ଜାକିର ହୁସେନ (ରାଜନୀତିଜ୍ଞ)
ଉଇକିପିଡ଼ିଆ ରୁ
| ଜାକିର ହୁସେନ | |
|---|---|
|
|
|
| କାର୍ଯ୍ୟକାଳ ୧୩ ମଇ ୧୯୬୭ – ୩ ମଇ ୧୯୬୯ |
|
| ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
| ଉପ ରାଷ୍ଟ୍ରପତି | ବରାହଗିରି ଭେଙ୍କଟଗିରି |
| ପୂର୍ବ ଅଧିକାରୀ | ସର୍ବପଲ୍ଲୀ ରାଧାକ୍ରିଷ୍ଣନ |
| ପର ଅଧିକାରୀ | ବରାହଗିରି ଭେଙ୍କଟଗିରି (କାମଚଳା) |
|
ଉପ-ରାଷ୍ଟ୍ରପତି
|
|
| କାର୍ଯ୍ୟକାଳ ୧୩ ମଇ ୧୯୬୨ – ୧୨ ମଇ ୧୯୬୭ |
|
| ରାଷ୍ଟ୍ରପତି | ସର୍ବପଲ୍ଲୀ ରାଧାକ୍ରିଷ୍ଣନ |
| ପୂର୍ବ ଅଧିକାରୀ | ସର୍ବପଲ୍ଲୀ ରାଧାକ୍ରିଷ୍ଣନ |
| ପର ଅଧିକାରୀ | ବରାହଗିରି ଭେଙ୍କଟଗିରି |
|
ବିହାରର ରାଜ୍ୟପାଳ
|
|
| କାର୍ଯ୍ୟକାଳ ୬ ଜୁଲାଇ ୧୯୫୭ – ୧୧ ମଇ ୧୯୬୨ |
|
| ମୁଖ୍ୟମନ୍ତ୍ରୀ | କୃଷ୍ଣ ସିହ୍ନା ଦୀପ ନାରାୟଣ ସିଂହ |
| ପୂର୍ବ ଅଧିକାରୀ | ଆର. ଆର. ଦିବାକର |
| ପର ଅଧିକାରୀ | ମାଦଭୁଷି ଅନନ୍ତଶୟନମ ଅୟଙ୍ଗାର |
|
|
|
| ଜନ୍ମ | ୮ ଫେବ୍ରୁଆରି ୧୮୯୭ ହାଇଦ୍ରାବାଦ ଏବେକାର ଆନ୍ଧ୍ର ପ୍ରଦେଶ [୧] |
| ମୃତ୍ୟୁ | ୩ ମଇ, ୧୯୬୯ (୭୨ ବର୍ଷ) ନୂଆ ଦିଲ୍ଲୀ, ଭାରତ |
| ରାଜନୀତିକ ଦଳ | ସ୍ଵାଧୀନ |
| ଜୀବନ ସାଥି | ଶାହଜହାନ ବେଗମ |
| ଶିକ୍ଷାନୁଷ୍ଠାନ | ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ, ଦିଲ୍ଲୀ ବିଶ୍ଵବିଦ୍ୟାଳୟ |
| ଧର୍ମ | ଇସଲାମ |
ଜାକିର ହୁସେନ ୧୮୯୭ ମସିହା ଫେବୃଆରୀ ୮ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ୧୯୬୭ ମଇ ୧୩ ତାରିଖରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ୧୯୬୨-୧୯୬୭ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବାବେଳେ ଶ୍ରୀହୁସେନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ୧୯୫୭ ରୁ ୧୯୬୨ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ସେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ୧୯୬୩ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା
ଆଧାର[ସମ୍ପାଦନା]
- ↑ Zakir Husain, Encyclopædia Britannica Online, 12 Feb 2012, http://www.britannica.com/EBchecked/topic/277416/Zakir-Husain
ଅଧିକ ତଥ୍ୟ[ସମ୍ପାଦନା]
- Minority minister, V-C read Fatiha at Dr Zakir Hussain’s grave – TCN News
- Dr. Zakir Hussain Biography
|
|||||||
|
||||||||||||||
|
|||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |