ରାମଚନ୍ଦ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୦ |
ରାମଚନ୍ଦ୍ରପୁର (କ୍ରମିକ ସଂଖ୍ୟା: ୧୪୬) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ଘସିପୁରା ବ୍ଳକ, ଘଟଗାଁ ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।
ଏହି ନିର୍ବାଚନ ମଣ୍ଡଳୀ ୧୯୬୧ ମସିହରେ ଗଠିତ ହୋଇଥିଲା ଏବଂ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଶେଷଥର ପାଇଁ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୨] ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଘସିପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]- ୨୦୦୪: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୨୦୦୦: ବଦ୍ରିନାରାୟଣ ପାତ୍ର (ସ୍ୱାଧୀନ)
- ୧୯୯୫: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୧୯୯୦: ବଦ୍ରିନାରାୟଣ ପାତ୍ର (ଜନତା ଦଳ)
- ୧୯୮୫: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୧୯୮୦: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ (ଆଇ))
- ୧୯୭୭: କ୍ଷୀରୋଦ ପ୍ରସାଦ ସ୍ୱାଇଁ (ଜନତା ପାର୍ଟି)
- ୧୯୭୪: ମୂରଲୀଧର କୁଆଁର (ଉତ୍କଳ କଂଗ୍ରେସ)
- ୧୯୬୧: ମୂରଲୀଧର କୁଆଁର (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Ramchandrapur Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-08-16.
- ↑ "Odisha Legislative Assembly". odishaassembly.nic.in. Retrieved 2019-08-16.