କେସିଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୦୪): | ୧,୫୫,୧୮୭ |
ଜିଲ୍ଲା: | କଳାହାଣ୍ଡି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
କେସିଙ୍ଗା (କ୍ରମିକ ସଂଖ୍ୟା: ୧୦୧) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ୧୯୬୭ ମସିହାରେ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଶେଷ ନିର୍ବାଚନ ୨୦୦୪ ମସିହାରେ ହୋଇଥିଲା ।
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୬୭ରୁ ୨୦୦୪ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୨][୩]
- ୨୦୦୪: ଧନେଶ୍ୱର ମାଝି (ଭାଜପା)
- ୨୦୦୦: ଧନେଶ୍ୱର ମାଝି (ଭାଜପା)
- ୧୯୯୫: ଭୂପିନ୍ଦର ସିଂହ (କଂଗ୍ରେସ)
- ୧୯୯୦: କିରଣ ଚନ୍ଦ୍ର ସିଂହ ଦେଓ (ଜନତା ଦଳ)
- ୧୯୮୫: ଭୂପିନ୍ଦର ସିଂହ (କଂଗ୍ରେସ)
- ୧୯୮୦: ଭୂପିନ୍ଦର ସିଂହ (କଂଗ୍ରେସ)
- ୧୯୭୭: ନଗେନ୍ଦ୍ରନାଥ ଚୌଧୁରୀ (ଜନତା ପାର୍ଟି)
- ୧୯୭୪: ଶରତ ଚନ୍ଦ୍ର ସିଂହ ଦେଓ (କଂଗ୍ରେସ)
- ୧୯୭୧: ଭଗବାନ ଭୋଇ (ସ୍ୱତନ୍ତ୍ର)
- ୧୯୬୭: ଭଗବାନ ଭୋଇ (ସ୍ୱତନ୍ତ୍ର)
ଆଧାର
[ସମ୍ପାଦନା]- ↑ "Orissa 2004". Election Commission of India (in Indian English). Retrieved 2019-06-27.
- ↑ "State Elections 2004 - Partywise Comparision for 100-Narla Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf