ମଣିଷ
| Human[୧] ଜୀବାଶ୍ମ କାଳ: 0.195–0 Ma Pleistocene – Recent |
|
|---|---|
| Humans from Southeast Asia | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ |
|
| ଜଗତ: | Animalia |
| Phylum: | Chordata |
| ଶ୍ରେଣୀ: | Synapsida |
| ଶ୍ରେଣୀ: | Mammalia |
| ଅର୍ଡର: | Primates |
| ପରିବାର: | Hominidae |
| ଜାତି: | Hominini |
| Genus: | Homo |
| ଜାତି: | H. sapiens |
| ବାଇନୋମିଆଲ ନାଆଁ | |
| Homo sapiens Linnaeus, 1758 |
|
| Subspecies | |
|
†Homo sapiens idaltu White et al., 2003 |
|
| Range of Homo sapiens (green) | |
| Synonyms | |
|
Species synonymy[୧]
|
|
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ପ୍ରଥମେ ଆଫ୍ରିକାରେ ପ୍ରାୟ ୨୮୦୦୦୦ ବର୍ଷ ଆଗରୁ ମଣିଷର ଆବିର୍ଭାବ ହୋଇଥିଲା । ସେ ଯୁଗରେ ପ୍ରଥମ ମଣିଷ ଓ ଆଜିର ଭିତରେ ଅନେକ ତଫାତ । ତାଙ୍କ ମୁଣ୍ଡ ତାଙ୍କ ଦେହ ତୁଳନାରେ ଖୁବ୍ ଛୋଟ ଥିଲା । ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢି ବଢି ଯିବ ।
ମଣିଷ ଶରୀର ରକ୍ତ, ମାଂସ ହାଡ଼, ମାଂସପେଶୀ ଓ ସ୍ନାୟୁମଣ୍ଡଳ ଆଦିକୁ ନେଇ ଗଠିତ ହୋଇଛି। ଏଥିରେ ମୁଖ୍ୟ ପାଞ୍ଚଟି ଅଙ୍ଗ ରହିଛି ଯଥା, ଆଖି, ନାକ, ପାଟି, କାନ ଓ ତ୍ୱଚା।
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Groves, C. P. (2005). Wilson, D. E.; Reeder, D. M. eds. Mammal Species of the World (3rd ed.). Baltimore: Johns Hopkins University Press. OCLC 62265494. ISBN 0-801-88221-4. http://www.bucknell.edu/msw3/browse.asp?id=12100795.
ଅଧିକ ତଥ୍ୟ[ସମ୍ପାଦନା]
| Humans ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଜାତିରେ ଜାତି ସୂଚି Homo sapiens | |
- MNSU
- Archaeology Info
- Homo sapiens – The Smithsonian Institution's Human Origins Program
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |