  12. IANS (2018-10-21). "Former minister Padmalochan Panda joins BJP in Odisha". Business Standard India. Retrieved 2019-04-30.