"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; cosmetic changes
୨୬ କ ଧାଡ଼ି: ୨୬ କ ଧାଡ଼ି:
୧୯୯୩ ମସିହାରେ [[ଶ୍ରଦ୍ଧାଞ୍ଜଳି]] ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି [[ଓଡ଼ିଆ ସିନେମା|ଓଡ଼ିଆ]] ସିନେମାରେ ଅଭିନୟ କରିସାରିଛନ୍ତି ।
୧୯୯୩ ମସିହାରେ [[ଶ୍ରଦ୍ଧାଞ୍ଜଳି]] ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି [[ଓଡ଼ିଆ ସିନେମା|ଓଡ଼ିଆ]] ସିନେମାରେ ଅଭିନୟ କରିସାରିଛନ୍ତି ।
===ଅଭିନୀତ ସିନେମା===
===ଅଭିନୀତ ସିନେମା===
*[[୧୪୩ ଆଇ ଲଭ ୟୁ]]
* [[୧୪୩ ଆଇ ଲଭ ୟୁ]]
*[[ମତେ ବୋହୁ କରି ନେଇଯା]]
* [[ମତେ ବୋହୁ କରି ନେଇଯା]]
*[[ବାହୁଡ଼ିବେ ମୋ ଜଗାବଳିଆ]]
* [[ବାହୁଡ଼ିବେ ମୋ ଜଗାବଳିଆ]]
*[[ଯେ ପାଞ୍ଚେ ପର ମନ୍ଦ]]
* [[ଯେ ପାଞ୍ଚେ ପର ମନ୍ଦ]]
*[[ଧର୍ମର ହେବ ଜୟ]]
* [[ଧର୍ମର ହେବ ଜୟ]]
*[[ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର]]
* [[ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର]]
*[[ସିନ୍ଦୂର ନୁହେଁ ଖେଳଘର]]
* [[ସିନ୍ଦୂର ନୁହେଁ ଖେଳଘର]]
*[[ଶାଶୁଘର ଚାଲିଯିବି]]
* [[ଶାଶୁଘର ଚାଲିଯିବି]]
*[[ସନ୍ତାନ]]
* [[ସନ୍ତାନ]]
*[[ମନ ରହିଗଲା ତୁମରି ଠାରେ]]
* [[ମନ ରହିଗଲା ତୁମରି ଠାରେ]]
*[[ଯଶୋଦା]]
* [[ଯଶୋଦା]]
*[[ରଣଭୂମି]]
* [[ରଣଭୂମି]]
*[[ଗଙ୍ଗା ଯମୁନା]]
* [[ଗଙ୍ଗା ଯମୁନା]]
*[[ମୋ କୋଳ ତୋ ଝୁଲଣା]]
* [[ମୋ କୋଳ ତୋ ଝୁଲଣା]]
*[[ସିଂହବାହିନୀ]]
* [[ସିଂହବାହିନୀ]]
*[[ନାରୀ ଆଖିରେ ନିଆଁ]]
* [[ନାରୀ ଆଖିରେ ନିଆଁ]]
*[[ଶ୍ରଦ୍ଧାଞ୍ଜଳି]]
* [[ଶ୍ରଦ୍ଧାଞ୍ଜଳି]]




୫୧ କ ଧାଡ଼ି: ୫୧ କ ଧାଡ଼ି:
==ଦ୍ରଷ୍ଟବ୍ୟ==
==ଦ୍ରଷ୍ଟବ୍ୟ==
==ବାହାର ଲିଙ୍କ==
==ବାହାର ଲିଙ୍କ==
*{{imdb name|3394756}}
* {{imdb name|3394756}}


{{Persondata <!-- Metadata: see [[Wikipedia:Persondata]]. -->
{{Persondata <!-- Metadata: see [[Wikipedia:Persondata]]. -->
୬୭ କ ଧାଡ଼ି: ୬୭ କ ଧାଡ଼ି:
[[ବିଭାଗ:ଓଡ଼ିଆ ସିନେମା ଜଗତ]]
[[ବିଭାଗ:ଓଡ଼ିଆ ସିନେମା ଜଗତ]]
[[ବିଭାଗ:ଓଡ଼ିଆ ସିନେମା]]
[[ବିଭାଗ:ଓଡ଼ିଆ ସିନେମା]]
[[ବିଭାଗ:ଓଡ଼ିଆ ସିନେ ଅଭିନେତା]]
[[ବିଭାଗ:ଓଡ଼ିଆ ସିନେ ଅଭିନେତା]]
[[ବିଭାଗ:ଓଡ଼ିଶାର ଲୋକ]]
[[ବିଭାଗ:ଓଡ଼ିଶାର ଲୋକ]]
[[ବିଭାଗ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ବିଭାଗ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ବିଭାଗ:ଭାରତୀୟ ସିନେ ଅଭିନେତା]]
[[ବିଭାଗ:ଭାରତୀୟ ସିନେ ଅଭିନେତା]]
[[ବିଭାଗ:୧୯୬୬ ଜନ୍ମ]]
[[ବିଭାଗ:୧୯୬୬ ଜନ୍ମ]]

[[en:Siddhanta Mahapatra]]
[[en:Siddhanta Mahapatra]]

୦୦:୨୨, ୧୦ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସିଦ୍ଧାନ୍ତ ମହାପାତ୍ର
ଜନ୍ମ୧୯୬୬
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତା
ସକ୍ରିୟ ବର୍ଷ୧୯୯୩-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତା
ବୈବାହିକ-ସାଥୀମାମା ମିଶ୍ର


ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସିଦ୍ଧାନ୍ତ ମହାପାତ୍ର ବାଲୁଗାଁ, ଓଡ଼ିଶା ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, ଗଞ୍ଜାମ ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ୤

ସିନେମା ଜୀବନ

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ସିନେମା


ରାଜନୈତିକ ଜୀବନ

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୤ ଓଡ଼ିଶାର ବ୍ରହ୍ମପୁର ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି ୤

ପୁରସ୍କାର

ଦ୍ରଷ୍ଟବ୍ୟ

ବାହାର ଲିଙ୍କ