"ଦେବଯାନୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
"{{ଛୋଟ|Debajani}} {{Infobox person | name = ଦେବଯାନୀ | image = | imagesize = | caption = | birth_dat..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
No edit summary |
||
୧୯ କ ଧାଡ଼ି: | ୧୯ କ ଧାଡ଼ି: | ||
'''ଦେବଯାନୀ ଦେଘୁରିଆ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref>{{cite web|title=Real Life Images of Debjani Deghuri Odia Actress|url=http://www.bestodisha.in/2013/10/real-life-images-of-debjani-deghuria.html|publisher=BestOdisha.In|accessdate=6 April 2017}}</ref> ସେ ଓଡ଼ିଆ ଚଳଚ୍ଚିତ୍ର [[ରଙ୍ଗିଲା ଟୋକା]]ରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । [[ଆଇ ଲଭ୍ ମାଇଁ ଇଣ୍ଡିଆ]] ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ [[ପାଗଳ ପ୍ରେମୀ]], [[ତୋ ବିନା ମୋ କାହାଣୀ ଅଧା]], [[ରସିକ ନାଗର]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]], [[ଡନ୍]] ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ [[ଚାନ୍ଦ ନା ତମେ ତାରା]], [[ସଲାମ ସିନେମା]], [[ଖାସ୍ ତୁମରି ପାଇଁ]] ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । |

==ପ୍ରାରମ୍ଭିକ ଜୀବନ== |
|||
==ଅଭିନୟ ଜୀବନ== |
|||
ଦେବଯାନୀ ୨୦୦୬ ମସିହାରେ [[ଆଇ ଲଭ୍ ମାଇଁ ଇଣ୍ଡିଆ]] କଥାଚିତ୍ରରେ ପାଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ ମସିହାରେ ସେ [[ହର ପଟ୍ଟନାୟକ]]ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର [[ପାଗଳ ପ୍ରେମୀ]], [[ତୋ ବିନା ମୋ କାହାଣୀ ଅଧା]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]]ରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍ର ଚଳଚ୍ଚିତ୍ର [[ଡନ୍]]ରେ ଦେବଯାନୀ ମଧ୍ୟ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । |
|||
୨୦୧୨ ମସିହାରେ [[ପପୁ ପମ ପମ]]ଙ୍କ ସହ ଦେବଯାନୀ [[ରଙ୍ଗିଲା ଟୋକା]]ରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।<ref>{{cite web|title=Cast and Crew of Oriya film Rangila Toka|url=http://www.newodisha.in/rangila-toka-oriya-film-story-cast-crew-wallpapers-and-songs/|publisher=NewOdisha.in|accessdate=6 April 2017}}</ref> ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ [[ଚାନ୍ଦ ନା ତମେ ତାରା]] ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: [[ସଲାମ ସିନେମା]], ଖାସ୍ ତୁମରି ପାଇଁ । |
|||
ଦେବଯାନୀଙ୍କ ଆଗାମୀ ଚଳଚ୍ଚିତ୍ର [[ଅଜାତ ଶତ୍ରୁ (ଓଡ଼ିଆ କଥାଚିତ୍ର)|ଅଜାତ ଶତ୍ରୁ]]ର ସୁଟିଂ ଚାଲିଛି ।<ref>{{cite news|title="AjatShatru" Upcoming Odia Film Mahurat Held at Bhubaneswar|url=https://enewsodia.com/ajatshatru-upcoming-odia-film-mahurat-held-bhubaneswar/|accessdate=6 April 2017|newspaper=E News ଓଡ଼ିଆ|date=14 March 2017}}</ref> |
|||
==ଅଭିନୀତ କଥାଚିତ୍ର== |
|||
==ଆଧାର== |
==ଆଧାର== |
୧୭:୩୭, ୬ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଦେବଯାନୀ | |
---|---|
ଜନ୍ମ | ଦେବଯାନୀ ଦେଘୁରିଆ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ଦେବଯାନୀ ଦେଘୁରିଆ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ସେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗିଲା ଟୋକାରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଆଇ ଲଭ୍ ମାଇଁ ଇଣ୍ଡିଆ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ରସିକ ନାଗର, ଲାଲ ଟୁକୁ ଟୁକୁ ସାଧବ ବୋହୂ, ଡନ୍ ଆଦି ଚଳଚ୍ଚିତ୍ରରେ ସହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ଚାନ୍ଦ ନା ତମେ ତାରା, ସଲାମ ସିନେମା, ଖାସ୍ ତୁମରି ପାଇଁ ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅଭିନୟ ଜୀବନ
ଦେବଯାନୀ ୨୦୦୬ ମସିହାରେ ଆଇ ଲଭ୍ ମାଇଁ ଇଣ୍ଡିଆ କଥାଚିତ୍ରରେ ପାଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ଲାଲ ଟୁକୁ ଟୁକୁ ସାଧବ ବୋହୂରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍ର ଚଳଚ୍ଚିତ୍ର ଡନ୍ରେ ଦେବଯାନୀ ମଧ୍ୟ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।
୨୦୧୨ ମସିହାରେ ପପୁ ପମ ପମଙ୍କ ସହ ଦେବଯାନୀ ରଙ୍ଗିଲା ଟୋକାରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।[୨] ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ ଚାନ୍ଦ ନା ତମେ ତାରା ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: ସଲାମ ସିନେମା, ଖାସ୍ ତୁମରି ପାଇଁ ।
ଦେବଯାନୀଙ୍କ ଆଗାମୀ ଚଳଚ୍ଚିତ୍ର ଅଜାତ ଶତ୍ରୁର ସୁଟିଂ ଚାଲିଛି ।[୩]
ଅଭିନୀତ କଥାଚିତ୍ର
ଆଧାର
- ↑ "Real Life Images of Debjani Deghuri Odia Actress". BestOdisha.In. Retrieved 6 April 2017.
- ↑ "Cast and Crew of Oriya film Rangila Toka". NewOdisha.in. Retrieved 6 April 2017.
- ↑ ""AjatShatru" Upcoming Odia Film Mahurat Held at Bhubaneswar". E News ଓଡ଼ିଆ. 14 March 2017. Retrieved 6 April 2017.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଦେବଯାନୀ